କେଉଁ ପୁରୁଷଙ୍କୁ ବିବାହ କରିବାକୁ ଚାହିଁଥାନ୍ତି ଝିଅମାନେ ।

ପୂର୍ବରୁ ବିବାହ ପାଇଁ ଦୁଇ ପରିବାର ମିଶି କରି ଏହି ବିବାହ ସମ୍ପନ୍ନ କରିଥାନ୍ତି ।ବର୍ତ୍ତମାନ ହେଉଛି ପ୍ରେମ ବିବାହର ସମୟ ।ଆଜିକାଲି ର ପିଲାମାନେ ପ୍ରେମ ବିବାହ କରୁଛନ୍ତି ।ବର୍ତ୍ତମାନ ର ସମୟ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛି ଏବେ ଉଭୟ ପୁଅ ଏବଂ ଝିଅର ଅନୁମତି ନବାକୁ ପଡିଥାଏ। ଖାସ କରି ମହିଳା ମାନଙ୍କ ସ୍ୱୀକୃତି ଅତ୍ୟନ୍ତ ଆବଶ୍ୟକ ପଡିଥାଏ। ଜୀବନସାଥୀର ରୋଜଗାର,ପ୍ରଫେସନ ଏବଂ ଚରିତ୍ର ଦେଖି ଝିଅ ମାନେ ପୁଅ ମାନଙ୍କୁ ଚୟନ କରିଥାନ୍ତି ।ଆପଣ ଜାଣିଛନ୍ତି କି କେଉଁ ପ୍ରଫେସନ ର ପୁଅମାନଙ୍କୁ ଝିଅ ମାନେ ବହୁତ ଚୟନ କରିଥାନ୍ତି ।ଏପରି କିଛି ପ୍ରଫେସନ ଅଛି ଯେଉଁ ଗୁଡିକୁ ଝିଅ ମାନେ ବହୁତ ପସନ୍ଦ କରିଥାନ୍ତି ।

ପାଠ ପଢ଼ାରେ ଯେପରି ଡାକ୍ତରୀ ପାଠକୁ ଅଧିକ ପ୍ରାଧ୍ୟାନ ଦିଆଯାଏ ସେହିପରି ଝିଅମାନେ ମୁଖ୍ୟତଃ ଡାକ୍ତର ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି ।ବହୁତ କ୍ଷେତ୍ରରେ ଝିଅମାନେ ଅଧିକ ଟଙ୍କା ରୋଜଗାର କରୁଥିବା ପୁଅମାନଙ୍କୁ ପସନ୍ଦ କରିଥାନ୍ତି। ଯେପରିକି ବ୍ୟବସାୟୀ ମାନେ ବହୁତ ଟଙ୍କା ରୋଜଗାର କରିଥାନ୍ତି ।ସେଥିପାଇଁ ବ୍ୟବସାୟୀ ମାନେ ବି ଝିଅ ମାନଙ୍କୁ ପସନ୍ଦ ଆସିଥାନ୍ତି ।ବର୍ତ୍ତମାନ ସମୟରେ ଝିଅମାନେ ଇଞ୍ଜିନିୟର ପିଲାଙ୍କୁ ପସନ୍ଦ କରିନଥାନ୍ତି ।କାରଣ ଏମାନଙ୍କ ପାଖରେ ଧନ କମ ଥାଏ ।ସେଥିପାଇଁ ସେମାନେ ତାଙ୍କ ଭବିଷ୍ୟତ ବହୁତ ଅସୁରକ୍ଷିତ ବୋଲି ଅନୁଭବ କରିଥାନ୍ତି ।ମହିଳା ମାନେ ପାଇଲଟ ,ଅଭିନେତା ମାନଙ୍କୁ ବହୁତ ପସନ୍ଦ କରିଥାନ୍ତି ।

ବର୍ତ୍ତମାନ ସମୟରେ ସେମାନେ କ୍ରିକେଟ ତାରକା ମାନଙ୍କୁ ବହୁତ ପସନ୍ଦ କରିଥାନ୍ତି।ଅର୍ମୀ ଏବଂ ଦେଶ ସୁରକ୍ଷା ଅଧିକାରୀ ମାନକୁ ପସନ୍ଦ କରିପାରନ୍ତି ଝିଅ ମାନେ କାରଣ ସେମାନେ ନିଜ ଜୀବନକୁ ନଦେଖି ଦେଶ ପାଇଁ ଜୀବନ ଦେଇଦିଆନ୍ତି ୱେବ ପରିବାର ଅସୁବିଧା ରେ ପଡିଥାଏ ।ସେଥିପାଇଁ ଝିଅ ମାନେ ନିଜ ଭବିଷ୍ୟତ କୁ ନଜର କରି ଏହି ପ୍ରଫେସନ ର ପୁଅମାନଙ୍କୁ ପସନ୍ଦ କରିନଥାନ୍ତି।

Leave a Reply

Your email address will not be published. Required fields are marked *