ସ୍ପା ନାଁରେ ରାଜଧାନୀରେ ଚାଲିଛି ସେକ୍ସ କାରବାର୍, ଭିଡିଓ ହେଲା ଭାଇରାଲ

ଦିଲ୍ଲୀ, ଯାହା ଆମ ଦେଶର ରାଜଧାନୀ ଅଟେ । ସବୁବେଳେ ସେଠି ଘଟୁଥିବା ଅପରାଧକୁ ନେଇ ରାଜଧାନୀ ଖୁବ ଚର୍ଚ୍ଚାରେ ଥାଏ । ତେବେ ଏହି କିଛି ଦିନ ତଳେ ଦିଲ୍ଲୀର ମହିଳା ଆୟୋଗର ଅଧ୍ୟକ୍ଷା ସ୍ବାତି ମାଲିଓ୍ବାଲ, ବେଆଇନ ଭାବେ ରାଜଧାନୀରେ ଚାଲୁଥିବା ସେକ୍ସ ରାକେଟ୍‌ର ପର୍ଦ୍ଦାଫାଶ କରିଛନ୍ତି । ତେବେ ଏହା କୌଣସି ନୂଆ କଥା ନୁହେଁ । ପ୍ରତ୍ୟକ ଦିନ ଏହିଭଳି କିଛି ନା କିଛି ଖବର ନିଶ୍ଚୟ ଶୁଣିବାକୁ ମିଳୁଛି । ତେବେ ସ୍ଵାତି ଏହି ବିଷୟରେ ଜାଣିବା ପରେ ଦୁଇଟି ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲେ ।

ସେ ସେଠୁ ୧୨ ଜଣ ଯୁବକ ଯୁବତୀଙ୍କୁ ଗିରଫ କରିଛନ୍ତି । ତେବେ ଛଡାଇ କରୁଥିବା ସମୟରେ ସେ ଏହାର ଭିଡିଓ ବନାଇ ଟୁଇଟର ରେ ପୋସ୍ତ କରିଥିଲଏ ଓ କହିଥିଲେ ଯେବେ ସେ ସେହି ସ୍ପା ସେଣ୍ଟର ରେ ଚଢାଉ କରିଥିଲେ ତାଙ୍କୁ ପ୍ରତ୍ୟକ ରୁମ ରେ ବ୍ୟବହାର  କରାଯାଇଥିବା କଣ୍ଡମ ମିଳିଥିଲା ଏବଂ ଗୋଟେ ସ୍ପା ସେଣ୍ଟର ରେ ତ ଜେନ ନାବାଳିକା ସହ ଦୁଇଟି ବ୍ୟକ୍ତି ଉଲଗ୍ନ ଅବସ୍ଥାରେ ଦେଖିବାକୁ ମିଳିଥିଲା ।

ପଚାରିବାରୁ ସେମାଏ ମନି ଥିଳେ କି ଏଠି ସେକ୍ସ କାରବାର ଚାଲିଛି ବୋଲି । ସେଥିପାଇଁ ସେମାଙ୍କୁ ସେହି ସ୍ଥାନରୁ ହିଁ ଗିରଫ କରି ନିଆଯାଇଥିଲା ।

ସେ ସେହି ଭିଡିଓକୁ ଟୁଇଟ କରି ଲେଖିଥିଲେ କି- ” ଅନ୍ୟ କାହା ଭଉଣୀର ଦେହ ସହ ଏମାନେ ଖେଳୁଛନ୍ତି । ପୋଲିସ ଓ ଏମସିଡିଙ୍କ ନାକ ତଳେ ବେଆଇନ ଭାବେ ସେକ୍ସ କାରବାର ହେଉଛି ହେଲେ ପୋଲିସ କ’ଣ ପାଇଁ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ? ଏହା କାହାର ଦାୟିତ୍ବ? କାହିଁକି ସେକ୍ସ ରାକେଟ କାରବାର୍‌ ଉପରେ ରୋକ୍‌ ଲଗାଯାଉ ନାହିଁ ?” ଏହିଭଳି ଅନେକ ପ୍ରଶ୍ନ କରିଥିଲେ ସ୍ବାତି ମାଲିଓ୍ବାଲ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *