ଦେଖନ୍ତୁ Video : ସୋସିଆଲ ମିଡିଆରେ ଦଶମ ଶ୍ରେଣୀ ପିଲା ମାନଙ୍କ କଥା କୁ ନେଇ police Station ରେ Fir, କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ, ବର୍ତ୍ତମାନ ସୋ-ସି-ଆ-ଲ ମି-ଡି-ଆ ରେ ଗୋଟିଏ ଭି-ଡି-ଓ ବର୍ତ୍ତମାନ ବହୁଳ ଭାବରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ନିକଟରେ ମାଟ୍ରିକ ପରୀକ୍ଷା କୁ ନେଇ ଛାତ୍ର ଛାତ୍ରୀ ମାନେ ବହୁତ ଡ୍ରାମା କରିଥିଲେ । ମାତ୍ର ଏ ସବୁ ସବୁଥିରେ ଗୋଟିଏ ଛାତ୍ରୀ ଟ୍ରୋଲ ହୋଇଥିଲେ ।

“ପ୍ରାଇଭେର୍ଟ ସ୍କୁଲ ର ପିଲା ଆମେ ଆମର କଣ କିଛି ଭାଲ୍ୟୁ ନାହିଁ । ଆମ ପରିଶ୍ରମ ର ମୂଲ୍ୟ କଣ ଏଇଆ । ସରକାରୀ ବିଦ୍ୟାଳୟ ର ଛୁଆ ଅଣ୍ଡା ଛତୁ ଖାଇ ୯୦ ପ୍ରତିଶତ ରଖିବେ ମାତ୍ର ଆମ୍ଭେ ପ୍ରାଇଭେଟ ସ୍କୁଲ ରେ ପାଠ ପଢି ଲକ୍ଷାଧିକ ଟଙ୍କା ବାପା ମା ଖରଚ କରି ଆମେ ମାତ୍ର ୭୦ ପ୍ରତିଶତ ପାଇବା” । ଏଭଳି କିଛି ଅ-ଭି-ଯୋ-ଗ କରି ବିଦ୍ୟାଳୟ ପରିସରରେ ହଙ୍ଗାମା କରିଥିଲେ ଛାତ୍ରୀ ଜଣକ । ଅନ୍ୟ ପାଟରେ ଜଣେ ଛାତ୍ରୀ କହିଥିଲେ, “ଆମେ ଯଦି ପରୀକ୍ଷା ଦବୁ ତେବେ ସରକାରୀ ବିଦ୍ୟାଳୟର ପିଲା ମଧ୍ୟ ପରୀକ୍ଷା ଦେବେ ” ।

ଏହା ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚାର ବିଷୟ ପାଲଟି ଗଲା । ଏହି ଛାତ୍ରୀ ଜଣକ ବହୁତ ଭା-ଇ-ରା-ଲ ତଥା ଟ୍ରୋଲ ହେଲେ । ସେହିଭଳି ଜଣେ ଯୁବକ ସେହି ଝିଅ ଟିର ଭି-ଡି-ଓ କୁ ଅପଲୋଡ କରିଥିଲେ । ମାତ୍ର ହଟାତ ଦିନେ ରାତି ରେ ତାଙ୍କ ପାଖ କୁ ଗୋଟିଏ ଅଜଣା ଫୋନ କଲ ଆସେ । ଯୁବକ ଜଣକ ଫୋନ କଲ ଟିକୁ ରିସିଭ କରନ୍ତି । ଯୁବକଙ୍କ ଫୋନରେ ସେ ଏଭଳି ସିଷ୍ଟମ କରିଥିଲେ ଯେ ଫୋନ କଲ ଆସିବା ମାତ୍ର କଥା ହେଲେ ତାହା ରେକର୍ଡ ହୋଇଯିବ ।

ତେବେ ଯୁବକ ଜଣକ ଫୋନକଲ କୁ ରିସିଭ କରି ହାଲୋ କହି କଥାବାର୍ତ୍ତା ଆରମ୍ଭ କରନ୍ତି । ସେହି ଫୋନ କଲ ଟି ଟ୍ରୋଲ ହୋଇଥିବା ଛାତ୍ରୀ ଜଣକ ଙ୍କ ବାପା ଙ୍କର ଥିଲା । ସେ କହିଲେ, ତୁମେ ବୁଟନ କହୁଥିଲ ? ଯୁବକ କହିଲେ ହଁ ହଁ କଣ ହେଲା ଆଜ୍ଞା ଆପଣ କିଏ କହୁଥିଲେ ? ଛାତ୍ରୀ ଜଣକ ଙ୍କ ବାପା କୁହନ୍ତି ମୁଁ ଯିଏ କୁହେ ତମେ ସେ ଭି-ଡି-ଓ କାହିଁକି ଅପଲୋଡ କରିଲ କୁହ । ଯୁବକ ବୁଟନ କୁହନ୍ତି କେଉଁ ଭି-ଡି-ଓ ?

ବାପା କୁହନ୍ତି ମାଟ୍ରିକ ଭି-ଡି-ଓ କଣ ପାଇଁ ତୁ ଅପଲୋଡ କରିଛୁ ? ବୁଟନ କହିଲେ ସମସ୍ତେ କରିଲେ ମୁଁ ମଧ୍ୟ କରିଲି କଣ ହେଲା ସେଇଠୁ ? ବାପା କହିଲେ ସେ ଭି-ଡି-ଓ କୁ ଡିଲେଟ କର । ମାତ୍ର ବୁଟନ ମନା କରିଦେଇଥିଲେ ।

ଏହାପରେ ଛାତ୍ରଟିର ବାପା ଧମକ ଦେଇ କହିଥିଲେ ରହ ତୋ ନା ରେ ପୋ-ଲି-ସ କମ୍ପ୍ଲେନ ଦଉଛି । ଏହାପରେ ମୁଁ ବୁଟନ କହିଥିଲେ ମୁଁ ସରକାରୀ ସ୍କୁଲ ର ପିଲା ପା ସେଇଠି ପାଠ ପଢି ଆଜି ମୁଁ ବଡ ହେଇଛି ମୁଁ ଦରିବି କାହିଁକି ?

ଯାହା କରିବା କଥା କର ମୁଁ ଭି-ଡି-ଓ ଡିଲେଟ କରିବି ନାହିଁ । ବନ୍ଧୁଗଣ ଏହି ପ୍ରସଙ୍ଗରେ ଆପଣଙ୍କ ମତାମତ କଣ ? ପ୍ରାଇଭେଟ ଛାତ୍ରୀ ମାନେ ଯେଉଁଭଳି ଭାବେ ସରକାରୀ ବିଦ୍ୟାଳୟର ପିଲାଙ୍କୁ ନିମ୍ନ ଧାଡିରେ ଦେଖୁଛନ୍ତି ତାହା କେତେ ଦୂରେ ଠିକ ? ଆପଣଙ୍କ ମତାମାତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *