ହଠାତ ଗରିବ ଝିଅର ଖାତାକୁ ଆସିଲା ୧୦ କୋଟି ଟଙ୍କା, ତା ପରେ ଯାହା ହେଲା…

ଯଦି ଆପଣଙ୍କ ଖାତାରେ ୨ ହଜାର ଟଙ୍କା ନଥିବା ହଠାତ ଦସ ହଜାର ଟଙ୍କା ଆସିଯିବ ଜଣେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ହୋଇଯିବ । ଯଦି ଆପଣଙ୍କୁ ଲଟେରୀରେ ମିଳେ ତାହେଲେ ଠିକ ଅଛି ଆପଣ ଖୁସି ହେବେ । କିନ୍ତୁ ଯଦି ବିନା କାରଣରେ ଆପଣଙ୍କ ଆକାଉଣ୍ଟକୁ ଏତେ ଟଙ୍କା ଜମା ହୁଏ ଆପଣ ଡରିଯିବେ । ଯଦି ଆପଣଙ୍କ ସହ ଏମିତି କେବେ ହୁଏ ତ ଆପଣ ତୁରନ୍ତ ଏହାର ଯାଞ୍ଚ କରନ୍ତୁ ନଚେତ ବହୁତ ଅସୁବିଧାରେ ପଡି ପାରନ୍ତି ।

ଏହିଭଳି ଘଟଣା ଘଟିଛି ଉତ୍ତର ପ୍ରଦେଶ ଜିଲାରେ ରହୁଥିବା ଜଣେ ନାବାଳିକାଙ୍କ ସହିତ । ଟଙ୍କା ଆକାଉଣ୍ଟରେ ୯ କୋଟି ୯୯ ଲକ୍ଷ ଟଙ୍କା ଜମା ହୋଇଛି । ୧୬ ବର୍ଷର ସରୋଜା ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସରୋଜା ଆହ୍ଲାବାଦ ବ୍ୟାଙ୍କର ବାଂଶଡିହ  ସଖାରେ ୨୦୧୮ ରେ ଆକାଉଣ୍ଟ ଖୋଲାଯାଇଥିଲା ।

Image Courtesy: Google

ସେ ବ୍ୟାଙ୍କ ଯାଇ ନିଜ ଆକାଉଣ୍ଟରେ କେତେ ଟଙ୍କା ଅଛି ବୋଲି ପଚାରିଥିଲେ । ସେ ଜାଣିଲେ ତାଙ୍କ ଖାତାରେ ହଜାରେ ନୁହେଁ କୋଟି କୋଟି ଟଙ୍କା ଥିବା ଜାଣିବାକୁ ପାଇଲେ । ବ୍ୟାଙ୍କ  ଖାତାରେ ଏତେ ପଇସା ଦେଖି ଦେବାନେବା ଉପରେ ରୋକ ଲଗାଇଛି । ସରୋଜ କହିଛନ୍ତିକି କାନପୁରରେ ରହୁଥିବା ନିଲେସ ତାଙ୍କ ଆଧାରକାର୍ଡ ଓ ଅନ୍ୟ କାଗଜ ପତ୍ର ଓ ଫୋଟ କପି ନେଇଥିଲେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାର ଲାଭ ଉଠେଇବା ପାଇଁ । ଏହାଦ୍ବାରା ଏହି ବ୍ୟାଙ୍କରେ ଆକାଉଣ୍ଟ ଖୋଲାଯାଇଥିଲା ।

Image Courtesy: Google

ବ୍ୟାଙ୍କ କର୍ମଚାରୀ କହିଛନ୍ତି ସରୋଜାଙ୍କ ଆକାଉଣ୍ଟରୁ ଲଗାତର ଭାବେ ଦେବାନେବା ଚାଲିଥିଲା । କିନ୍ତୁ ଏହିକଥା ବିଷୟରେ ସରୋଜା ଅବଗତ ନଥିଲେ । ଏବେ ନିଲେସର ଫୋନ ବନ୍ଦ ଅଛି । ଏତେ ଟଙ୍କା କେମିତି ଆସିଲା ତାର ଯାଞ୍ଚ ଚାଲିଛି । ତେବେ ଆମେ ଆପଣଙ୍କୁ କହିବାକୁ ଚାହୁଞ୍ଚୁ ଯେ ଏହିଭଳି ଫ୍ରଡ ବହୁତ ବୁଲୁଛନ୍ତି, ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ନଚେତ ଆପଣ ବହୁତ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *