ଏହି ୫ଟି ଲୋକଙ୍କ ପାଇଁ ବିଷ ସମାନ ହୋଇଥାଏ ରସୁଣର ସେବନ ? ନିହାତି ଜାଣନ୍ତୁ

ରସୁଣର ବ୍ୟବହାର ପ୍ରାୟତଃ ସମସ୍ତଙ୍କ ଘରେ କରାଯାଏ. କାରଣ ଏହା ବିନା ଖାଦ୍ୟ ସ୍ୱାଦିଷ୍ଟ ହୋଇନଥାଏ. ସାଥିରେ ରସୁଣ ଆମ ଶରୀର ପାଇଁ ବହୁତ ଲାଭଦାୟକ ଅଟେ. ରସୁଣର ବ୍ୟବହାର ଆମ ଶରୀରରେ ଦୁର୍ବଳତାକୁ ଦୂର କରିବା ପାଇଁ କରାଯାଏ. କିନ୍ତୁ ବନ୍ଧୁଗଣ ମୁଁ ଆପଣ ମାନଙ୍କୁ କହି ରଖିବି ଏହାର ଯେତିକି ଲାଭ ମିଳିଥାଏ, କିଛି କ୍ଷେତ୍ରରେ ସେତିକି କ୍ଷତି ମଧ୍ୟ ପହଞ୍ଚି ଥାଏ. ସାଧାରଣତଃ ଏହାର ସେବନ ଦ୍ୱାରା ସବୁ ଲୋକଙ୍କୁ କ୍ଷତି ପହଞ୍ଚି ନଥାଏ କିନ୍ତୁ କିଛି ଲୋକଙ୍କ ପାଇଁ ରସୁଣର ସେବନ ବହୁତ ହାନିକାରକ ଅଟେ. ଆଜି ଆମେ ଜାଣିବା ରସୁଣର ସେବନ କେଉଁ ମାନେ କରିବା କଥା ନୁହଁ.

ଏମିତିରେ ରସୁଣର ବ୍ୟବହାର ବହୁତ ଲାଭଦାୟକ ଅଟେ, କିନ୍ତୁ ଯେଉଁ ଲୋକମାନଙ୍କୁ ଲିଭର ସମ୍ବନ୍ଧିତ ସମସ୍ୟା ବା ରୋଗ ଅଛି ସେମାନଙ୍କୁ ରସୁଣର ସେବନ ଭୁଲରେବି କରିବା କଥା ନୁହଁ. କାରଣ ଏହାର ସେବନ ଦ୍ୱାରା କିଡ଼ନୀ ସମସ୍ୟା ହୋଇଥାଏ.

ସାଥିରେ ଯେଉଁ ଲୋକଙ୍କୁ ଅଲସର ଭଳି ସମସ୍ୟା ଅଛି ସେମିତି ଲୋକଙ୍କ ପାଇଁ ରସୁଣର ସେବନ ବିଷ ସମାନ ଅଟେ. କାରଣ ଏହାର ସେବନ କରିବା ଦ୍ୱାରା ଅଲସର ସମସ୍ୟା ବଢିବାକୁ ଲାଗିଥାଏ.

ଯେଉଁ ଲୋକମାନଙ୍କୁ ଝାଡାବାନ୍ତିର ସମସ୍ୟା ଅଛି ସେମାନଙ୍କୁଵି ରସୁଣ ଖାଇବା କଥା ନୁହଁ. କାରଣ ରସୁଣ ବହୁତ ଗରମ ହୋଇଥାଏ. ଏହାଦ୍ୱାରା ଏହି ସମସ୍ୟା ବଢିବାକୁ ଲାଗେ.

ଯେଉଁ ଲୋକମାନଙ୍କୁ ରକ୍ତର ଅଭାବ ଥାଏ ସେମିତି ଲୋକଙ୍କ ପାଇଁ ରସୁଣର ସେବନ ବିଷ ସମାନ ଅଟେ. ଏହାଦ୍ୱାରା ଶରୀରରେ ରକ୍ତ ଅଧିକ କମ ହୋଇଯାଏ.

ସାଧାରଣତଃ ଯେଉଁ ଲୋକମାନେ ହୋମେପାଥି ଔଷଧର ସେବନ କରିଥାନ୍ତି ସେମାନଙ୍କୁ ରସୁଣର ସେବନ କରିବାକୁ ମନା କରାଯାଏ. କାରଣ ଏହାଦ୍ୱାରା ଔଷଧର ଗୁଣ କମ ହୋଇଯାଏ.


ସେଥିପାଇଁ ବନ୍ଧୁଗଣ ଯେଉଁ ଲୋକମାନଙ୍କୁ ଏମିତି ସମସ୍ୟା ଅଛି ସେମାନଙ୍କୁ ରସୁଣର ସେବନ ବର୍ଜିତ କରିବା ଆବଶ୍ୟକ.

Leave a Reply

Your email address will not be published. Required fields are marked *