୨୦୧୯ କେମିତି କଟିବ ଓ କ’ଣ ଖୁସିଖବର ଅଛି ? A ନାମ ଵାଲା ବ୍ୟକ୍ତିମାନଙ୍କ ପାଇଁ

A ଅକ୍ଷର ଇଂରାଜୀ ବର୍ଣ୍ଣମାଳାର ପ୍ରଥମ ଅକ୍ଷର ଅଟେ ଏବଂ ଅଙ୍କ ଜ୍ୟୋତିଷ ଅନୁସାରେ ଆପଣଙ୍କ ଅଙ୍କ ୧ ଅଟେ । ୧ ଅଙ୍କ ସ୍ୱର୍ଯ୍ୟଙ୍କ ଅଙ୍କ ମାନାଯାଇଅଛି ଏବଂ ଯେଉଁ ପ୍ରକାରରେ ଗ୍ରହଙ୍କ ରାଜା ସୂର୍ଯ୍ୟ ଅଟନ୍ତି ଠିକ ସେହିପରି ସମସ୍ତ ଅଙ୍କର ରାଜା ୧ ଅଟେ । ଏହି କାରଣ ଅଟେ A ଅକ୍ଷରରୁ ଯାହାଙ୍କ ନାମ ଆରମ୍ଭ ହୁଏ ସେମାନଙ୍କ ମନରେ ନମ୍ବର ୧ ଵନିବାର ଇଛା ସର୍ବଦା ରହିଥାଏ । A ଅକ୍ଷର ଵାଲା ନିଜ ନିଜ କ୍ଷେତ୍ରରେ ସଫଳତା ନିହାତି ପାଇଥାନ୍ତି ।

ବନ୍ଧୁଗଣ ବର୍ଷ ୨୦୧୯ରେ A ନାମ ଵାଲା ବ୍ୟକ୍ତି ମାନଙ୍କ ପାଇଁ କ’ଣ ଖୁସିଖବର ଅଛି, କେଉଁ କ୍ଷେତ୍ରରେ ଆପଣଙ୍କୁ କେଉଁ ବଡ ଉପଲବ୍ଧି ହାସଲ ହେବ ତଥା କେଉଁ କ୍ଷେତ୍ରରେ ଆପଣଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ ଏବଂ ଘର ପରିବାରଙ୍କ ପାଇଁ ବର୍ଷ ୨୦୧୯ କେମିତି ରହିବ ଏହି ପୋଷ୍ଟ ମାଧ୍ୟମରେ ମୁଁ ବିସ୍ତାର ଭବରେ ସମସ୍ତ କଥା ଆଲୋଚନା କରିବି ।

ପ୍ରଥମେ a ଅକ୍ଷର ନାମ ଵାଲା ବ୍ୟକ୍ତିଙ୍କ ସ୍ଵଭାଵ ବିଷୟରେ ଚର୍ଚ୍ଚା କରିବା । ବନ୍ଧୁଗଣ ଅଧିକାଂଶ a ଅକ୍ଷର ନାମ ଵାଲା ବ୍ୟକ୍ତି ଅଧିକ ପରିଶ୍ରମୀ, ଅନୁଭବୀ ଏବଂ ଆକର୍ଷକ ହୋଇଥାନ୍ତି । କିନ୍ତୁ କିଛି ଲୋକ ପରିସ୍ଥିତି କାରଣରୁ ବହୁତ ଥର ନିରାଶବି ହୋଇଥାନ୍ତି । ଆପଣ ଆପଣଙ୍କ ସମ୍ପର୍କ ବଞ୍ଚେଇବାକୁ ବହୁତ ପ୍ରଚେଷ୍ଟା କରିଥାନ୍ତି କିନ୍ତୁ ବହୁତ ଥର ପରିସ୍ଥିତି ଏମିତି ହୋଇଯାଏ କି ସେହି ସମ୍ପର୍କରେ ଫାଟ ପଡ଼ିଯାଏ । ଆପଣ କର୍ମଠୁ ଅଧିକ ଭାଗ୍ୟରେ ଏବଂ ଭାଗ୍ୟଠୁ ଅଧିକ କର୍ମରେ ବିଶ୍ୱାସ କରନ୍ତି ।

ପରତ୍ମାରେ ସମ୍ପୂର୍ଣ ଆସ୍ଥା ରଖନ୍ତି କିନ୍ତୁ ବହୁତ a ନାମ ଵାଲା ବ୍ୟକ୍ତିଙ୍କୁ ଭଲ କରିବି ୟସ ପ୍ରାପ୍ତି ହୋଇନଥାଏ । ଆପଣ କଠିନ ପରିଶ୍ରମ କରିବି ଆପଣଙ୍କ ପରିଶ୍ରମର ଫଳ ଠିକ ସମୟରେ ମିଳିପାରେ ନାହିଁ କିନ୍ତୁ ଆପଣ ନିଜ ପ୍ରୟାସକୁ ଜାରି ରଖନ୍ତି । କିଛି a ନାମ ଵାଲା ବ୍ୟକ୍ତି ଅଧିକ ଭାବୁକବି ଅଟନ୍ତି । ଯେଉଁ କାରଣରୁ ଅନ୍ୟ ମାନେ ଆପଣଙ୍କର ଫାଇଦା ବହୁତ ସହଜରେ ଉଠାନ୍ତି । ବନ୍ଧୁଗଣ କିଛି ଲୋକଙ୍କୁ ପିଲାବେଳୁ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ଶିକ୍ଷା କ୍ଷେତ୍ରରେବି a ନାମ ଵାଲା ବ୍ୟକ୍ତି ଭଲ ନାମ କରନ୍ତି । a ନାମ ଵାଲା ବ୍ୟକ୍ତି ନିଜ କାର୍ଯ୍ୟ କ୍ଷେତ୍ରରେ ସର୍ବଦା ଆଗରେ ରହିବାକୁ ଚେଷ୍ଟା କରନ୍ତି ।

ବନ୍ଧୁଗଣ ୨୦୧୯ରେ a ନାମ ଵାଲା ବ୍ୟକ୍ତି ମାନଙ୍କ ପାଇଁ ସବୁଠୁ ବଡ ଖୁସି ଖବର ଏହା ଅଟେକି ବର୍ଷ ୨୦୧୯ରେ ଆପଣଙ୍କ କାର୍ଯ୍ୟ କ୍ଷେତ୍ରରେ କିଛି ଏମିତି ପରିବର୍ତ୍ତନ ହେବ ଯାହା ଆପଣଙ୍କ ଭବିଷ୍ୟତର ଦିଗ ବଦଳେଇଦେବ । ବିଦ୍ୟାର୍ଥୀଙ୍କୁ କେରିଅର ସମ୍ବନ୍ଧିତ କିଛି ମହତ୍ଵପୁର୍ଣ ସଫଳତା ମିଳିବ । ପ୍ରତିଯୋଗିତାରେ ବହୁତ a ନାମ ଵାଲା ବ୍ୟକ୍ତିଙ୍କୁ ବଡ ସଫଳତା ମିଳିବ । ପରୀକ୍ଷା ପରିଣାମ ଆପଣଙ୍କ ସପକ୍ଷରେ ହେବ । ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟା ଭୋଗିବାକୁ ପଡିପାରେ ।

ଚାକିରୀ କରୁଥିବା ଲୋକଙ୍କୁ ୨୦୧୯ ରେ କୌଣସି ବଡ ଉପଲବ୍ଧି ହାସଲ ହେବ । ଦରମା ବଢିବା ଏବଂ ଅନ୍ୟ ଲାଭ ମଧ୍ୟ ମିଳିବ । ବେପାରୀ ମାନଙ୍କ ପାଇଁ କିଛି ସମୟ ସଂଘର୍ଷ ପୂର୍ଣ୍ଣ ରହିପାରେ । ୨୦୧୯ ରେ ବେପାର କରୁଥିବା ଲୋକଙ୍କୁ ନୂଆ ଅବସର ପ୍ରାପ୍ତ ହେବ । କୋଟ କଚେରୀ କାମରେ ଅଳ୍ପ ପ୍ରତୀକ୍ଷା କରିବାକୁ ପଡିପାରେ ଓ ଶେଷରେ ଆପଣଙ୍କୁହିଁ ସଫଳତା ମିଳିବ । ବିବାହ ସମ୍ବନ୍ଧିତ ସମସ୍ୟା ଦୂର ହେବ । ଜମିଜମା ସମସ୍ୟା କାହାରି ବିଶେଷ ସହଯୋଗରେ ପୂର୍ଣ୍ଣ ହେବ । କିଛି ସମ୍ବନ୍ଧରୁ ନିରାଶାବି ମିଳିପାରେ ।

ରହିଯାଇଥିବ କାମ ୨୦୧୯ରେ ସମ୍ପୂର୍ଣ୍ଣ ହେବ ଅବା ଆପଣଙ୍କର କୌଣସି ପୁରୁଣା ଇଛାବି ପୂର୍ଣ୍ଣ ହେବ । କିଛି ବିରୋଧୀ ଲୋକଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ହେବ । ବେରୋଜଗାର ଲୋକଙ୍କୁ ଚାକିରୀର ନୂଆ ଅବସର ପ୍ରାପ୍ତ ହେବ । ରହି ଯାଇଥିବା କିଛି ଧନ ପ୍ରାପ୍ତିର ଯୋଗ ଅଛି । ବେପାର ସହ ଜଡିତ ଯାତ୍ରାରେ ଆପଣଙ୍କୁ ଲାଭ ମିଳିବ । ପରିବାରରେ ସୁଖ ସମୃଦ୍ଧି ବଢିବ । ପ୍ରେମ ସମ୍ବନ୍ଧରେ ସୁଧାର ଯୋଗ ଅଛି । ଏହିଥର କୌଣସି ମହତ୍ୱପୂର୍ଣ୍ଣ କାମକୁ ଭାବିଚିନ୍ତି କରନ୍ତୁ କାରଣ ଯେମିତି ଆପଣଙ୍କ ନିର୍ଣ୍ଣୟରେ ଆପଣଙ୍କୁ ଭବିଷ୍ୟତରେ ପସ୍ତେଇବାକୁ ପଡିବ ନାହିଁ ।

Leave a Reply

Your email address will not be published. Required fields are marked *