ଯାଦୁ, କାଛୁ, କୁଣ୍ଡିଆକୁ ସବୁଦିନ ପାଇଁ ଶେଷ କରିବା ପାଇଁ ୫ଟି ସରଳ ଉପାୟ

ଆଜି ଆମେ ଜାଣିବା ଚର୍ମରେ ଯେଉଁ ବିଭିନ ରୋଗ ଅଛି ତାର ସରଳ ଉପାୟ ବିଷୟରେ ଯେମିତିକି କାଛୁ କୁଣ୍ଡିଆ ଓ ଦାଗ । ଚର୍ମ ରୋଗର ହେବା ବହୁତ କିଛି କାରଣ ରହିଛି ଯେମିତିକି ପରିଷ୍କାର ପରିଛନ ନହେଲେ ଓ ରକ୍ତ ସଫା ନ ରହିଲେ । ଯେଉଁ ମାନଙ୍କୁ କୁଣ୍ଡେଇ ହେଉଛି ସେମାନଙ୍କୁ ଲୁଣ, ମିଠା କମ କରିଦେବ ଉଚିତ । କୁଣ୍ଡେଇ ହେବ ପାଇଁ ତିନୋଟି ଜିନିଷ ପ୍ରକୃତିରୁ ମିଳିଥାଏ ଯେମିତିକି ଲିମ୍ବ, ଆଲୋଭେରା, ଗିଲୋୟ ଏହା ରକ୍ତକୁ ସଫା କରିଥାନ୍ତି ।

କେତେବି ଭୟଙ୍କର କୁଣ୍ଡାଇ ହେଉଥିଲେ ଆଲୋଭେରା ଲଗେଇ ଦିଅନ୍ତୁ ଅତିଶୀଘ୍ର ଭଲ ହୋଇଥାଏ କେବେବି ଜୀବନରେ ଆଉ କୁଣ୍ଡେଇ ହେବନି ଓ ବ୍ରଣ ବି ଭଲ କରିଥାଏ ।

Image Courtesy: Google

ଆଉ ଯିଏ ଆଲୋଭେରା ଖାଇଥାଏ ଓ ଲଗେଇଥାଏ ତାର ଚର୍ମ ଛୋଟ ପିଲାଭଳି ଦେଖାଯାଏ । ସବୁବେଳେ ଆଲୋଭେରା ଜୁଷ ପିଅନ୍ତୁ ଓ ଚେହେରାରେ ଲଗାନ୍ତୁ ବହୁତ ଫଳପ୍ରଦ ହୋଇଥାଏ । ଯଦି ଆପଣ ଲିମ୍ବ, ଆଲୋଭେରା, ଓ ଗିଲୋୟର ସେବନ କରନ୍ତି ଓ ଆଲୋଭେରକୁ ଶରୀରରେ ଲାଗନ୍ତି କେବେବି ଚର୍ମ ରୋଗ ହେବନି । ଯଦି ଅଧିକ କୁଣ୍ଡେଇ ହେଉଛି ତ ଆପଣ ପତଞ୍ଜଳିର  କାୟକଳ୍ପ ତେଲର ବ୍ୟବହାର କରନ୍ତୁ କୁଣ୍ଡାଇ ହେବ ଜାଗାରେ ଏହା ସହେ ପ୍ରତିଶତ ଅସଲି ଅଟେ ଓ ତାର ଗୋଲି। ଏହି ଗୋଳିରେ ସବୁ ଜଡିବୁଟିର ମିଶ୍ରଣ ରହିଛି ।

Image Courtesy: Google

ଏହି ଗୋଲିକୁ ଖାନ୍ତୁ ଦାଗ, କାଛୁ, କୁଣ୍ଡିଆ ଦୂର ହେବ । ଯଦି ଲିମ୍ବ, ଆଲୋଭେରା ଓ ଗିଲୋୟ ମିଳୁନି ତେବେ ଲିମ୍ବ ଓ ଗିଲୋୟର ଗୋଟେ ଗୋଟେ ଗୋଲି ଖାନ୍ତୁ କୁଣ୍ଡେଇ କେବେବି ହେବନି । କେତେବି ଭୟଙ୍କର ଚର୍ମ ରୋଗ ହେଲେ ମଧ୍ୟ ଏହାକୁ ବ୍ୟବହାର କରିବା ଦ୍ଵାରା ଠିକ ହୋଇଥାଏ । କାୟକଳ୍ପ ତେଲ ବ୍ୟବହାର କରନ୍ତୁ ଓ ଏହା ସହିତ ପ୍ରାଣାୟମ ମଧ୍ୟ କରନ୍ତୁ । ସାବୁନ ଲଗେଇବେ ନହିଁ ପତାଞ୍ଜଳିର ମୂଳତାନି ମିଟି, ଲିମ୍ବର ସାବୁନ ବ୍ୟବହାର କରନ୍ତୁ ଓ ଏହା ସହିତ ଦେହକୁ ସଫା ସୁତୁରା ରଖନ୍ତୁ ।

Image Courtesy: Google

ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *