ବ୍ରଣ ସମସ୍ୟା ପାଇଁ ଚିନ୍ତିତ କି ?ଏହି ଉପାୟ କରନ୍ତୁ ଏକାଥରେ ଭଲ ହୋଇଯିବ।

ବ୍ରଣ ସମସ୍ୟା ପାଇଁ ଏହି ଉପାୟ କରନ୍ତୁ ଏକାଥରେ ଭଲ ହୋଇଯିବ ।

ଆଜିକାଲି ଆମ ଯୁବକ ଯୁବତୀଙ୍କ ଏକ ପ୍ରମୁଖ ସାଧାରଣ ସମସ୍ୟା ହେଉଛି ମୁହଁରେ ବ୍ରଣ ହେବ । ଯେତେ ପ୍ରକାର ଚେଷ୍ଟା କଲେ ପରେବି ଅମଥି ବ୍ରଣ କମି ନଥାଏ ଆହୁରି ମୁହଁ ସତ ଅଧିକ ଦାଗ ହୋଇ ଯାଇଥାଏ । ଚିହ୍ନଟ କରିବାର କାରଣ ନାହିଁ ଜଦି ଆପଣ ବ୍ରଣ ପାଇଁ ଚିନ୍ତିତ ତାହେଲେ ତଳେ ଦିଆଯାଇଥିବା ଉପାୟ ବିଷୟରେ ଜଣାନ୍ତୁ । ଆମେ ଦେଖୁ ସାଧାରଣତଃ ମୁଁହ ତେଲିଆ ରହିଲେ ଓ ଆବଶ୍ୟକ ଠାରୁ କମ ପାଣି ପିଇବା ଦ୍ୱାରା ଆମର ବ୍ରଣ ବାହାରିଥାଏ ।

ପ୍ରଥମ କଥା ମନେ ରଖନ୍ତୁ ମଇଳା ଏବଂ ଅପରିଷ୍କାର ହାତରେ ମୁଁହ ବ୍ରଣକୁ  ସ୍ପର୍ଶ କରନ୍ତୁ ନାହିଁ । ବ୍ରଣ ବାହାରିଲେ ଅଧିକାଂଶ ଲୋକ ଜୋର୍ କରି ଫତାଇଦେଇଥନ୍ତି , ଏପରି କରିବା ଦ୍ୱାରା ମୁହଁରେ ଦାଗ ଯିବା ଅପେକ୍ଷା ଅଧିକା ରହି ଯାଇଥାଏ ।

ସେଥିପାଇଁ ମନେ ରଖନ୍ତୁ ବ୍ରଣ ବାହାରିଲେ କେବେବି ଜୋର ଜବଦସ୍ତି କରି ଫଟାନ୍ତୁ ନାହିଁ । ପ୍ରଥମେ ଥଣ୍ଡା ପାଣିରେ ମୁଁହକୁ ବାରମ୍ବାର ଧୋଇବା ଦ୍ୱାରା ଫେସ୍ ରୁ ତେଲିଆ ଭାଗ କମିଯାଏ । ଅଧିକ ଗରିଷ୍ଠ ଖାଦ୍ୟ ,ମସଲା ମସଲି ଯୁକ୍ତ ଖାଦ୍ୟ ଏବଂ ଅଧିକ ରାଗ ଥିବା ଖାଇବା ଦ୍ୱାରା ମୁହଁରେ ବ୍ରଣ ଅଧିକ ହେଇଥାଏ । ଯଦି ଆମେ ଦିନରେ ତିନି ରୁ ଚାରି ଲିଟର ପାଣି ପିଇବା ତେବେ ଆମର ବ୍ରଣ ହବ ବହୁତ୍ କମିଯିବ । ଏହାଛଡା ଯଦି ମୁଁହରେ ବରଫ ଘଷିବେ ତେବେ ମଧ୍ୟ ଵ୍ରଣରୁ ମୁକ୍ତି ମିଳିବ ଆପଣ ଜାଣି ପାରିବେ ।

ଘରୋଇ ଉପଚାର :

୧) ମହୁ ସହିତ ଚିନି ଏବଂ ତେଲ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ ଓ ଏହାକୁ ସିଧା ମୁହଁରେ ୧୦/୧୨ ଦିନ ଯାଏଁ ଲଗାନ୍ତୁ ଦେଖିବେ ବ୍ରଣ ସମ୍ପୂର୍ଣ୍ଣ ଦୂରେଇଯିବ ।

୨) ମୁଁହରେ ଗରମ ବାମ୍ଫ ନେଇ କିଛି ସମୟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ ଦେଖିବେ ଏମିତି କିଛି ଦିନ କଲ ପରେ ଆପଣକଂ ବ୍ରଣ ବହୁ ମାତ୍ରାରେ କମିଯିବ ।

୩) ଯଦି ଆମେ ଅଣ୍ଡା ର ଧଳା ଅଂଶ କୁ ବହୁତ୍ ଭଲଭାବରେ ଫେଣ୍ଟିକି ମୁଁହରେ ଲଗାଇ ୧୦/୧୫ ମିନିଟ ଯାଏ ରଖିବା ପରେ ଭଲସେ ମୁହଁକୁ ଧୋଇଦିଅନ୍ତୁ । ଏମିତି କିଛି ଥର କରିବା ପରେ ବ୍ରଣ ସମସ୍ୟାରୁ ଆପଣ ନିଶ୍ଚୟ ମୁକ୍ତି ମିଳିବ ।

ପୋଷ୍ଟ ଭଲ ଲାଗିଲେ ସେୟାର ଲାଇକ କରି ନିଜ ସାଙ୍ଗ ମାନକୁ ଜଣାଇ ସେମାନଙ୍କ ସମସ୍ୟା ଦୂର କରନ୍ତୁ

Leave a Reply

Your email address will not be published. Required fields are marked *