ଚଳନ୍ତା ଗାଡିରୁ ଖସି ପଡିଲା ବର୍ଷକର ଶିଶୁ, ଆଉ ତା ପରେ ଯାହା ହେଲା … ଦେଖନ୍ତୁ ଭିଡିଓ

ନମସ୍କାର ବନ୍ଧୁଗଣ, ଆପଣମାଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ଆଜି ଆମେ ଆପଣଙ୍କୁ ଏକ ଅଭୁତ ଆଶ୍ଚର୍ଯ୍ୟ କଳା ଭଳି ଘଟଣା ବିଷୟରେ କହିବୁ । ଯାହା ଶୁଣି ଆପଣ ବି କହିବେ ସତରେ ଭଗବାନ ଅଛନ୍ତି । କଣ କେବେ ଗୋଟେ ବର୍ଷର ଛୋଟ ପିଲା ଚଳନ୍ତା ଗାଡିରୁ ପଡି ବଞ୍ଚିଯାଇପାରେ? ସେମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି କେରଳର ଇଣ୍ଡୁକି ଜିଲ୍ଲାରେ । ଆପଣ ମାନେ ତ ଶୁଣିଥିବେ କଥାରେ ଅଛି ଯାହାକୁ ସ୍ଵୟଂ ଭଗବାନ ବଞ୍ଚେଇବେ ତାକୁ ବା କିଏ ମାରିବ । ଅର୍ଥାତ ଯେ ପର୍ଯ୍ୟନ୍ତ ଆପଣଙ୍କ ମୃତ୍ୟୁ ଭଗବାନ ଲେଖି ନାହାନ୍ତି ତ ଆଗରୁ କେହି ବି ମାରି ନାହିଁ ।

ଆପଣ ଦେଖିଥିବେ ବେଳେ ବେଳେ କିଛି ଛୋଟ ଦୁର୍ଘଟଣା ବି କାହାର ଜୀବନ ନେଇ ଯାଏ କିନ୍ତୁ କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ବଡ ବଡ ଦୁର୍ଘଟଣାରୁ ବି ବଞ୍ଚି ଜୀବିତ ଅଛନ୍ତି । ସେହି ଭଳି ଏକ ଚମତ୍କାରୀ ଘଟଣା ଘଟିଛି କେରଳରେ । ସୂଚନା ଅନୁସାରେ ମାତ୍ର ବର୍ଷକର ଏକ ଶିଶୁ ଚଳନ୍ତା କାରରୁ ଖସିପଡିଛି, ଏବଂ ତାର ବାପା ମା ଏହାକୁ ଲକ୍ଷ ନ କରି ଆଗକୁ ଚାଲିଯାଇଛନ୍ତି । ଏପଟେ ସେ ପିଲାଟି ଚଳନ୍ତା ଗାଡି ରୁ ଖସି ମଧ୍ୟ ତା ଦେହରେ ଗୋଟେ ବି ଦାଗ ହୋଇ ନାହିଁ ।

 

ତେବେ ବର୍ତ୍ତମାନ ସବୁଠୁ ବଡ କଥା ହେଲାକି, ଗାଡିରୁ ଖସି ପଡିବା ପରେ ବି ସେହି ଶିଶୁଟିର ବାପାମାଆଙ୍କୁ ଏ ବିଷୟରେ ଜଣା ନଥିଲା ଓ ସେମାନେ ସେହି ସ୍ଥାନରୁ ୫୦ କିଲୋମିଟର ଆଗକୁ ଚାଲିଯାଇଥିଲେ । ତେବେ ସେହି ଶିଶୁ ଟି ତାର  ଗୁରୁଣ୍ଡି ଗୁରୁଣ୍ଡି ମନ ଇଚ୍ଛା ଚାଲିଥିବା ସମୟରେ ପାଖରେ ଥିବା ଚେକ୍ ପୋଷ୍ଟ ପାଖ ପାଖି ହେବାରୁ ଲୋକେ ଶିଶୁଟିକୁ ଉଦ୍ଧାର କରି ତାର ବାପାମାଆଙ୍କୁ ହସ୍ତାନ୍ତର କରିଥିଲେ । ତେବେ ଏହି ସବୁ ଘଟଣା କଏଦ ହୋଇଥିଲା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ । ଦେଖନ୍ତୁ ଏହି ଭିଡିଓ…

ସବୁଠୁ ବଡ କଥା ଯଦି ପିଲାଟି ଗାଡି ରୁ ଖସି ପଡିଲା ବାପା କେମିତି ଯାନୀ ପାରିଲେ ନାହିଁ? କିଛି ଲୋକ ତ କହୁଛନ୍ତି ସେମାନେ ସେହି ଶିଶୁକୁ ଜାଣିଶୁଣି ଛାଡି ଦେଇଥିଲେ । କାହିଁକି ନା ସେ ଗୋଟେ କନ୍ୟା ସନ୍ତାନ ଥିଲା।  ନଚେତ ଆପଣ ହିଁ ଭାବନ୍ତୁ ଏହା କେମିତି ସମ୍ଭବ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *