ତୁଳସୀ ଗଛ ପୂଜା କଲା ବେଳେ କହିଦିଅ ଏହି ୩ଟି ନାମ, ଯାହା ମାଗିବେ ତାହା ପାଇବେ

ତୁଳସୀ ଗଛ ଆମ ହିନ୍ଦୁ ଧର୍ମ ଅନୁଯାଇ ବହୁତ ପବିତ୍ର ଓ ପୂଜନୀୟ ଗଛ ଅଟେ । ହିନ୍ଦୁ ପରିବାର ରେ ଏହି ଗଛ ସମସ୍ତଙ୍କ ଘରେ ବାସ କରିଥାଏ ଓ ଯାହା ଘରେ ତୁଳସୀ ଗଛ ନଥାଏ ସେହି ଘରେ ନକାରାତ୍ମକ ଶକ୍ତି ବାସ କରିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ କହିବୁ ଯାହା ଚୁପଚାପ ତୁଳସୀ ଗଛ କାନରେ କହିଲେ ଆପଣଙ୍କ ସବୁ କଷ୍ଟ ଦୂର ହୋଇଯିବ ଓ ଆପଣଙ୍କୁ ସୁଖ ସମୃଦ୍ଧି ପ୍ରାପ୍ତ ହବ ।

ପଦ୍ମ ପୂରାଣ ଅନୁସାରେ ଯେଉଁଠି ତୁଳସୀର ଗଛ ଥାଏ, ସେ ତ୍ରିଦେବଙ୍କ ନିବାସ ହୋଇଥାଏ ।  ଆଜି ଆମେ ଗୋଟେ ଖାସ ମନ୍ତ୍ର କହିବାକୁ ଯାଉଛୁ ଯଦି ଏହି ମନ୍ତ୍ରର ଜପ ତୁଳସୀ ପୂଜା କରିବା ସମୟରେ କରୁଚେ, କିଛି ଦିନରେ ଆପଣଙ୍କ ସମସ୍ୟାର ସମାଧାନ ହେବ ।

Image Courtesy: Google

ତୁଳସୀ ପୂଜା କରିବା ଦ୍ଵାରା ମହା ପାତକ ନଷ୍ଟ ହୋଇଯାଏ ଯେଉଁ ଭଳି ସୂର୍ଯ୍ୟ ଆସିଲେ ଅନ୍ଧକାର ନଷ୍ଟ ହୋଇଯାଏ । ଯଦି ଆପଣଙ୍କ ଘରେ ଗ୍ରହର ପ୍ରଭାବ ରହିଥାଏ, ଘରେ ସବୁବେଳେ ଗରିବୀ ରହିଥାଏ, ପଇସା ଆସୁଛି କିନ୍ତୁ ରହୁନି, ଜୀବନରେ କିଛି ନା କିଛି  ସମସ୍ୟା ରହୁଛି ।

ତେବେ ମନ୍ତ୍ର ଏହି ପ୍ରକାର ଅଟେ –

ମହାପ୍ରସାଦ ଜନନୀ ସର୍ବ ସୌଭାଗ୍ୟବର୍ଧିନ, ଆଧି ବ୍ୟାଧି ହରା ନିତ୍ୟଙ୍ଗ ତୁଳସୀ ତ୍ତ୍ୱାଙ୍ଗ ନମୋସ୍ତୁତେ ॥

Image Courtesy: Google

ତୁଳସୀ ଗଛ ଏମିତି ଗୋଟେ ଗଛ ଯାହା ସମସ୍ତଙ୍କ ଘରେ ରହିଥାଏ ଓ ହିନ୍ଦୁ ଧର୍ମ ଅନୁଯାଇ ତୁଳସୀ ପୂଜା ଅତ୍ୟନ୍ତ ଆବଶ୍ୟକ ଅଟେ ଏହା ଦ୍ଵାରା ମାତା ଲକ୍ଷ୍ମୀଙ୍କର ଘରେ ବାସ ହୋଇଥାଏ ଓ ନାରାୟଣଙ୍କ କୃପା ଆପଣଙ୍କ ଉପରେ ସବୁବେଳେ ବାସ କରିଥାଏ । ତେବେ ଆପଣଙ୍କୁ ତୁଳସୀ ଗଛ ପାଖରେ କଚଡା ରଖିବା ବହୁତ ଖରାପ ଅଟେ ଏହା ଦ୍ଵାରା ଆପଣଙ୍କ ଘର ସମସ୍ଯା ବଢିଥାଏ ଏବଂ ହଟାତ କୌଣସି ଦୁର୍ଘଟଣା ଶିକାର ମଧ୍ୟ ହୋଇଥାନ୍ତି ।

Image Courtesy: Google

ତୁଳସୀ ଗଛ ପାଖରେ କୌଣସି ପ୍ରକାର କଚଡା ରଖନ୍ତୁ ନାହିଁ । ତୁଳସୀ ଗଛ ପାଖରେ ଚପଲ ରଖିବା ଉଚିତ ନୁହ, କାହିଁକିନା ତୁଳସୀ ଗଛକୁ ଆମେ ପୂଜା କରିଥାଉ । ତୁଳସୀ ଗଛକୁ ବାସ୍ତୁ ଶାସ୍ତ୍ରରେ ବହୁତ ମହତ୍ଵ ଦିଆ ଯାଇଛି ଏହା ଅନୁଯାଇ ବାସ୍ତୁ ଦୋଷ ଦୂର କରିବା ପାଇଁ ତୁଳସୀ ଗଛ ସବୁଠାରୁ ଆବଶ୍ୟକ ଏବଂ ମହତ୍ଵପୂର୍ଣ ଗଛ ଅଟେ, ତୁଳସୀ ଗଛ ବହୁତ ଲାଭକାରୀ ଗୁଣ ସହ ଆପଣଙ୍କ ସବୁ ପ୍ରକାର ଦୋଷ ଦୂର ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *