ଏଇଥି ପାଇଁ ଏ ଝିଅଟି ମେଟ୍ରୋ ଷ୍ଟେସନରେ ସମସ୍ତଙ୍କ ଆଗରେ ଖୋଲିବାକୁ ଲାଗିଲା ନିଜ ଡ୍ରେସ୍, ଆଉ ତା ପରେ …

ସବୁ ଜାଣିଛନ୍ତି କେବଳ ଭାରତ ହିଁ ନୁହେଁ ସବୁ ଦେଶରେ କିଛି କହିବା ପାଇଁ କିଛି କରିବା ପାଇଁ ସମସ୍ତଙ୍କ ଅଧିକାର ରହିଛି । ହେଲେ ସବୁ କରିବାର କିଛି ସୀମା ଥାଏ, ଯଦି ସୀମା ବାହାରକୁ ପଳେଇଲା ତାହାଲେ ଆମକୁ ଭୋଗିବାକୁ ପଡିବ । ରେଲୱେ ଷ୍ଟେସନ୍ ରେ ଆମେ କିଛି ବି କଲେ ଆମକୁ କେହି କିଛି କୁହନ୍ତିନି । ଷ୍ଟେସନ୍ ପରିକା ସ୍ଥାନ ରେ ଏମିତି କିଛି ସନ୍ଦେଶ ଦିଆଯାଏ ଯାହାଫଳରେ ଲୋକମାନଙ୍କ ଜୀବନ ବଦଳି ପାରେ ।

ଏହିପରି ଏକ ସନ୍ଦେଶ ଜଣେ ରଶିଆନ୍ ଝିଅ ଲୋକମାନଙ୍କୁ ଦେଇଛନ୍ତି । ଆପଣମାନେ ଜାଣିଥିବେ ଝିଅ ମାନେ କିଛି ସ୍ଥାନ ରେ ଅସୁରକ୍ଷିତ ଅନୁଭବ କରିଥାନ୍ତି ।

ଏମିତିବି ସ୍ଥାନ ଅଛି ଯାହା ଝିଅ ମାନଙ୍କ ପାଇଁ ଅସୁରକ୍ଷିତ । ଏଥି ପାଇଁ ଏହି ଝିଅ ଜଣକ ଏମତି କିଛି କରିବା ପାଇଁ ଚେଷ୍ଟା କଲେ । ସେ ଝିଅ ଜଣକ ନିଜ ସ୍କର୍ଟ ଉଠେଇଥିଲେ ଓ ବିରୋଧ ପଦର୍ଶନ କରିଥିଲେ, ତାର ଏହି ପଦର୍ଶନ ସେହି ପୁରୁଷ ମାନଙ୍କ ପାଇଁ ଥିଲା ଯେଉଁମାନେ ଝିଅଙ୍କ ସ୍କର୍ଟ ତଳକୁ ଖରାପ ନଜର ରେ ଦେଖନ୍ତି ।

ଝିଅ ଟି ଷ୍ଟେସନ ରେ ଏଥି ପାଇଁ ତାର ବିରୋଧ ପଦର୍ଶନ କରିଛି କାରଣ ବହୁତ ଲୋକ ଝିଅ ମାନଙ୍କ ସ୍କର୍ଟ ଭିତରେ ଫୋନ ରେ ଫୋଟ ଉଠାଉଛନ୍ତି । ସେଥିପାଇଁ ସବୁ ଝିଅ ମାନଙ୍କ ପାଇଁ ଏ ଝିଅ ଏହା କରିଛି । ୟୁଟ୍ଯୁବ ରେ ଏହି ଭିଡିଓ କୁ  ଛାଡିକି ସେ ଲେଖିଛି ଯେ ସେ ସବୁ ଝିଅ ମାନଙ୍କ ସୁରକ୍ଷା ପାଇଁ ଏହି ପଦର୍ଶନ କରିଛି । ଯାହାଫଳରେ ଅସଭ୍ୟ ଲୋକ ମାନେ ଭିଡିଓ ଦେଖି ଝିଅ ମାନଙ୍କ  ସହ ଏପରି ବ୍ୟବହାର କରିବେନି । ଯଦି କରିବେ ସରକାର ଏଥିପାଇଁ କିଛି ନିୟମ କରନ୍ତୁ ଯାହାଫଳରେ ସେମାନଙ୍କୁ ଦଣ୍ଡ ମିଳିବ ।

ଏହା ଦ୍ଵାରା ସେମାନେ ସ୍ଵପ୍ନ ରେ ବି କେବେ ଭବିବେନି ଝିଅର ସ୍କର୍ଟ ତଳକୁ ଫୋନ ରେ ଫୋଟ ଉଠେଇବା ପାଇଁ । ସେହି ଭିଡିଓ ରେ ଝିଅ ଟି ପ୍ରଥମେ ଷ୍ଟେସନ ରେ ଛିଡା ହେଲା ତା ପରେ ସେ ହଟାତ ନିଜ ବିରୋଧ ପଦର୍ଶନ କଲା ବହୁତ ଲୋକ ଏହା ଦେଖି ମୁହଁ ବୁଲେଇଥିଲେ । କିଛି ଲୋକ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଓ କିଛି ଲୋକ ତ ନିରଳଜ ଭଳି ଚାହିଁ ରହିଥିଲେ ।

ଏହି ଝିଅର ଏଭଳି କାମ ପାଇଁ ସମସ୍ତେ ତାର ପ୍ରଶଂସା କରୁଛନ୍ତି  । ପ୍ରକୃତରେ ଆଜିକାଲି ଲୋକ ମାନେ ଏତେ ତଳକୁ ଖସିଯାଉଛନ୍ତି ଯେ ସେମାନଙ୍କୁ ବାଟକୁ ଆଣିବା ପାଇଁ ଏହିଭଳି ବୋଲ୍ଡ ପଦକ୍ଷପ ଉଠାଇବା ଜରୁରୀ ହେଇ ଯାଉଛି । ଏହା ଉପରେ ଆପଣଙ୍କର ମାତା ମତ କଣ ନିଶ୍ଚୟ ଜଣାଇବେ ।

Leave a Reply

Your email address will not be published. Required fields are marked *