ଓଡିଆ ସିରିଏଲ Tarini Akhira Tara ସିରିଏଲ ର Actor ତୁଷାର (Saplin) ଙ୍କ Family & Biography

ଆପଣ ଜାଣିଥିବେ କି ଓଲିଉଡ ଭି ବଲିଉଡ ଭଳି ଖୁବ ନାମ କମେଇ ବାରେ ଲାଗିଛି । କାରଣ ଏଥିରେ ମଧ୍ୟ ନୂଆ କଳା କାର ମାନଙ୍କୁ ସବୁ ବେଳେ ପ୍ରୋସ୍ଚାହନ ଦିଆ ଯାଉଛି । ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆପଣ ଯେଉଁ ଅଭିନେତା କିମ୍ବା ଅଭିନେତ୍ରୀ ମାନଙ୍କୁ ଦେଖିବା ପାଇଁ ପାଉଛନ୍ତି ସେମାନେ ଖୁବ ଶୀଘ୍ର ନିଜର ଏତେ ସବୁ ପ୍ରପର୍ଟି କିଭଳି କରୁଛନ୍ତି ।

ଜେଭଳି ଆମର ଅନେକ ଗୁଡିଏ ସିରିୟାଲ ଅଛି ସେହି ଆମ ଅନେକ ଗୁଡିଏ ଚାନେଲ ମଧ୍ୟ ଅଛି । ଯେଉଁ ଭଳି ଓଲିଉଡ ନିଜ କୁ ଆଗେଇ ନେଇ ଚାଲିଛି ସେହୀ ଦିନ ଏବେ ଦୂରରେ ନାଇ ଯେଉଁ ଦିନ ଆମେ ମଧ୍ୟ ଏହି ଇଣ୍ଡଷ୍ଟ୍ରି ରେ ସବୁ ଠାରୁ ଆଗକୁ ଥିବୁ ।

ତେବେ ଆମେ ଆଜି କହିବା ପାଇଁ ଯାଉଛୁ ଶିଶୁ କଳା କାର ରୂପେ ନିଜକୁ ପରଦାରେ ଆଣିଥିବା ଏକ ବାଳକ ଆଜି ହିରୋ ଅଭିନୟ କରୁଛି ତାଙ୍କର ଅଭିନୟ ଲୋକମାନଙ୍କୁ ଖୁବ ପସନ୍ଦ ମଧ୍ୟ ଆସୁଛି । ଦେଖିବା ପାଇଁ ଗଲେ ଆପଣ ଜାଣି ପାରିବେ କି ସେ ଖୁବ କମ ବଯସରୁ ନିଜର ଅଭିନୟ ଆରମ୍ଭ କରିଥିଲେ । ତେବେ ଆମେ ଯାହା ବିଷୟରେ କହିବା ପାଇଁ ଯାଉଛୁ ସେ ହେଉଛନ୍ତି ତୁଷାର ତାଙ୍କୁ ଆପଣ ତାଙ୍କୁ ତାରିଣୀ ଆଖିରେ ତାରା ରେ ଦେଖିଥିବେ ।

ସେ ଏହା ଆଗରୁ ତୋ ପାଇଁ ମୁ ରେ ଅଭିନୟ କରି ଖୁବ ଲୋକ ପ୍ରିୟ ହୋଇ ସାରିଛନ୍ତି । ତେଣୁ ତାଙ୍କୁ ଏବେ ଏହି ସିରିୟାଲ ମିଳିଛି । ତାଙ୍କୁ ମାତ୍ର ୨୩ ବର୍ଷ ବୟଶ ଅଟେ । ଯଦି ଆପଣ ଦେଖୁଛନ୍ତି ତ ଜଣାଇଥିବେ କି ସେ ଏବେ ଏହିଥିରେ ଲିଡ ଚରିତ୍ର ରେ ଅଛନ୍ତି । ଏହା ପରେ ଆସନ୍ତୁ ଜାଣିବା ସେ କାହା ସହ ରୁହନ୍ତି ।

ତାଙ୍କ ଘରେ ତାଙ୍କ ମା ତାଙ୍କ ବାପା ଓ ଏକ ସାନ ଭଉଣୀ ଅଛନ୍ତି । ସେ ଏକ ଏପିଷୋଡ ପାଇଁ ୧୫୦୦୦ ଟଙ୍କା ନିଅନ୍ତି । ତାହେଲେ ଆପଣ ଜ୍ଜାନୀ ପାରିବେ କି ଏହି ଅଭିନେତାନ୍ବ୍କୁ ଲୋକ ମାନେ କିଭଳି ଭାବେ ପସନ୍ଦ କରୁଛନ୍ତି । ତେବେ ତାଙ୍କ ଅଭିଆୟା କ୍ଯାରିୟର ଆଗକୁ ନେବା ପାଇଁ ତାଙ୍କ ପରିବାର ଲୋକମାନେ ତାନନ୍କୁ ଖୁବ ଷପୋର୍ଟ କରିଛନ୍ତି ବୋଲି ସେ କୁହନ୍ତି ।

Leave a Reply

Your email address will not be published. Required fields are marked *