କ’ଣ ଦେଖି ଝିଅକୁ ବୋହୁ କଲେ ଘର ଉଜ୍ଜଳ ହୁଏ ଓ ନିଜର ଜୀବନ ସାର୍ଥକ ହୁଏ ?

ଏହି ସବୁ ଗୁଣ ଦେଖି ଝିଅକୁ ବୋହୁ କଲେ ଘର ଉଜ୍ଜଳ ହୁଏ।

ଘରକୁ ଗୋଟେ ବୋହୁ ଆଣିବା ଆଗରୁ ଏହି ସବୁ କଥା ପ୍ରତି ନିଶ୍ଚିତ ଧ୍ୟାନ ଦିଅନ୍ତୁ। କାହିଁକି ନା ଗୋଟେ ସେହି ଝିଅ ବିବାହ ପରେ ଆପଣଙ୍କ ଘରର ଜେନ ମୁଖ୍ୟ ସଦସ୍ୟ ହୋଇଥାଏ। ତା ସହ କିଛି ନୂତନ ସମ୍ପର୍କ ଯୋଡିହୋଇଯାଏ। କାହାର ସ୍ତ୍ରୀ ତ କାହାର ବୋହୁ, ଏଭଳି ଅନେକ ସମ୍ପର୍କ ଗଢିଉଠେ ସେହି ନୂତନ ଝିଅ ସହ। ସେଥିପାଇଁ ଗୋଟେ ଝିଅକୁ ବୋହୁ କରିବା ଆଗରୁ ଏହି ସବୁ କଥାକୁ ନିଶ୍ଚିନ୍ତ ଧ୍ୟାନ ଦିଅନ୍ତୁ, ତାହାର ଶିକ୍ଷା, ବ୍ୟଭାର, ଓ ସେ ବଢିଥିବା ପରିବେଶ ଆଦି ।

୧. ଶିକ୍ଷା

ପ୍ରଥମେ ଶିକ୍ଷା ଉପରେ ଗୁରୁତ୍ବ ଦିଅନ୍ତୁ କାରଣ ନାରୀର ଶିକ୍ଷା ପିଲାମାନଙ୍କୁ ମଣିଷ କରିବାରେ ସାହାଯ୍ୟ କରିଥାଏ ।

୨. ପିରବେଶ ଓ ସଂସ୍କାର

ଯେଉଁ ପିଲାମାନଙ୍କୁ ବୋହୁ କରି ଆଣିବେ, ପ୍ରଥମେ ଆପଣ ସେହି ଘରର ପିରବେଶ ଓ ସଂସ୍କାର ଭଲ  ଭାବରେ ପରୀକ୍ଷା କରନ୍ତୁ । ଗରିବ ଘରର ଝିଅ ହେଉ କିମ୍ବା ଧନୀ ଘରର ଝିଅ ହେଉ ଯଦି ସେହି ଘରର ସଂସ୍କାର ଓ ପରିବେଶ ଠିକ୍ ନୁହେଁ ସେହି ଘରୁ ଝିଅ ଆଣିବା ଠିକ୍ ନୁହେଁ ।

୩. ଧନ ସମ୍ପତ୍ତି

ଅଧିକ ଧନ ସମ୍ପତ୍ତି ଲୋଭରେ କୌଣସି ଝିଅଙ୍କୁ ବୋହୁ କରି ଆଣିଲେ ଆପଣ ନିଶ୍ଚିତ କ୍ଷତିରେ  ପଡ଼ିବାର ସମ୍ଭାବନା ଅଛି ।

୪. ଚାଲି ଚଳନ ଓ ବ୍ୟବହାର

ଝିଅର ଚାଲି ଚଳନ ଓ ବ୍ୟବହାର ଉପରେ ଅଧିକ ଗୁରୁତ୍ଵ ଦିଅନ୍ତୁ ।

୫. ଝିଅର କୌଣସି ଅଭିଯୋଗ

ଆବଶ୍ୟକ ସ୍ଥଳେ ଯଦି ଝିଅର କୌଣସି ଅଭିଯୋଗ ଅଛି ଏଥିପାଇଁ ଝିଅ ସହିତ ଖୋଲା ଖୋଲି କଥା ହୁଅନ୍ତୁ । ଝିଅଟିଏ ବଡ଼ ହୋଇଗଲେ ସେ ନିଜର ସାଧନତା ସହିତ ବଞ୍ଚିବାକୁ ଚାହେଁ ଏଣୁ ଝିଅ ସହିତ ସିଧା ସିଧା କଥା ହେଲେ କିଛି କ୍ଷତି ନାହିଁ ।

ଲେଖାଟି ଯଦି ଭଲ ଲାଗିଲା ତେବ ଅନ୍ୟମାନଙ୍ କସହିତ ଶେୟାର କରନ୍ତୁ।

Leave a Reply

Your email address will not be published. Required fields are marked *