Truptiଙ୍କ ସହ Exclusive Interview, ବାବୁଶାନଙ୍କୁ ନେଇ କଣ ସବୁ କହୁଛନ୍ତି ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ… ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଜି ସକାଳୁ ରାସ୍ତା ମଝିରେ ହାଇ ଡ୍ରାମା କ୍ରିଏଟ ହୋଇଛି ଓଲିଉଡ ଷ୍ଟାର ବାବୁସାନ ମହାନ୍ତି ଓ ତାଙ୍କ ସ୍ତ୍ରୀ ତୃପ୍ତି ମଧ୍ୟରେ ଯାହାର କାରଣ ହେଉଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ତେବେ ବାବୁସାନ ଓ ପ୍ରକୃତିଙ୍କ ସଂପର୍କକୁ ନେଇ ବଡ ଖୁଲାସା କରିଛନ୍ତି ସ୍ତ୍ରୀ ତୃପ୍ତି । ତୃପ୍ତି କହିଛନ୍ତି ଯେ ମେ ୨୦୨୦ରୁ ଦୁହିଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା । ଯାହାର ବିଷୟରେ ସେ ଜାଣିପାରିଥିଲେ । ଏହା ପରେ ବାବୁସାନଙ୍କ ୱ୍ହାଟସପକୁ ଟ୍ରାକ କରିଥିଲେ ସ୍ତ୍ରୀ ତୃପ୍ତି । ଏହା ପରେ ସେ ଜାଣିବାକୁ ପାଇଲେ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ସମ୍ପର୍କ ରହିଛି ।

ଯାହା ବିଷୟରେ ଜାଣିବା ପରେ ସେ ନିଜ ସ୍ବାମୀଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ବାବୁସାନ କିଛି ବୁଝି ନ ଥିଲେ । ପ୍ରକୃତି ହାତ କାଟି ଦେବି, ଛାତରୁ ଡେଇଁ ପଡିବି ବୋଲି ବାବୁସାନଙ୍କୁ କହି ଧମକାଉଥିଲେ । ଦୀର୍ଘ ୩ ବର୍ଷ ହେବ ବାବୁସାନ ଓ ପ୍ରକୃତିଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଛି ବୋଲି ତୃପ୍ତି କହିଛନ୍ତି ।

ବାବୁସାନ ସବୁବେଳେ ନିଶାରେ ଚୁର ରହିବା ସହ ତାଙ୍କ ସହ ଝଗଡ କରୁଥିଲେ ଯାହାର ବିରୋଧ କରିଥିଲେ ମା ଅପରାଜିତା । କିନ୍ତୁ ବାବୁସାନ କାହାରି କଥା ଶୁଣୁ ନ ଥିଲେ । ସେହି ସମୟରେ ତୃପ୍ତି ପ୍ରେଗନେଣ୍ଟ ଥିଲେ ସେଥିପାଇଁ ସେ ବାବୁସାନଙ୍କ ସହ ବେସୀ ଝଗଡା କରନ୍ତି ନାହି । ଆହୁରି ମଧ୍ୟ ତୃପ୍ତି କହିଛନ୍ତି କି ବାବୁସାନ ରାତି ଅଧ ଯାଏଁ ଅନ ଲାଇନ ରହୁଥିଲେ ତାହା ପୁଣି ପ୍ରକୃତିଙ୍କ ସହ ।

ବାବୁସାନ ପ୍ରକୃତିଙ୍କୁ ଭଲ ପାଉଥିଲେ ଆଉ ଲଭ ଲେଟର ମଧ୍ୟ ପୋଷ୍ଟ କରିଥିଲେ ଯାହା ବିଷୟରେ ନିଜେ ତୃପ୍ତି ଲ୍ୟାପଟପରେ ଦେଖିଥିଲେ । ଏହା ବିଷୟରେ ପଚାରିବାରୁ ବାବୁସାନ କହିଥିଲେ ଏକା ଫିଲ୍ମର ଗୋଟେ ସ୍କ୍ରିପ୍ଟ । ଏହି ବାବଦରେ ତୃପ୍ତି ପ୍ରକୃତିଙ୍କୁ ବୁଝାଇଥିଲେ ଆଉ ପ୍ରକୃତି ମାନି ଯାଇଥିଲେ । କାରଣ ପ୍ରକୃତିଙ୍କର ଜଣେ ପ୍ରେମିକ ଅଛନ୍ତି ଯାହା ବିଷୟରେ ବାବୁସାନ ଜାଣିଥିଲେ ।

ତୃପ୍ତି କହିଥିଲେ ବାବୁସାନଙ୍କୁ ଛାଡିବା ପାଇଁ ଆଉ ନିଜ ରାସ୍ତା ନିଜେ ଦେଖିବା ପାଇଁ କିନ୍ତୁ ହଁ କରି ପରେ ପ୍ରକୃତି ନିଜ କଥାରୁ ଓହରି ଯାଇଥିଲେ । ବାବୁସାନଙ୍କୁ ମଧ୍ୟ ତୃପ୍ତି କହିଥିଲେ ଯଦି କଣ ସମସ୍ଯା ଅଛି ତେବେ ମୋତେ କୁହ ମୁଁ ତୁମ ସହ ଅଛି ସେ ପ୍ରକୃତି ମିଶ୍ର ତୁମର କିଛି ପଡ଼ିପାରିବ ନାହି କିନ୍ତୁ ବାବୁସାନ ପ୍ରକୃତିଙ୍କ ପ୍ରେମରେ ଏତେ ପାଗଳ ଥିଲେ କି ନା ସ୍ତ୍ରୀ, ବାପା,ମାଙ୍କ କଥା ଶୁଣୁଥିଲେ ।

କେଜାଣି ପ୍ରକୃତି ତାଙ୍କ ଉପରେ କେଉଁ ଯାଦୁ କରି ରଖିଛି ଯାହା ପାଇଁ ବାବୁସାନ ତାଙ୍କୁ ଛାଡ଼ିପାରିବେ ନାହି ବୋଲି ସ୍ତ୍ରୀ ତୃପ୍ତିଙ୍କୁ କହିଥିଲେ । ଅନେକ ଥର ତୃପ୍ତି ବାବୁସାନଙ୍କୁ ଚାନ୍ସ ଦେଇଛନ୍ତି ଏ ସବୁ ବନ୍ଦ କରିବା ପାଇଁ କିନ୍ତୁ କିଛି ଲାଭ ହେଲା ନାହି । ପୂର୍ବରୁ ମଧ୍ୟ ତୃପ୍ତି ଦୁହିଙ୍କୁ ରେଡ ହ୍ୟାଣ୍ଡେଡ ଧରିଥିଲେ ଆଉ ଏ ସବୁ ବନ୍ଦ କରିବାକୁ କହିଥିଲେ । ତେବେ ତଦନ୍ତ ହେବା ପରେ ଜଣାପଡିବ କେଉଁ କାରଣ ପାଇଁ ପ୍ରକୃତି ବାବୁସାନଙ୍କୁ ବ୍ଳାକମେଲ କରୁଥିଲେ ବୋଲି ତୃପ୍ତି କହିଛନ୍ତି । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *