ମାତ୍ର ୧୪ ବର୍ଷର ଏହି ଝିଅ, ହୋଇଛି ହଜାର ଥର ଦୁଷ୍କର୍ମର ଶିକାର – ପଢ଼ନ୍ତୁ ଏଇ ହୃଦୟ ଥରେଇଲା ଭଳି ଖବର

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଏଭଳି ହୃଦୟଥାରା ଘଟଣା ବିଷୟରେ କହିବୁ ଯାହା ଶୁଣି ଆପଣଙ୍କ ଛାତି ଥରି ଉଠିବ । ଗୋଟେ ୧୪ ବର୍ଷର ଝିଅକୁ ନିର୍ମମ ଭାବେ ଦୁଷ୍କର୍ମ କରାଯାଇଛି । ମାତ୍ର ୬ ମାସ ଭିତରେ ହଜାର ଥର ତାର ରେପ କର ହୋଇଛି । ତେବେ ସେହି ନାବାଳିକା ନିଜେ ଏହି ବିଷୟରେ କହିଛନ୍ତି କି ତାଙ୍କ ସହ ଏଭଳି ଘୃଣ୍ୟୁ କାମ ଆତଙ୍କବାଦୀ ମାନେ ତାଙ୍କୁ ବନ୍ଦୀ କରି କରିଥିଲେ ବୋଲି କହିଛନ୍ତି ।

ସୂଚନା ଅନୁସାରେ ଖୁଖ୍ୟାତ ଆତଙ୍କବାଦୀଙ୍କ କବଜାରେ ଥିବା ଏହି ୧୪ ବର୍ଷର ନାବାଳିକା ଦୀର୍ଘ ୬ ମାସ ପର୍ଯ୍ୟନ୍ତ ବହୁତ କଷ୍ଟ ଭୋଗଛନ୍ତି ବୋଲି ସେଠାରୁ ଖସି ଆସି କହିଛନ୍ତି । ଇସ୍ଲାମିକ ଷ୍ଟେଟ୍‌ (ଆଇଏସ)ର ପ୍ରତ୍ୟକ ଦିନ ତାଙ୍କ ସହ ଦୁଷ୍କର୍ମ କରାଯିବା ସହ ତାଙ୍କୁ ବହୁତ ମାରୁଥିଲେ ମଧ୍ୟ ଏହି ଆତଙ୍କବାଦୀମାନେ । ସେ ସେମାନଙ୍କୁ କବଳରୁ ଖସିବାକୁ ଅନେକ ଚେଷ୍ଟା କରି ବିଫଳ ହେବା ପରେ ଠାରେ ଯେବେ ସେହି ଆତଙ୍କବାଦୀମାନେ ଯୁଧ୍ୟ କରିବାକୁ ଯାଇଥିଲେ ସେବେ ସେ ତାଙ୍କ କ୍ୟାମ୍ପ ରୁ ଖସି ଆସିଥିଲେ ।

ସେ କହିଥିଲେ କି ୧୫୦ ଝିଅ ମାନଙ୍କୁ ସେମାନେ ଅପହରଣ କରିଥିଲେ ଓ ସେମାନଙ୍କ ମଧ୍ୟରୁ ତାଙ୍କୁ ବଛାଯାଇଥିଲା ।  ୧୪ ବର୍ଷ ବୟସରେ ଆତଙ୍କବାଦୀମାନେ ତାଙ୍କୁ ଅପହରଣ କରି ସେକ୍ସ ସ୍ଲେଭ କରି ଦେଇଥିଲେ । କେବଳ ବଳାତ୍କାର ନୁହେଁ ବରଂ ବକାତ୍କାର ପରେ ତାଙ୍କୁ ଧୁଳି ଚଟାଉ ଥିଲେ ସେହି କୁଖ୍ୟାତ ଆତଙ୍କବାଦୀ ମାନେ । ଏହି କଷ୍ଟ ସାହି ନ ପାରି ସେ ବହୁତ ଥର ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲା ।

ସେ ସେଠାରେ ଏତେ କଷ୍ଟ ପାଇ ଛନ୍ତି କି ଶେଠୀ କାନ୍ଦି କାନ୍ଦି ତାଙ୍କ ଆଖିର ଲୁହ ସୁଖି ଯାଇଛି । ସେଥିପାଇଁ ଯେବେ ସେ ଏହି ସବୁ ଘଟଣା ବିଷୟରେ କହୁଥିଲେ ତାଙ୍କ ଆଖିରେ ଗୋଟେ ବୁନ୍ଦା ଲୁହ ଝରିନି । ଜର୍ମାନୀର ଏକ ହସ୍ପିଟାଲରେ ଚିକିତ୍ସା କରିବା ପରେ ଏବେ ପୀଡ଼ିତା ସୁସ୍ଥ ଅଛନ୍ତି।ପୀଡ଼ିତା ପାଠ ପଢ଼ି ଓକିଲ ହେବେ ବୋଲି କହିଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *