ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ୧୪ ଏପ୍ରିଲ ରେ ଲକଡାଉନ ସମୟ ସୀମା ବଢେଇ ଦେଇ ୩ ମଇ ପର୍ଯ୍ୟନ୍ତ କରି ଦେଇଛନ୍ତି ଯାହା ଦେଶ ବାସୀଙ୍କ ସୁରକ୍ଷା ପାଇଁ ଅଟେ, ପ୍ରଧାନ ମନ୍ତ୍ରୀଙ୍କ ଦ୍ଵାରା କରା ଯାଇଥିବା ଏହି କଠିନ ନିଷ୍ପତ୍ତିକୁ WHO ପ୍ରଶଂସା କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଭାରତ ଦ୍ଵାରା ସଠିକ ସମୟରେ ସଠିକ ନିଷ୍ପତ୍ତି କରା ଯାଇଛି ଯାହା ଭାରତ ପାଇଁ ବହୁତ କଷ୍ଟକର ଅଟେ । WHO ଦକ୍ଷିଣ ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦେଶକ ଡକ୍ଟର ପୁନମ ଖେତ୍ରପାଲ ସିଂହ ଏହା କହିଛନ୍ତି ଯେ ଭାରତ ବଡ ଏବଂ କଠିନ ସ୍ଥିତି ରେ ମଧ୍ୟ ମହାମାରୀ ସହ ଲଢିବା ପାଇଁ ଠିଆ ଅଛି ।
ଏହି ପରୀକ୍ଷା ପାଇଁ ସବୁ ଅଧିକାରୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବହୁତ କଷ୍ଟକରୁଛନ୍ତି ଯାହା ଦ୍ଵାରା ସଂକ୍ରମଣ ବଢି ପାରୁ ନାହିଁ । ସେ ଏହା ମଧ୍ୟ କହିଛନ୍ତି ଯେ ଏହି ସମୟ ଅଟେ ସମସ୍ତଙ୍କୁ ଯୋଗଦାନ ଦବା ପାଇଁ ଘରେ ରହିବା ଉଚିତ ଯାହା ଦ୍ଵାରା ସଂକ୍ରମଣ ଅଧିକ ବ୍ୟାପୀବ ନାହିଁ ।
ନୂଆ କ୍ଷତ୍ରରେ କରୋନା ଯେମିତି ନ ବ୍ୟାପୁ :
ପ୍ରଧାନ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଲକଡାଉନ ଦିଶାନିର୍ଦେଶ ଅନୁଯାଇ ଏହା ଘୋଷଣା କରିଛନ୍ତି ଯେ ଯେଉଁ ଜାଗାରେ ସଂକ୍ରମଣ ହୋଇ ନାହିଁ ତାଙ୍କୁ ବଞ୍ଚି ରହିବା ଉଚିତ ଏବଂ ଯେଉଁ ଜାଗାରେ ସଂକ୍ରମଣ ହୋଇଛି ସେଠି ମଧ୍ୟ ଗୋଟେ ଅଧିକ ସଂକ୍ରମଣ ବହୁତ ଚିନ୍ତା ର ବିଷୟ ଅଟେ । ପିଏମ ମୋଦୀ ଏହା ମଧ୍ୟ କହିଛନ୍ତି ଯେ କରୋନାକୁ ନୂଆ କ୍ଷତ୍ର ରେ ବ୍ୟାପିବା ପାଇଁ ଅଟକେଇବା ଆବଶ୍ୟକ ଅଟେ ।
ଗରିବ ଲୋକଙ୍କ ସାହାଯ୍ୟ ମୋର ପ୍ରଥମ କର୍ତ୍ତବ୍ୟ ଅଟେ :
ଦିହାଡି ମଜଦୁରି ଲୋକଙ୍କ କଥା କହି ନରେନ୍ଦ୍ର ମୋଦୀ କହିଛନ୍ତି ଯେ ପ୍ରତିଦିନ କାମ କରୁଥିବା ଏବଂ ଟଙ୍କା ରୋଜଗାର କରୁଥିବା ଲୋକଙ୍କ ଆବଶ୍ୟକତା ପୂର୍ଣ କରିବା ମୋ ପ୍ରଥମ କଥା ଅଟେ । ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ମାଧ୍ୟମ ଦ୍ଵାରା ସରକାର ଏମିତି ଲୋକଙ୍କ ସାହାଯ୍ୟ ପ୍ରଦାନ କରିବା ପାଇଁ ସବୁ ପ୍ରକାର ସମ୍ଭବ ପ୍ରୟାସ କରିବା ପାଇଁ ଚେଷ୍ଟା କରୁଛନ୍ତି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଙ୍କନ ଅନୁଯାଇ, ଦେଶରେ କରୋନା ଭାଇରସ ସଂକ୍ରମଣ ପାଇଁ ଏପର୍ଯ୍ୟନ୍ତ ୪୨୬ ଲୋକଙ୍କ ମୃତ୍ୟୁ ହୋଇଛି, ତେବେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଆଜି ପର୍ଯ୍ୟନ୍ତ ୧୨,୫୬୧ ହୋଇଛି, ତେବେ ଆସନ୍ତା ୨୪ ଘଣ୍ଟାରେ ଦେଶରେ ୧,୨୧୧ ଲୋକଙ୍କ ସଂକ୍ରମଣ କଥା ସାମ୍ନାକୁ ଆସିଛି ତେବେ ଏହି ୨୪ ଘଣ୍ଟା ରେ ୩୧ ଲୋକଙ୍କ ମୃତ୍ୟୁ ହୋଇଛି ।