୧ ଡିସେମ୍ବର ରେ ବଦଳୁଛି ଏହି ଚାରୋଟି ଜିନିଷ, ଯାହାଫଳରେ ଆପଣଙ୍କ ଖର୍ଚ ରେ ପଡି ପାରେ ଫରକ

ବର୍ଷ ର ଶେଷ ମାସ ଡିସେମ୍ବର ୧ ତାରିଖଟି କୃଷକ, ବେପାରୀ ଓ ଚାକିରିଆ ମାନଙ୍କ ଖର୍ଚ ଉପରେ ଫରକ ସୃଷ୍ଟି କରିବ । ସରକାରି  ଯୋଜୋନା, ବୀମା ଓ ଟେଲିଫୋନ ସେକ୍ଟର ରେ କିଛି ବଦଳୁଛି । ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜୋନା ର ଅନ୍ତର୍ଗତ ମିଳୁଥିବା ୬୦୦୦ ଟଙ୍କା ପାଇଁ ଆଧାର କାର୍ଡ ଲିଙ୍କ୍ କରିବାର ଆଜି ଶେଷ ଦିନ । ହେଲେ ଆସାମ, ଜାମ୍ମୁକାଶ୍ମୀର, ଲାଦାଖ ଓ ମେଘାଳୟ ପାଇଁ ୩୧ ମାର୍ଛ ୨୦୨୦ ଅଛି ।

ଯେଉଁ ଲୋକ ମାନେ ନିଜ ଆଧାର ଲିଙ୍କ୍ କରି ନାହାନ୍ତି ସେମାନେ ଆଜି ହି କରିପାରିବେ ।

ଟେଲିଫୋନ୍ କମ୍ପାନୀ ଉପରେ ଆର ଜି ଇଊ ର ପ୍ରଭାବ ଲାଗି ରହିଛି, ସେଥିପାଇଁ ମୋବାଇଲ ଫୋନ୍ ର ଦର ବଢି ପରେ । ୧ ଡିସେମ୍ବର ରୁ ଭୋଡାଫୋନ୍, ଆଇଡିଆ ଓ ଏଆର୍ଟେଲ୍ ନେଟୱର୍କ ସହ ଫୋନ୍ ଦର ବଢିପାରେ ।

ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ୧ ଡିସେମ୍ବର ରୁ କଡା କଡି ଭାବେ ନିୟମ ଲାଗୁକରୁଛି । ଖବର ମିଳିଛି ଯେ ପ୍ରିମିୟମ ର ଦର ବଢିବ ଓ ଗ୍ୟାରେଣ୍ଟିଡ୍ ଋଟର୍ନ କମିଯିବ । ଭାରତୀୟ ଜୀବନ ବୀମା ନିଗମ ନିଜ ପ୍ଳାନ୍ ର ପରିବର୍ତନ କରୁଛି, ଏହି ପ୍ଳାନ ଟି ପୂର୍ବ ରୁ ଅଧିକ ଲମ୍ବା ଓ ବିସ୍ତୃତ ହେବ ।

ତେବେ ବର୍ଷ ଶେଷ ମାସ ଟି ସମସ୍ତଙ୍କ ପାଇଁ ବ୍ଯସ୍ତବହୁଳ ରହିବା ସହ ସରକାରୀ କାର୍ଯ୍ୟ କ୍ଷେତ୍ରରେ ଏହି ସ୍ବାଉ ପରିବର୍ତନ ଦେଖାଦେବ । ସେଥିପାଇଁ ସମସ୍ତେ ପ୍ରସ୍ତୁତ ରୁହନ୍ତୁ  । କେବଳ ଏଟୁଇକି ନୁହେଁ ଆହୁରି ଅନେକ କିଛି ମଧ୍ୟ ବଦଳି ପାରେ, ନୂତନ ବର୍ଷ ଆସିବା ଆଗରୁ ବହୁତ କିଛି ବଦଳିବାର ସମ୍ଭାବନା ଅଛି । ମୋଦୀ ସରକାର ସମସ୍ତଙ୍କ ପାଇଁ କିଛି ନୂଆ ନିଆଶ୍ଚଯ ଆଣିକି ଆସିବେ ଏହି ନୂତନ ବର୍ଷରେ । ତେବେ ଏହା କେବଳ ଦେଖିବାକୁ ବାକ ରହିଲା ଆମ ଦେଶରେ ଆଉ କି କି ପରିବର୍ତ୍ତନ ହେବ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *