1 ମିନିଟ ବାହାର କରି ଥରେ ଦେଖନ୍ତୁ ପୋଲିସ ମାନଙ୍କ ଏହି ସବୁ କାମ, ଆଶ୍ଚର୍ଯ୍ୟ ହେବେ ଆପଣ…ଦେଖନ୍ତୁ Video

ଆପଣ ମାନେ ଜାଣିଥିବେ କି ପୋଲିଶ ମାନେ ଦେଶର ସୁରକ୍ଷା ପାଇଁ ଅଛନ୍ତି । ଯାହା ତାଙ୍କୁ ଏକ ହିରୋ ଭଳି ଲୋକଙ୍କ ଆଗକୁ ଆଣିଥାଏ । ତେବେ ଯଦି ଆପଣ ମାନେ ଜାଣି ଥିବେ କି ଯଦି ପୋ-ଲି-ଶ ନ ଥାନ୍ତେ ତେବେ ଆମେ ସଡକ ରେ ଶାନ୍ତିରେ ଚାଲି ବୁଲି ପାରନ୍ତେନି ।

କିଛି ପୋ-ଲି-ଶ ଅଫିସର ନିଜ ସମ୍ମାନ ସହ ଖେଳି ଓ ନିଜ ଦେଶର ସମ୍ମାନ ସହ ଖେଳି ଖୁବ ଖୁଶି ଥିବା ବେଳେ । କିଛି ପୋ-ଲି-ଶ ଅଫିସର ନିଜ ଦେଶ ପାଇଁ ଜୀବନ ଦେବା ପାଇଁ ପଛକୁ ହଟି ନଥାନ୍ତି । ଯେତେବେଳେ କୋରୋନା ରେ କିଛି ପୋଲିଶ ମାନେ ନିଜର କର୍ମ ପାଇଁ ସବୁ ଆଡେ ଚର୍ଚ୍ଚାରେ ଥିଲେ ସେତେବେଳେ କିଛି ପୋ-ଲି-ଶ ଅଫିସର ନିଜ ଖରାପ କାମ ପାଇଁ ନିନ୍ଦାର ପାତ୍ର ମଧ୍ୟ ହୋଇଛନ୍ତି ।

ତେବେ ଯଦି ଦେଖିବା ପାଇଁ ଯିବା ତ ଆମେ ଆଜି ଏହି ଭଳି କିଛି ପୋ-ଲି-ଶ ଙ୍କ ବିଷୟରେ କହିବା ପାଇଁ ଯାଉଛୁ ଯେଉଁ ମାନେ ଏହି ଭଳି କିଛି ଘଟଣା କରୁଥିବା ବେଳେ କ୍ୟାମେରା ରେ ଏହା ଧାରା ପଡି ଯାଇଛି । ୨୦୨୦ ରେ ଏକ ଗରିବ ଫଳ ଦୋକାନୀ ଠାରୁ କିଛି ପୋ-ଲି-ଶ ତାର ଫଳର ଟୋକେଇ ଛଡେଇ ନେଇଥିଲେ ଏହି ଘଟଣା ଥିଲା ଓଡିଶାର ବରହମପୁର ଜିଲ୍ଲାର ଘଟଣା ଏହି ଘଟଣା କୁ ଚାତରେ ଏକ ପିଲା ଶୁଟିଙ୍ଗ କରି ସୋସିଆଲ ମିଡିଆରେ ଛାଡି ଦେଇଥିଲା ।

ଏହା ପରେ ଏକ ବଡ ଖବର ହୋଇଯିବା ପରେ ସେହି ପୋ-ଲି-ଶ ମାନଙ୍କୁ ଆଦେଶ ଦିଆ ଯାଇଥିଲା କି ସେମାନେ ସେହି କଦଳୀ ବାଲା କୁ ଖୋଜିକି ତାକୁ ପଇସା ଦେବେ ବୋଲି । ୧୭ ଡିସେମ୍ବର ୨୦୨୦ ରେ ଏକ ଲେଡି କନେଷ୍ଟବଳ ଏକ ଝିଅ ଓ ତାଙ୍କ ମା କୁ ଧରିଥିଲେ ମାତ୍ର ଚାଲାଣ କାରିବା ପାଇଁ ଧମକ ଦେବା ପରେ କିଛି ସମୟ ପରେ ସେମାନଙ୍କୁ ଉପୁରି ନେଇକି ଛାଡି ଦେଇଥିଲେ ।

ଏହା କିଛି ପିଲା ମାନେ ରେକଡ କରିକି ଭାଇରାଲ କରିଥିଲେ । ଏହି ଘଟଣା ମହହାରାଷ୍ଟ୍ର ର ଅଟେ । ୨୦୧୭ ମାର୍ଚ ରେ ପଞ୍ଜାବ ର ଏକ ମନ୍ତ୍ରୀ ବାଦଲ ସାହାବ ଚଣ୍ଡୀଗଡ ରୁ ଫିରୋଜ ସାହା ଯାଉଥିଲେ । ବାଟରେ ଥିବା ଲୁଧିଆନା ରେ ତାକୁ କିଛି ପୋ-ଲି-ଶ ଅଟକାଇ ଥିଲେ ଓ ପଇସା ଦାବି କରିଥିଲେ କିନ୍ତୁ ଯେତେବେଳେ ମନ୍ତ୍ରୀ ଙ୍କୁ ସେ ଦେଖିଥିଲେ ସେ ସାଙ୍ଗେ ସାଙ୍ଗେ କ୍ଷମା ମାଗିଥିଲେ ।

କିନ୍ତୁ ମନ୍ତ୍ରୀ ତାଙ୍କ ଭିଡିଓ କୁ ସେହି ସହରର SSP ଙ୍କୁ ଦେଇ ଦେଲେ ଯାହା ପରେ ତାଙ୍କୁ ତୁରନ୍ତ ସସ୍ପେନ କରା ଯାଇଥିଲା । ଡିସେମ୍ବର ୧୭ ରେ ଜଣେ ଏକ ହେଲମେଟ ପିନ୍ଧିକି ଗାଡି ଚଳଉଥିବା ର ଦେଖା ଯାଇଥିଲା ।

କାରଣ ଏହି ସମୟରେ ଲକ ଡାଉନ ରେ ତାଙ୍କ ପାକହରୁ ଚାଲାଣ କଟା ଯାଇଥିଲା ତାର କାରଣ ହେଉଛି କି ସେ ଗାଡି ଚଲାଉଥିବା ସମୟରେ ମଧ୍ୟ ହେଲମେଟ ପିନ୍ଧି ନଥିବା ପାଇଁ ଫାଇଁ କାଟିଥିଲେ ସେ ଭି ଚାରିଚକିଆ ଗାଡିରେ । ଏହି ଘଟଣା ଭାଇରାଲ ହେବା ପରେ କନେଷ୍ଟବଳ ପ୍ରହଲାଦ ସିଂ କହିଥିଲେ କି ସେ ଭୁଲ ରେ ସିଟ ବେଲ୍ଟ ପାଇଁ ଫାଇଁ ଲଗାଇବା ବେଳେ ହେଲମେଟ ଲେଖି ଦେଇଥିଲେ ।

Leave a Reply

Your email address will not be published. Required fields are marked *