ଟ୍ରେନ ଲାଇନରେ ହଠାତ ଖସିଗଲା ଗୋଡ, ଆଉ ତା ପରେ ଯାହା ହେଲା.. ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଅନେକ ସମୟରେ ମଣିଷ ଏତେ ଅବହେଳା କରିଥାଏ ଯେ ନିଜର ଜୀବନ ବଞ୍ଚିବାକୁ ବା ଯତ୍ନ ନେବାକୁ ଭୁଲି ଯାଇଥାଏ । ସୋସିଆଲ ମିଡିଆରେ ଏବେ ଏମିତି ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ନେଇ କେବେ ଚର୍ଚ୍ଚା ଜୋର ଧରୁଛି ତ ଆଉ କେବେ ଲୋକେ ଏହାକୁ ଦେଖି ସ୍ତବ୍ଧ ହୋଇ ଯାଉଛନ୍ତି ଆଉ କହୁଛନ୍ତି ସତରେ ଆଜିର ଦୁନିଆରେ ମଣିଷ ନିଜ ଜୀବନ ପ୍ରତି ଟିକେ ହେଲେ ବି ଯତ୍ନବାନ ହେଉ ନାହି । ଟ୍ରେନ ଲାଇନ ପାର ହେଉଥିଲେ ଆଉ ଠିକ ସେହି ସମୟରେ ଟ୍ରେନ ଆସିଗଲା । ଅଳ୍ପକେ ବର୍ତ୍ତିଗଲା ଜୀବନ ।

ସୋସିଆଲ ମିଡିଆରେ ଭାଇରାଲ ହେଲା ଏଭଳି ଏକ ଅଭାବନୀୟ ଘଟଣାର ଭିଡିଓ । ସୂଚନା ଅନୁଯାୟୀ ଟ୍ରେନ ଲାଇନ ପର ହେଉଥିବା ବେଳେ ହଠାତ କ୍ଷିପ୍ର ଗତି ରେ ମାଡି ଆସିଲା ଟ୍ରେନ । ଏତେ ଜୋର ରେ ଟ୍ରେନ ଆସିଲା ଯେ ଯିଏ ଟ୍ରେନ ଲାଇନ ପାର ହୋଇ ଯାଉଥିଲେ ଷ୍ଟେସନ ଉପରକୁ ଚଢିବା ସମ୍ଭବ ବି ହେଲା ନାହି । କିନ୍ତୁ ଉପସ୍ଥିତ ବୁଦ୍ଧି ଖଟାଇବାରୁ ବଞ୍ଚିଗଲା ଜୀବନ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଉ ଏହି ଭିଡିଓ ରେ ଦେଖିବାକୁ ମିଳିଛି କେମିତି ଚାହୁଁ ଚାହୁଁ ଜଣଙ୍କ ଜୀବନ ବଞ୍ଚି ଯାଉଛି ତାହା ପୁଣି କ୍ଷିପ୍ର ଗତିରେ ମାଡି ଆସୁଥିବା ଟ୍ରେନ ଆଗରୁ ।

ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜେଣ ଯାତ୍ରୀ ରେଳ ଟ୍ରାକ ରେ ପଡି ଯାଉଛନ୍ତି ଏହି ଅବସ୍ଥାରେ କ୍ଷିପ୍ର ଗତି ରେ ମାଡି ଆସୁଥିବା ଟ୍ରେନ ଟି ଖୁବ ଜୋର ରେ ତାଙ୍କ ଉପରେ ଚଢି ଚାଲି ଯାଉଛି । ବ୍ୟକ୍ତି ଜଣକ ଏଭଳି କାଏଦା ରେ ରହିଗଲେ ଯେ ଲୋକେ ତାଙ୍କର ଜୀବନ ରକ୍ଷା ହୋଇଗଲା । ଟ୍ରେନ ଚାଲିଯିବା ପରେ ବ୍ୟକ୍ତି ଜଣକ ରେଳ ଟ୍ରାକ ଉପରକୁ ଉଠିବା ସହ ଜନ ସାଧାରଣ ଙ୍କୁ ଧନ୍ୟବାଦ ଜଣାଉ ଥିବା ଦେଖା ଯାଉଛି । ସୂଚନା ଅନୁଯାୟୀ ୩୩ ବର୍ଷୀୟ ରେଳ ଯାତ୍ରୀ ଧୃବା ସିଂ ଙ୍କ ପାଦ ରେଳ ଷ୍ଟେସନ ରେ ହଠାତ ଖସି ଯାଇଥିଲା ।

ଏହି କାରଣରୁ ସେ ରେଳ ଟ୍ରାକ ତଳକୁ ଖସି ପଡିଥିଲେ । ଠିକ ସେହି ସମୟରେ ଟ୍ରେନ ଟି ଚାଲି ଆସିଥିଲା କିନ୍ତୁ ତାଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଟ୍ରେନ ଚାଲିଯିବା ଅପରେ ସେ ରକ୍ଷା ପାଇଗଲେ । ଏହି ଭିଡିଓ ଖୁବ ଚକିତ କରି ଦେଲା ଭଳି ହୋଇଛି । ସୋସିଆଲ ମିଡିଆରେ ଏହି ଭିଡିଓ ରେ ଗୋଟେ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲିବାରେ ଲାଗିଛି ।

ଆପଣମାନେ ବି ଏହି ଭିଡିଓ ରେ ଦେଖି ପାରିବେ ଯାତ୍ରୀ ଜଣକ କେମିତି ନିଜ ଜୀବନ ରକ୍ଷା କରିବାକୁ ଯାଇ ଟ୍ରାକ ସନ୍ଧି ରେ ନିଜକୁ କାଭର କରୁଛନ୍ତି ସତରେ ଏହି ଦୃଶ୍ୟ ଛାତିଥରା ଅଟେ ଯାହାକୁ ଯିଏ ଦେଖୁଛି ସ୍ତବ୍ଧ ହୋଇ ଯାଉଛି । ବନ୍ଧୁଗଣ ଆପଣ ମାନଙ୍କର ଏହି ଭାଇରାଲ ଭିଡିଓ କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *