ଶନିବାର 15 ମେ 2021- ଶନିଦେବଙ୍କ କୃପାରୁ ଆଜି ଏହି 4 ଟି ରାଶୀଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି ।

କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ସାମାଜିକ କ୍ଷେତ୍ରରେ ଆପଣଙ୍କର ବହୁତ ପ୍ରଶଂସା ହୋଇବ । କୌଣସି ମହିଳା ମିତ୍ରଙ୍କ ସହଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବରୁ ବହୁତ ଭଲ ହେବ । ଭବିଷ୍ୟତରେ ଆଗକୁ ବଢିବା ପାଇଁ ନୂଆ ଅବସର ମିଳିବ । ନିଜ ଲକ୍ଷ ପ୍ରତି କେନ୍ଦ୍ରିତ ରହିବା ଉତ୍ତମ କଥା ଅଟେ ।

ବୃଷ :- ଆଜି ଦିନରେ ଯଦି ଆପଣଙ୍କ ମନ ମୁତାବକ ଜିନିଷ ନମିଳେ ତେବେ ମନ ଛୋଟ କରିବା ନହିଁ । ଅନ୍ୟର ଭବନା ଓ ମନ କଥା ଜାଣିବାର କ୍ଷମତା ଆପଣଙ୍କ ପାଖରେ ରହିଛି । ଏହି କାରଣରୁ ଆପଣ ତାଙ୍କଠୁ ଅଥବା ତାଙ୍କର ପରିସ୍ଥିତି ପାଇଁ ସହନଭୂତି ଭାବନା ବାନାଇକି ରଖିବେ । ଅଧ୍ୟାତ୍ମ ପ୍ରତି ରୁଚି ବଢିବ । ଜୀବନ ସାଥିର ସହଯୋଗ ଦ୍ଵାରା  କାମ ପୁରା ହେବ । ଆଜି ପୁରା ଦିନ ଆପଣଙ୍କ ଆତ୍ମବିଶ୍ଵାସ ବଢିବ ।

ମିଥୁନ :- ଆଜି ବ୍ୟସ୍ତତା ପରେ ମଧ୍ୟ ଆପଣ ପ୍ରସନ୍ନ ରହିବେ । କୌଣସି ବ୍ଯକ୍ତିର ହସ୍ତକ୍ଷେପ ଦ୍ଵାରା ପାରିବାରିକ ବିବାଦର ସମାଧାନ ହୋଇଯିବ । ପାରିବାରିକ ବାତାବରଣ ପ୍ରଫୁଲିତ ରହିବ । ରାତ୍ରି ଭିଜନ ସମସ୍ତଙ୍କ ସହିତ ମିସିକି କରନ୍ତୁ । ଆପଣଙ୍କ ରଚନାତ୍ମକ କ୍ଷମତା ବଢିବ । ପରିସ୍ଥିତିର ଆକଳନ କରନ୍ତୁ ଓ ପୁଣି ହୃଦୟର ସହିତ କଥା ବୁଝି ନିସ୍ପତି ନିଅନ୍ତୁ ।

କର୍କଟ :- ଆଜି ପଇସା ମାମଲାରେ କୌଣସି ବଡ ନିସ୍ପତି ନେବା ପାଇଁ କାହାଠୁ ସଜେସନ ନେବାକୁ ପଡିବ । ସ୍ୱାସ୍ଥ୍ୟ ଭଲ ରହିବା ଦ୍ଵାରା ଆପଣ ବିଭିନ୍ନ କାର୍ଯ୍ୟରେ ସକ୍ରିଯତା ପୂର୍ବକ ଭାଗ ନିଅନ୍ତୁ । ନିଜ ଜୀବନସାଥୀ ସହିତ ମିସିକି ଆପଣ ନିଜ ସଂଶୋଧନକୁ ଏକଜୁଟ କରିବାରେ ସଫଳ ରହିବେ । ଯଦି ଆପଣଙ୍କୁ ବ୍ଲଡ ପ୍ରେସର ସୁଗାର ଅଧିକ ବଡ ଲାଗୁଛି ତେବେ ଡାକ୍ତରର ପରାମର୍ଶ କରନ୍ତୁ ।

ସିଂହ :- ବହୁତ ଦିନରୁ ଅଟକି ଥିବା ପଇସା ବା କର୍ଜ ଆଜି ଶେଷରେ ଆପଣଙ୍କୁ ମିଳିବ । ଜୀବନକୁ ଆଗକୁ ବଢିବାର  ନୂଆ ରାସ୍ତା ଆପେ ଆପେ ଖୋଲିଯିବ । ଆପଣଙ୍କର କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବାରେ ମନ ବଳାଇବେ । ନିଜ ହୃଦୟର କଥା କାହା ସହିତ ସେୟାର କରିପାରିବେ । ଅନାବଶ୍ୟକ ଭାବନା ଆପଣଙ୍କ କାର୍ଯ୍ୟରେ ବ୍ୟବଧାନ ଉତ୍ପନ କରିବ, ଶେଠୀ ପାଇଁ ଅନାବଶ୍ୟକ ଭାବନାରେ ପଡନ୍ତୁ ନହିଁ ।

କନ୍ୟା :- ଆଜି ଖର୍ଚର ଅଧିକତ ରହିବ । ଜୀବନ ଶୈଳୀ ଅବ୍ୟବସ୍ଥିତ ରହିବ । ଘର ରୁହନ୍ତୁ କି ବାହାରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଜାଗ ରୁହନ୍ତୁ । ଘରୁ ବାହାରକୁ ମାସ୍କ ଲଗାଇକି ବାହାରନ୍ତୁ ଆଉ ସାମାଜିକ ଦୂରତାର ଧ୍ୟାନ ରଖନ୍ତୁ । ଯଦି କେଉଁଠିକୁ ଯାତ୍ରା କରିବାର ସ୍ଥିତି ବନୁଛି ତେବେ ନିଜ ସୁରକ୍ଷାକୁ ଧ୍ୟାନରେ ରଖି ସବୁ ନିୟମର ପାଳନ କରନ୍ତୁ । ଆର୍ଥିକ ଅସୁବିଧାରୁ ବଞ୍ଚିବା ପାଇଁ ନିଜ ବଜେଟ ଭିତରୁ ବାହାରକୁ ଜାଆନ୍ତୁ ନହିଁ ।

ତୁଳା :- ଆଜି ଆପଣ ନିଜର ଦିନର ଆରମ୍ଭ ଯୋଗ ଓ ମର୍ନିଙ୍ଗ ୱର୍କରୁ କରିବା ଉଚିତ । ପରିବାରଲୋକ ବା ସନ୍ତାନ ସହିତ ମନମାଳିନ୍ୟ  ହୋଇପାରେ । ଜୀବନରେ ଆଗକୁ ବଢିବାର ନୂଆ ରାସ୍ତା ଆପେ ଆପେ ଖୋଲିଯିବ । ବ୍ୟବସାୟ ପାଇଁ ଧନ ଲାଭର ଯୋଗ ବନୁଛି । ଆପଣଙ୍କୁ କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବା ପାଇଁ ମନ ବଲାଇବେ । ଯଦି ଆପଣ କୌଣସି ଗୁରୁଙ୍କ ଆଶୀର୍ବାଦ ପ୍ରାପ୍ତ କରିବେତ ସବୁ କଷ୍ଟ ଦୂର ହୋଇଯିବ ।

ବିଛା :-  ଆଜି କେଉଁଠୁ ଆର୍ଥିକ ଲାଭ ହେବାର ଖବର ମିଳିବ । ବ୍ୟାପାରିକ ଦ୍ରୁଷ୍ଟି କୋଣରୁ ଦିନ ବହୁତ ଭଲ ରହିବ । ଆପଣଙ୍କୁ ଭଲ ସଫଳତା ହାତରେ ଲାଗିବ । ପରିବାରରେ ଅସୁବିଧାର ସାମ୍ନା କରିବାକୁ ପଡିବ । ଆପଣ ନିଜ ଜୀବନ ସାଥି ଉପରେ ପୁରା ଧ୍ୟାନ ଲଗାଇବେ । ଯାହା ଦ୍ଵାରା ଆପଣଙ୍କ ସମ୍ପର୍କ ମଜଭୁତ ହେବ । ବୈବାହିକ ଜୀବନରେ ଚାଲୁଥିବା ଗତିରୋଧ ଦୂର ହେବ ।

ଧନୁ  :- ଆଜି ଆପଣ ନିଜ ଆମଦାନିକୁ ଆହୁରି ଭଲ ବନାଇବା ପାଇଁ ପ୍ରୟାସଡ଼ଟ ରହିବେ । ଏହି ଦିଗରେ ଆପଣଙ୍କୁ ଭଲ ସଫଳତା ମିଳିବ । ଚାକିରି ସହିତ ଜଡିତ ଲୋକ ନିଜ ଯୋଗ୍ୟତା, ପ୍ରୟାସ, ଏବଂ ପରିଶ୍ରମର ପୁରା ଫଳ ପ୍ରାପ୍ତ ହେବା ଦ୍ଵାରା ମନ ପ୍ରସନ୍ନ ରହିବ । ଅଧିକାରୀଙ୍କ ତରଫରୁ ଆପଣଙ୍କୁ ଭରପୁର ସହଯୋଗର ପ୍ରାପ୍ତି ହେବ । ପଢା ସମ୍ବନ୍ଧିତ କୌଣସି ଅସୁବିଧା ହୋଇପାରେ ।

ମକର :- ପାରିବାରିକ ଜୀବନ ଆରାମ ଦାୟକ  ପରିବେଶ ଦ୍ଵାରା ଖୁସି ରହିବ ଓ ସାମାଜିକ ରୂପରେ ଆପଣ ଅଧିକ ଲୋପ୍ରିୟତା ହାସିଲ କରିବେ । ସ୍ଵାସ୍ଥ୍ୟର ଧ୍ୟାନ ରଖନ୍ତୁ, ମାସ୍କ ଲଗାଇ ଘରୁ ବାହାରକୁ ବାହାରନ୍ତୁ । ବାହାରର ଖାଦ୍ୟପେୟ ଖାଆନ୍ତୁ ନହିଁ । ଆଳସ୍ୟର ତ୍ୟାଗ କରନ୍ତୁ ।

କୁମ୍ଭ :- ଆଜି ପରିଶ୍ରମ ଦ୍ଵାରା ଭଲ ଫଳ ହାସିଲ ହେବ । ଧନର ଅଧିକ ବ୍ୟୟ ଆପଣଙ୍କ ପାଇଁ ଅସୁବିଧାର କାରଣ ବନିପାରେ । ଆଜି ଆପଣ କୌଣସି ବଡ କାମ ଆରମ୍ଭ କରିବେ । ଆଜି ଆପଣଙ୍କ ସଫଳତାର ସ୍ତର ଅନ୍ୟ ଲୋକଙ୍କ ତୁଳନାରୁ ଅଧିକ ରହିବ । ସ୍ଵାମୀ ସ୍ତ୍ରୀ ଭିତରେ ଭଲ ତାଳ ମେଲ ରହିବ ।

ମୀନ :- ଆଜି କୌଣସି ପଡୋଶୀ ସହିତ ଝଗଡା ହୋଇପାରେ । କଥାରେ ସଂଯମତା ରକ୍ଷା କରନ୍ତୁ । ଦିନର ଶକରତ୍ମକତାର ଲାଭ ନିଜ ପକ୍ଷରେ ରହିବ । ବିଳାସପୂର୍ଣ ଜୀବନ ଯାପନର ଫାଇଦା ଉଠାଇବେ । ଆଜି ନିବେଶ କରିବାରୁ ଦୂରେଇ ରୁହନ୍ତୁ । ସନ୍ତାନ କୁ  ସଫଳତା ମିଳିବ । ଆପଣଙ୍କ ଅହଂକାର ସମ୍ପର୍କ ଖରାପ କରିପାରେ ।

Leave a Reply

Your email address will not be published. Required fields are marked *