କେବଳ ସାତ ଦିନ ଯାଏ ରାତିରେ ଖାଆନ୍ତୁ ୨ଟି କାଜୁ , ତାପରେ ଯାହା ହବ ଆପଣ ଭାବି ନଥିବେ ମଧ୍ୟ – ଜଲ୍ଦି ଜାଣି ରଖନ୍ତୁ

କେବଳ ସାତ ଦିନ ଯାଏ ରାତିରେ ଖାଆନ୍ତୁ ୨ଟି କାଜୁ , ତାପରେ ଯାହା ହବ ଆପଣ ଭାବି ନଥିବେ

ଯେମିତି କି ଆମେ ସମସ୍ତେ ଜାଣିଛେ କି କାଜୁ ମିଠା ଓ ତରକାରୀକୁ ସ୍ୱାଦିଷ୍ଟ ବନାଇବା ପାଇଁ କାଜୁ ର ଉପଯୋଗ କରାଯାଏ ।କାଜୁର ତିଆରି ବର୍ଫୀ ବହୁତ ଲୋକ ପସନ୍ଦ କରିଥାନ୍ତି । ସ୍ୱାଦ ସହ ସୁଖିଲା ଖାଇବା ଦ୍ୱାରା ସ୍ୱାସ୍ଥ ଭଲ ରହିଥାଏ । ସେମିତି ଆମେ କହୁଛୁ କି କାଜୁ ଦେହ ପାଇଁ ବହୁତ ଫାଇଦା ଦେଇଥାଏ । ଓ ସେଥିରୁ ଆମେ ବହୁ ଭିଟାମିନ୍ ଓ ପୋଷକ ତତ୍ୱ ପାଇଥାଉ । ଯେତେବେଳେ କାଜୁ କୁ କମ୍ ମାତ୍ରାରେ ଖିଆ ଯାଇଥାଏ ସେତେବେଳେ ହୃଦୟରୋଗ ଭଳି ରୋଗରୁ ସୁଧାର ଆସିଥାଏ । ଓ ହାର୍ଟ୍ ଆଟାକ୍ ଭଳି ରୋଗକୁ ଭଲ କରିଥାଏ ।

ଏହାକୁ ଖାଇଲେ କିଛି ଅସୁବିଧା ହୋଇ ନଥାଏ । କିନ୍ତୁ ଅଧିକା ଖାଇବା ଦ୍ୱାରା ଖରାପ ପ୍ରଭାବ ପକେଇଥାଏ । ଯଦି ଆପଣଙ୍କ ମୁଡ୍ ଖରାପ ଅଛି ତେବେ କାଜୁ ୨-୩ ଟି ଖାଇଲେ ମୁଡ୍ ଭଲ ହୋଇଥାଏ । ଓ ଆରାମ ମିଳିଥାଏ ।

ଆସନ୍ତୁ ଜାଣିବା କାଜୁର ଫାଇଦା :

କାଜୁ କୁ ଏନର୍ଜୀର ସ୍ରୋତ ମାନିଥାନ୍ତି । ଓ ଏହାର ସେବନରେ ଶରୀରରେ ଏନର୍ଜୀ ରହିଥାଏ । ଯଦି ଆପଣ ସବୁଦିନ ରାତିରେ ୨-୩ ଟି କାଜୁ ଖାଇବେ ତେବେ ଆପଣଙ୍କ ଶରୀରରେ ଉର୍ଜାର କମି ଆସିବ ନାହିଁ । କାଜୁରେ ଭିଟାମିନ୍ ଇ ଥାଏ । ଓ ଏହା ମଧ୍ୟରେ ଆଉ ଏକ ଶକ୍ତିଶାଳୀ ଆଣ୍ତି ଅକ୍ସିଡେଣ୍ତ ଥାଏ ଯାହା କି ଆମ ଶରୀରକୁ ସୁସ୍ଥ ରଖିବା ପାଇଁ ସାହାର୍ଯ୍ୟ କରିଥାଏ। ଏହିଥିରେ ଭିଟାମିନ୍ ଇ , କେବି ୬ ,ତମ୍ବା, ଫସ୍ ଫରସ୍ , ଆଇରନ୍ , ଜିଙ୍କ୍ , ଓ ସେଲିନିୟମ୍ ଯେପରି ଖଣିଜ ବି ମହଜୁତ୍ ଅଛି ।  ଯାହାକି ବଡି କୁ ସୁସ୍ଥ ରଖିଥାନ୍ତି ।

Leave a Reply

Your email address will not be published. Required fields are marked *