ଭାରତକୁ ବଡ ଝଟକା, WHO ତାଲିକାରୁ ‘କୋଭାକ୍ସିନ’ ଟିକା ବାଦ୍

କେବଳ ଭାରତରେ ନୁହେଁ ପୁରା ବିଶ୍ବରେ ବର୍ତ୍ତମାନ କ-ରୋ-ନା ବିରୁଦ୍ଧରେ ଚାଲୁଥିବା ଯୁ-ଧ୍ୟକୁ ଜିତିବା ପାଇଁ ଟୀକାକରଣ ଚାଲିଛି । ଋଷ ଓ ଆମେରିକା ଭଳି ଦେଶରେ ଟୀକାକରଣ ସଫଳ ରୂପରେ କାର୍ଯ୍ୟ କରୁଛି । କିନ୍ତୁ ଭାରତ ଭଳି ଜନସଂଖ୍ୟା ବହୁଳ ଦେଶରେ ଟୀକାକରଣକୁ ନେଇ ବର୍ତ୍ତମାନ ବହୁତ ସମସ୍ୟା ସାମ୍ନାକୁ ଆସୁଛି ।

କହିବାକୁ ଗଲେ ଭାରତ ସରକାର ଆମ ଦେଶରେ କୋଭାକ୍ସିନ ଓ କୋଭିସିଲ୍ଡ ଦୁଇଟି ଭ୍ୟାକସିନକୁ ଅନୁମତି ଦେବା ପରେ ଏହା ଭାରତର ସମସ୍ତ ଜନତାଙ୍କୁ ଦିଆଯାଉଛି । କିନ୍ତୁ ଭାରତର ବର୍ତ୍ତମାନ ଅଳ୍ପ କେତେକ ଲୋକମାନେ ହିଁ ଏହି ଭ୍ୟାକସିନ ନେଇଛନ୍ତି । ଏହା ସହିତ ଭ୍ୟାକସିନ ଅଭାବର ବି ସମସ୍ୟା ବି ସାମ୍ନାକୁ ଆସୁଛି । ଏହି ସମସ୍ୟାକୁ ଦୂର କରିବା ଦିଗରେ ଯେଉଁଠି ସରକାର କିଛି ସମଧାନ କରୁଛନ୍ତି ସେହି ସମୟରେ ଅନ୍ୟ ଏକ ଭ୍ୟାକସିନ ସହ ଜଡିତ ମୁଣ୍ଡ ଟେକି ଛିଡା ହେଲାଣି ।

କହିବାକୁ ଗଲେ WHO ଅର୍ଥ ବିଶ୍ଵାସ ସ୍ୱାସ୍ଥ୍ୟ ସଂଗଠନ ସବୁ ଦେଶରେ ନିର୍ମିତ ହେଉଥିବା ଭ୍ୟାକସିନକୁ ନେଇ ଏକ ତାଲିକା ପ୍ରସ୍ତୁତ କରିଛି । କିନ୍ତୁ ସବୁଠୁ ବଡ ଆଶ୍ଚର୍ଯ୍ୟ କର କଥା ହେଉଛି କି ଏହି ତାଲିକାରେ କୋଭାକ୍ସିନର ନାଁ ସାମିଲ ହୋଇ ନହିଁ । ଯାହାକି ଏକ ଚିନ୍ତା ଜଣକ ବିଷୟ ଅଟେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ତାଲିକାରେ ଏହା ନ ଥିବାରୁ କୋଭାକ୍ସିନର ଦୁଇଟି ଡୋଜ ନେବା ପରେ ବି ବ୍ୟକ୍ତି ଜଣକ ବିଦେଶ ଯାତ୍ରା କରି ପାରିବେ ନାହିଁ ।

କାରଣ WHO ତାଲିକାରେ କୋଭାକ୍ସିନ ନ ଥିବାରୁ କୌଣସି ବି ଦେଶ କୋଭାକ୍ସିନ ଟୀକା ନେଉଥିବା ବ୍ୟକ୍ତିକୁ ଗ୍ରହଣ କରିବ ନାହିଁ । ଯାହାକୁ ନେଇ ବର୍ତ୍ତମାନ ସମସ୍ତଙ୍କ ମଧ୍ୟରେ ହଙ୍ଗମା ଆରମ୍ଭ ହୋଇଯାଇଛି । ଏହି ଖବର ସାମ୍ନାକୁ ଆସିବା ପରେ କୋଭାକ୍ସିନକୁ ନେଇଥିବା ବ୍ୟକ୍ତି, ଏହାର ନିର୍ମାତା ଓ ଆମ ଦେଶ ପାଇଁ ବହୁତ ଆଶ୍ଚର୍ଯ୍ୟ କର ଖବର ଅଟେ । ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଟୀକା ତାଲିକାର ଭାରତର ବାୟୋଟେକର ଏହି ଟୀକା ସାମିଲ ନାହିଁ ।

ସେଥିପାଇଁ କୋଭାକ୍ସିନ ନେଇଥିବା ବ୍ୟକ୍ତି ବିଦେଶକୁ ଯାଇ ପାରିବେ ନାହିଁ । କହିଦେଉଛୁ କି ବିଦେଶରେ ଜରୁରୀ କାଳୀନ ବ୍ୟବହାର ତାଲିକାରେ ଥିବା ଟୀକା ଓ ସେହି ଦେଶର ସ୍ବୀକୃତି ପ୍ରାପ୍ତ ଟୀକା ନେଇଥିବା ବ୍ୟକ୍ତିଙ୍କୁ ହିଁ ଟୀକା ପ୍ରାପ୍ତ ବୋଲି ଗ୍ରହଣ କରାଯାଏ । କହିଦେଉଛୁ କି ଦେଶରେ କ-ରୋ-ନା ସଂ-କ୍ର-ମ-ଣ ବଢିବା କାରଣରୁ ସରକାର ଏହାର ତୃତୀୟ ପରଜାୟ ପରୀକ୍ଷଣକୁ ନଜର ଅନ୍ଦାଜ କରି ଏହାକୁ ଜଲ୍ଦି ସୀକୃତି ଦେଇଥିଲେ ।

ଆଶା କରାଯାଉଛି କି ଏହି କାରଣ ଅଟେ କି ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ନିଜର ଟୀକା ତାଲିକାରେ କୋଭାକ୍ସିନକୁ ସାମିଲ କରି ନାହିଁ । ଏମିତିରେ ଏହି ଅସୁବିଧାରୁ ମୁକ୍ତି ପାଇବା ପାଇଁ ଭାରତର କମ୍ପାନୀ ବାୟୋଟେକକୁ ବହୁତ ଜଲ୍ଦି WHO ନିକଟରେ ଏକ୍ସପ୍ରେଶନ ଅଫ ଇନ୍ଟରେସ୍ଟ ଦାଖଲ କରିବାକୁ ପଡିବ । କୋଭାକ୍ସିନ ଆଇସିଏମଆର ଓ ଏନଆଇଭି ମିଳିତ ପ୍ରୟାସରେ ପୂରାପୂରି ସ୍ଵଦେଶୀ ଜ୍ଞାନ କୌଶଳରେ ଟୀକା ନିର୍ମିତ ହୋଇଛି । କିନ୍ତୁ ସୁରକ୍ଷା ଦ୍ରୁଷ୍ଟିରୁ କୋଭାକ୍ସିନ ଉତ୍ତମ ଅଟେ ଓ ଏହା ଶରୀରରେ ରୋ-ଗ ପ୍ରତିରୋଧକ ଶକ୍ତିକୁ ବୁଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ ।

Leave a Reply

Your email address will not be published. Required fields are marked *