ବିଶ୍ୱର ୧୦୦ ଧନୀ ଖେଳାଳି ଙ୍କ ଭିତରେ ଭାରତୀୟ ।

୧୦୦ ଧନୀ ଖେଳାଳି ଙ୍କ ଭିତରେ ଭାରତୀୟ

ଆପଣ ଜାଣିଛନ୍ତି କି କ୍ରୀଡା ବିତ ମନେ କେତେ ଧନୀ। କିପରି ସେ ସାରା ବିଶ୍ୱ ରେ ପ୍ରସିଦ୍ଧି ଲାଭ କରିଛନ୍ତି , ବିଶ୍ୱର ୧୦୦ ଧନୀ କ୍ରୀଡ଼ାବିତ ଙ୍କ ତାଲିକା ଏବେ ଅନ୍ତର୍ଜାତୀୟ ମାଗାଜିନ ଫୋବର୍ଷ ପକ୍ଷରୁ ପ୍ରକାଶ ପାଇଛି ବିଶ୍ୱର ପ୍ରଥମ ୧୦୦ ଧନୀ କ୍ରୀଡ଼ାବିତ । ତେବେ ଏହି ୧୦୦ କ୍ରୀଡ଼ାବିତ ଙ୍କ ମଧ୍ୟରୁ ମାତ୍ର ଜଣେ କ୍ରିକେଟର ଭାବେ ବିରାଟ କୋହିଲି ସ୍ଥାନ ପାଇଛନ୍ତି । ସେ ଏହି ତାଲିକା ର ୮୩ତମ ଡ଼ଠାନାରେ ଅଛନ୍ତି । କୋହିଲି ଙ୍କ ଅୟର ମୂଲ୍ୟ ରହିଛି ୨୪ମିଲିୟନ ଆମେରିକୀୟ ଡଲାର । ଯାହାର ଭାରତୀୟ ମୂଲ୍ୟ ରେ ପ୍ରାୟ ୧୬ଶହ ୮୦ କୋଟି ଟଙ୍କା ।

BCCI

ତେବେ ସେ ଏକ ମାତ୍ର ଭାରତୀୟ ଭାବେ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ଏହି ଧନୀ ତାଲିକାରେ ସବୁଠୁ ଅଧିକ ଖେଳାମି ହେଉଛନ୍ତି ବାସ୍କେଟବଲ ଖେଳାଳି । ପ୍ରାୟତଃ ୪୦ ଜଣ ବାସ୍କେଟବଲ ଖେଳାଳି ଏହିତଳିକାର ଅନ୍ତର୍ଭୂକ୍ତ । ଏହି ତାଲିକାର ଶୀର୍ଷ ରେ ଅଛନ୍ତି ୪୧ ବର୍ଷୀୟ ବକ୍ସିଙ୍ଗ ଖେଳାଳି ଫଏଡ଼ ମେୱେଦର ।

ନାରୀମାନଙ୍କ ଅଙ୍ଗ ର ଆକୃତି କୁ ନେଇ ସ୍ଵଭାଵ।

285 ନିୟୁତ

ତାଙ୍କର ସମ୍ପତ୍ତିର ଅକଲନ ପ୍ରାୟତଃ 285 ନିୟୁତ ଆମେରିକୀୟ ଡଲାର ଲେହି ତାଲିକାର ଦିତୀୟ ସ୍ଥାନରେ ଅଛନ୍ତି ଫୋଟବୋଲର ମେସି ୱେବ ରୋନାଲଡୋ ଏହି ତାଲିକାର ୩ୟ ସ୍ଥାନରେ ଅଛନ୍ତି ।

କୋହିଲି ଙ୍କର ୨୫ ନିୟୁତ ପ୍ରସସଙ୍କ ଟ୍ୱିଟର ଅଛନ୍ତି । ଏନ BCCI ଭାରତୀୟ ଅଧିନାୟକ ବିରାଟଙ୍କୁ A+ ଖେଳାଳୀ ଭାବେ ସ୍ଥାନ ଦେଇଛନ୍ତି । ଏବଂ ପାରିଶ୍ରମିକ ଆକାରରେ ତାଙ୍କୁ ୧୦ ଲକ୍ଷ ଆମେରିକୀୟ ଡଲାର ମିଳିଥାଏ । ତେବେ ଏହି ତାଲିକାରେ ଧୋନି ଙ୍କର କୌଣସି ସ୍ଥାନ ନାହିଁ ।

Leave a Reply

Your email address will not be published. Required fields are marked *