Urvashi Rautela ଙ୍କ ଇନକମ, ଘର, ବୟଫ୍ରେଣ୍ଡ ଓ କେତେ ସମ୍ପତ୍ତିର ମାଲିକାଣୀ ଦେଖନ୍ତୁ

ବନ୍ଧୁଗଣ “ଉର୍ଭଷି ରାଉଟେଲା” ଜଣେ ଭାରତୀୟ ଅଭିନେତ୍ରୀ ଅଟନ୍ତି ଏବଂ ଜଣେ ସୁପର ମଡେଲ ଅଟନ୍ତି । ଉର୍ଭଷି ଜଣେ ଏଭଳି ମହିଳା ଅଟନ୍ତି ଯେ କି ମିସ ଇଣ୍ଡିଆ ର ଉପାଧି କୁ ୨ ଥର ଜିତିଛନ୍ତି । ବନ୍ଧୁଗଣ ତାଙ୍କୁ ବଲିଉଡ ରେ ଅଧିକ ସମୟ ହୋଇନାହିଁ ମାତ୍ର ସେ ଖୁବ କମ ସମୟରେ ବହୁତ ନାମ କମାଇ ସାରିଲେଣି । ବର୍ତ୍ତମାନ ସେ ବହୁତ ଫେମସ ମଧ୍ୟ ହୋଇଗଲେଣି । ବନ୍ଧୁଗଣ ଆଜି ଆମେ ତାଙ୍କ ଲାଇଫ ଷ୍ଟାଇଲ ସମ୍ବନ୍ଧରେ ବିଶେଷ ତତ୍ଵ ପ୍ରଦାନ କରିବାକୁ ଯାଉଛୁ ।

ବନ୍ଧୁଗଣ “ଉର୍ଭଷି ରାଉଟେଲା” ଙ୍କ ଜନ୍ମ ୨୫ ଜାନୁଆରୀ, ୧୯୯୪ ରେ ଉତ୍ତରାଖଣ୍ଡ ରେ ହୋଇଥିଲା । ୨୦୨୧ ହିସାବରେ ତାଙ୍କ ବୟସ ବର୍ତ୍ତମାନ ୨୮ ବର୍ଷ ହୋଇସାରିଲାଣି । ତାଙ୍କ ମାତା ପିତା ଦୁହିଜଣ ପ୍ରସିଦ୍ଧ ଖ୍ଯାତି ଅର୍ଜନ କରିଥିବା ବିଜନେସ ମ୍ୟାନ ଅଟନ୍ତି । ସେ ତାଙ୍କ ସ୍କୁଲିଙ୍ଗ ବ୍ଲୁମିଂ ଡିଲ୍ସ ପବ୍ଲିକ ସ୍କୁଲ ରୁ ସମାପ୍ତ କରିଛନ୍ତି । ଏହାପରେ ଦିଲ୍ହି ୟୁନିଭର୍ସିଟି ରୁ ସେ ତାଙ୍କ ଗ୍ରାଜୁଏସନ ସମାପ୍ତ କରିଛନ୍ତି । ସେ ପିଲା ଦିନରୁ ବହୁତ ପ୍ରତିଭାଶୀଳ ଥିଲେ । ଏବଂ ତାଙ୍କୁ ଆକଟିଂ ଏବଂ ମଡେଲିଙ୍ଗ କରିବାର ବହୁତ ଇଛା ଥିଲା । ସେ ପିଲାଦିନୁ ନିର୍ଣ୍ଣୟ କରିଥିଲେ ଯେ, ବଡ ହୋଇ ସେ ଜଣେ ଆକ୍ଟର ବନିବେ ।

ସେ ପିଲାଦିନୁ ମଡେଲିଙ୍ଗ ରେ ନିଜର ସଂପୂର୍ଣ୍ଣ ଧ୍ୟାନ ଦେବା ଆରମ୍ଭ କରିଦେଇଥିଲେ । ୨୦୦୯ ରେ ସେ ମିସ ଟିନ ଇଣ୍ଡିଆ ର ଉପାଧି ନିଜ ନାମରେ କଲେ । ଏହାପରେ ୨୦୧୧ ରେ ୧୭ ବର୍ଷ ବୟସରେ ଇଣ୍ଡିଆନ ପ୍ରିନସେସ ର କିତାବ ନିଜ ନାମରେ କଲେ । ଏହାପରେ ସେ ମିସ ଏସିଆନ ସୁପର ମଡେଲ ୨୦୧୧ ରେ ହାସଲ କଲେ । ଏହିସବୁ ଉପାଧି ପାଇଥିବାରୁ ସେ ବହୁତ ପାପୁଲାର ହେଲେ, ଏହାସହିତ ବଲିଉଡ ରେ ଅଭିନୟ କରିବାର ଓଫର ମଧ୍ୟ ତାଙ୍କ ଦ୍ଵାରସ୍ଥ ହେଲା । ବନ୍ଧୁଗଣ ପରିନିତି ଚୋପ୍ରାଙ୍କ ଚଳଚ୍ଚିତ୍ର ‘ଇସକଜାଦେ’ ର ଓଫର “ଉର୍ଭଷି ରାଉଟେଲା” କୁ ମିଳିଥିଲା ମାତ୍ର ସେ ଋଜେକ୍ଟ କରିଦେଇଥିଲେ ।

କାରଣ ସେ ମିସ ୟୁନିଭର୍ସ ର କିତାବ ପାଇଁ ନିଜର ପୁରା ଧ୍ୟାନ ଫୋକସ କରୁଥିଲେ । ବନ୍ଧୁଗଣ “ଉର୍ଭଷି ରାଉଟେଲା”ଙ୍କ ପିତାଙ୍କ ନାମ ମାନବୋର ସିଂହ ତାଙ୍କ ମାତା ଙ୍କ ନାମ ମୀରା ସିଂହ ଅଟେ । ତାଙ୍କ ଭାଇଙ୍କ ନାମ “ଯସରାଜ ରାଉଟେଲା” ଅଟେ । ବନ୍ଧୁଗଣ ସେ କୌଣସି ସଙ୍ଗୀତ ରେ ପ୍ରଦର୍ଶନ କରିବା ପାଇଁ ୪୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏହାପରେ ସେ ଗୋଟିଏ ଚଳଚ୍ଚିତ୍ର ରେ କାମ କରିବା ପାଇଁ ୩ କରୋଡ ଟଙ୍କା ଚାର୍ଜ କରନ୍ତି । ବନ୍ଧୁଗଣ ୨୦୨୧ ହିସାବରେ ତାଙ୍କର ସମୁଦାୟ ନେଟୱୋର୍ଥ ୧୧୦ କରୋଡ ଟଙ୍କା ।

ବନ୍ଧୁଗଣ “ଉର୍ଭଷି ରାଉଟେଲା” ମୁମ୍ବାଇରେ ଗୋଟିଏ ଆପାର୍ଟମେଣ୍ଟ କିଣିଛନ୍ତି ଯାହାର ମୂଲ୍ୟ ୨୫ କରୋଡ ଅଟେ । ଏହି ଘରେ ୪ ଟି ବେଡ ରୁମ, ଗୋଟିଏ ସିନେମା ହଲ, ଏବଂ ଗୋଟିଏ ଜିମ ରହିଅଛି । ବନ୍ଧୁଗଣ ତାଙ୍କର ସମୁଦାୟ କାର କଲେକ୍ସନ ର ମୂଲ୍ୟ ୫ କରୋଡ ଠାରୁ ଅଧିକ ଅଟେ । ବନ୍ଧୁଗଣ ଏହାଥିଲା “ଉର୍ଭଷି ରାଉଟେଲା” ଙ୍କ ସମୁଦାୟ ସମ୍ପତ୍ତି ସମ୍ବନ୍ଧରେ ଆପଣଙ୍କୁ ଏହା ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *