ବର୍ଷେ ହେଲାଣି Prakrutiଙ୍କ ସହ ଅଲଗା ଘର ନେଇ ରହୁଛନ୍ତି Babushan, ତୃପ୍ତିଙ୍କ ମାଉସୀ କଲେ ବଡ ଖୁଲାସା… ଦେଖନ୍ତୁ Video

ପ୍ରକୃତି ଓ ବାବୁଶାନଙ୍କ ଘଟଣାକୁ ନେଇ ତୃପ୍ତିଙ୍କ ମାଉସୀ କଲେ ବଡ ଖୁଲାସା । ତୃପ୍ତିଙ୍କ ମାଉସୀ କହିଛନ୍ତି କି ବର୍ଷେ ହେଲାଣି ବାବୁଶାନ ଘରକୁ ଆସୁ ନାହାନ୍ତି । ସେ ପ୍ରକୃତି ଶ ଗହର ଭଡା ନେଇ ଅ;ଆଗ ରହୁଛନ୍ତି । ନିଜର ଦେଢ ବର୍ଷର ଛୁଆକୁ ବି ସେ ପଚାରୁନି । ସବୁ ବେଳେ ବଡ ନିଶାରେ ରହୁଛି । ବିନା ମଦ ରେ ସେ କାମ କରି ପାରୁନି । ଏହି ଘଟଣା ଆଜିର ନୁହେଁ ବରଂ 2 ବର୍ଷ ତଳର । ମାଉସୀ ଆହୁରି ଅଭିଯୋଗ କରି ଛନ୍ତି କି ପ୍ରକୃତି ବାବୁଶାନଙ୍କୁ ଦ୍ର୍ଗସ ଦେଇ ଓ ମଦ ନିଶାରେ ତାର ମୁଣ୍ଡ ଖରପା କରି ସରିଲାଣି ।

ତେବେ ଯେବେ ତୃପ୍ତି ଏସବୁ କୁ ନେଇ ସନ୍ଦେହ କରିଥିଲେ ସେ ଭାବିଥିଲେ କି ଯେହେତୁ ସେ ଭଲ ପାଇଁ ବାହା ହୋଇଛନ୍ତି ସେ କାହାକୁ କିଛି ନ କହି ନିଜେ ଏସବୁ କୁ ସମାଧାନ ଅକରିବେ । କିନ୍ତୁ ଯେତେବେଳେ ସେ ନିଜେ ସମଧାନ କରି ଅପରିଲେଣି ସେ ନିଜ ଘର ଲୋକଙ୍କୁ ଏ ବିଷୟରେ ଜଣାଇଥିଲେ ।

ଏହା ପରେ ତାଙ୍କ ଘର ଲୋକ ବାବୁଶାନଙ୍କ ବାପା ମା ଙ୍କ ସହ କଥା ହୋଇଥିଲେ । ଏମିତି କି ସେମାନେ ପ୍ରକୃତି ଙ୍କ ବାପା ଙ୍କ ସହ ମଧ୍ୟ କଥା ହୋଇଥିଲେ । ତେବେ ତୃପ୍ତିଙ୍କ ମାଉସୀ ଆହୁରି ମଦଜ୍ୟା କହିଛନ୍ତି କି ନିଜେ ବାବୁଷାନ ତୃପ୍ତିଙ୍କୁ କଲ କରି କହିଥିଲେ ମୁଁ ପ୍ରକୃତି ମିଶ୍ର ପାଖରେ ରହୁଛି । ବର୍ଷେ ହେବ ସେ ଘରକୁ ମଧ୍ୟ ଆସୁ ନାହନ୍ତି । ସେ କେବଳ ନିଜର କିଛି ଜିନିଷ ଦରକାର ହେଲେ ନେବାକୁ ଆସୁଛନ୍ତି ।

ଯେବେବି ଆସୁଛନ୍ତି ମଦ ନିଶାରେ ଟୁଲ ରହୁଛନ୍ତି ଓ ସକାଳୁ ଉଠି ମଦ ନ ପିଳେ ସେ କାମ କରି ପାରୁ ନାହାନ୍ତି । ଏମିତି କି ତାଙ୍କର ଲିଭର ମଧ୍ୟ ଡ୍ୟାମେଜ ହୋଇ ସରିଲାଣି ବୋଲି କହିଛନ୍ତି ମାଉସୀ । ଆହୁରି ମଧ୍ୟ କହିଛନ୍ତି କି ପ୍ରକୃତିଙ୍କ ବାପ ଏ ସବୁ ବିଷୟରେ ମଧ୍ୟ ଜାଣି ଛନ୍ତି । ଯେବେ ତାଙ୍କୁ ଆମେ କହିଲୁ ସେ କହିଲେ କି ପ୍ରକୃତି ଆଉ ବାବୁଶାନ ଆମ ଅକ୍ତିଆରରେ ଆଉ ନାହାନ୍ତି । ଆପଣ ଯଦି ଚାହୁଁଛନ୍ତି ତେବେ ତୃପ୍ତିକୁ କୁହନ୍ତି ସେ ଦୁଇ ଜଣଙ୍କ ନାମରେ ଏଫଆଇଆର କରି ଦେଉ ।

କିନ୍ତୁ ସାସୁ ଶଶୁର ଓ ସ୍ଵାମୀର ମାନ ସମ୍ମାନକୁ ଜଗି ସେ ଏ ପର୍ଯ୍ୟନ୍ତ ଏଫଆଇଆର ଲଜ କରି ନଥିଲେ । କିନ୍ତୁ ଯେତେବେଳେ କଥା ଅଧିକ ଆଗକୁ ଗଲା ତ ତୃପ୍ତି ଆଜି ନିଜର ସବୁ ଧାର୍ଯ୍ୟ ହରେଈ ବିଛ ରାସ୍ତାରେ ବାବୁଶାନକୁ ହାତ ଉଠେଇ ଛନ୍ତି ।

Leave a Reply

Your email address will not be published. Required fields are marked *