ୱେଟିଙ୍ଗ ରୂମରେ କିଛି ଏମିତି କରିବାକୁ ଲାଗିଲେ ଦମ୍ପତି, CCTVରେ ହୋଇଗଲା ରେକର୍ଡ…. ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ଆଜିକାଲି ଇଣ୍ଟର୍ନେଟ ଦୁନିଆରେ ଏତେ ମାତ୍ରା ରେ ଖବର ପ୍ରଚାର ହେବାରେ ଲାଗିଛି ଯାହା ଆପଣ ମାନେ ଘରେ ବସି ମୋବାଇଲ ଦ୍ଵାରା ଦେଖି ପାରୁଛନ୍ତି । କିଛି ଏମିତି ଘଟଣା କଏଦ କରା ଯାଉଛି ଯାହା କେହି କେବେ ଭାବି ନ ଥିବେ । କିଛି ଅଜବ ଗଜବ ଘଟଣା କ୍ୟାମେରା ରେ କ୍ୟାପଚାର କରା ଯାଉଛି ଯାହାକୁ ଦେଖିବା ପରେ ଲୋକ ମାନେ ହସିବା ସହ ତାହା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ଲୋକ ମାନେ ଏମିତି କିଛି କାଣ୍ଡ କରୁଛନ୍ତି ଯାହା ପାଇଁ ସେମାନଙ୍କୁ ପରେ ଅନୁତାପ କରିବାକୁ ପଡୁଛି । ତେବେ ଆଜିର ଆମର ବିଷୟରେ ଏମିତି କିଛି ଘଟଣା ଉପରେ ଆଧାରିତ ରହିଛି ।

ଏହି ଭିଡିଓ ରେ ଆପଣ ମାନେ ଦେଖି ପାରିବେ ଯେ ଦୁଇ ଦାମ୍ପତ୍ୟ କୌଣସି କାରଣରୁ ଏକ ଜାଗାରେ ବସିଛନ୍ତି । ସେମାନେ ଯେଉଁଠାରେ ଅଛନ୍ତି ତାହା ୱେଟିଙ୍ଗ ରୁମ ଅଟେ ଜାଣି ମଧ୍ୟ ଦୁଇ ଦାମ୍ପତ୍ୟ ଏମିତି କିଛି କା-ଣ୍ଡ କରିଛନ୍ତି ଯାହା ଦେଖିଲେ ଲ-ଜ୍ୟା ଲାଗିବ । ଦୁଇ ଦମ୍ପତି ବେଟିଙ୍ଗ ରୁମରେ ବସି ପରସ୍ପର ଏତେ ନିକଟତର ହେଉଛନ୍ତି ଯାହା ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖି ପାରିବେ ।

ତେବେ ସେମାନେ ଜାଣି ନାହାନ୍ତି କି କ୍ୟାମେରା ରେ ଏ ସବୁ ଘ-ଟ-ଣା କଏଦ ହେଉଛି । ତେବେ ଏହା ଏକ ନି-ନ୍ଦ-ନୀ-ୟ ଘଟଣା ଅଟେ । ଆପଣ ମାନେ ଜାଣିଥିବେ ଆଜିକାଲି ସାଇକେଲ ରେଶ ଲଗାଇବାକୁ କିଛି ଲୋକ ମାନେ ଅଧିକ ଆଗ୍ରହ ହେଉଛନ୍ତି । କିନ୍ତୁ ସାଇକଲେ ରେଶ ଲାଗିବା ସମୟରେ ଏମିତି କିଛି କାମ କରି ଯାଉଛନ୍ତି ଯାହା ପାଇଁ ସେମାନଙ୍କୁ କୌଣସି ଦୁ-ର୍ଘ-ଟ-ଣା-ର ଶିକାର ହେବାକୁ ପଡୁଛି ।

ଅନ୍ୟ ଏକ ଭିଡିଓ ରେ ଜଣେ ସାଇକେଲ ଚାଲୁଥିବା ବ୍ୟକ୍ତି ଜଣକ ପିଜା ପ୍ଯାକେଟ ଧରି ସାଇକେଲ ଉପରେ ଠିଆ ହୋଇ ଲୋକ ମାନଙ୍କୁ ପିଜା ବାନ୍ଟୁ ଥିବାର ଦୃଶ୍ୟ ଏହି ଭିଡିଓ ରେ ହେଉଛି । ତେବେ ଏତେ ବାହାଦୁରି ଦେଖାଇ ସାଇକେଲ ଉପରେ ପିଜା ବାଣ୍ଟିବା ଦୃଶ୍ୟ ଦେଖିବାକୁ ଯେତେ ମଜାଦାର ଲାଗୁଥିଲେ ମଧ୍ୟ ଏହା ଅନ୍ୟ ମାନଙ୍କ ପାଇଁ ଭୁଲ ପ୍ରେରଣା ଅଟେ ।

ଆଜିକାଲି ଚୋର ମାନେ ଏତେ ଚାଲାକ ହୋଇ ଗଲେଣି କେଉଁ ଉପାୟ କରି ଜେ-ଲ ରୁ ଖସି ପଳାଇ ଯାଉଛନ୍ତି । ତେବେ ଏହାର ଜ୍ଵଳନ୍ତ ଉଦାହରଣ ଆପଣ ମାନେ ଏହି ଭିଡିଓ ଜରିଆରେ ଦେଖିବାକୁ ପାଇବେ । ଏହି ଭିଡିଓ ରେ ଜଣେ ଚୋର ଜେ-ଲ ରୁ ଖସି ଯାଉଥିବା ସମୟରେ ଦୁଇ ପୋଲିସ ଅଧିକାରି ତାକୁ ଧରିବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେ ପଳାୟନ କରିବାରେ ସଫଳ ହୋଇଛି ।

ଖାଲି ସେତିକି ନୁହେଁ ବରଂ ଚୋର ଖସିବା ଚକର ରେ ନିଜ ପ୍ଯାଣ୍ଟ ଛାଡି ଯାଇଛି ଯାହା ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ । ବାସ୍ତବରେ ଏହି ଭିଡିଓଟି ଦେଖିବାକୁ ବହୁତ ମଜାଦାର ହୋଇଛି । ବନ୍ଧୁଗଣ ଏହି ଘଟଣା କୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜନିଆବେ । ଆପଣ ମାନଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟ ସହ ସେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *