16 ଫେବୃୟାରି ଦିନ ଶୁଭ ଯୋଗରେ ମାଘ ପୂର୍ଣ୍ଣିମାର ବ୍ରତ, କରିକି ଦେଖନ୍ତୁ ଏହି 3ଟି କାମ…. ଚମକି ଉଠିବ ଭାଗ୍ୟ

ଶାସ୍ତ୍ର ଅନୁସାରେ ମାଘ ମାସ ବହୁତ ଗୁରୁତ୍ଵ ପୂର୍ଣ୍ଣ ଅଟେ । ମାଘ ମାସରେ ଆସିବାକୁ ଯାଉଥିବା ପୂର୍ଣ୍ଣିମା କୁ ମାଘ ପୂର୍ଣ୍ଣିମା କୁହାଯାଏ । ମାନ୍ୟତା ରହିଛି କି ୨୭ ନକ୍ଷତ୍ର ମଧ୍ୟରୁ ମଘା ନକ୍ଷତ୍ର ନାମରୁ ହିଁ ମାଘ ପୂର୍ଣ୍ଣିମା ର ଉତ୍ପତି ହୋଇଥିଲା । ଧାର୍ମିକ ଓ ଆଧ୍ୟାତ୍ମିକ ଦ୍ରୁଷ୍ଟିରୁ ଏହି ତିଥି ବିଶେଷ ଖାସ ହୋଇଥାଏ । ଏହି ଦିନ ଭଗବାନ ବିଶୁଣୁ ଗଙ୍ଗାଜଳ ରେ ନିବାସ କରିଥାନ୍ତି । ଯାହା କାରଣରୁ ଏହି ଶୁଭ ଦିନରେ ଗଙ୍ଗା ସ୍ନାନ, ଦାନ ଓ ଜପ କରିବା ପୂଣ୍ୟ ଫଳଦାୟୀ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ ୨୦୨୨ ବର୍ଷରେ ମାଘ ପୂର୍ଣ୍ଣିମାର ଶୁଭ ସମୟ, ପୂଜା ବିଧି, ଶୁଭ ଯୋଗ, ମାଘ ପୂର୍ଣ୍ଣିମାରେ ଶୁଭ କାର୍ଯ୍ୟ ବିଷୟରେ କହିବାକୁ ଯାଉଛୁ । ୧- ଚଳିତ ବର୍ଷ ୨୦୨୨ ରେ ମାଘ ପୂର୍ଣ୍ଣିମାର ବ୍ରତ ଫେବୃଆରି ୧୬ ବୁଧବାର ଦିନ ହେବାକୁ ଯାଉଛି । ଏହାର ଶୁଭାରମ୍ଭର ସମୟ ହେଉଛି ବୁଧବାର ଫେବୃଆରି ୧୬ ସକାଳ ୯ଟା ୪୨ ମିନିଟ ଓ ଶେଷ ହେବାର ସମୟ ହେଉଛି ରାତି ୧୦ଟା ବାଜି ୨୫ ମିନିଟରେ ।

୨- ଜ୍ଯୋତିଷ ଅନୁସାରେ ମାଘ ପୂର୍ଣ୍ଣିମାରେ ଖାସ ସଂଯୋଗ ଘଟିବାକୁ ଯାଉଛି । ଯାହାର ମହତ୍ଵ ବହୁତ ଅଧିକ ରହିଛି । ଏହି ଦିନ ସ୍ନାନ ଓ ଦାନ କରିବାର ସମୟ ହେଉଛି ୧୬ ଫେବୃଆରି ସକାଳ ୯ଟା ୪୨ ମିନିଟରୁ ରାତି ୧୦ଟା ୫୫ ମିନିଟ ଯାଏଁ ରହିବ । ଏହି ଦିନ ରାହୁ କାଳ ଅପରାହ୍ନ ୧ଟା ବାଜି ୫୯ ମିନିଟ ଯାଏଁ ରହିବ । ତେଣୁ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ଅନୁଚିତ ।

୩- ମାଘ ପୂର୍ଣ୍ଣିମା ଦିନ ଜପ, ସ୍ନାନ, ଦାନ, ବ୍ରତ, ହୋମ ଓ ବିଶୁଣୁ ପୂଜାର ମହତ୍ଵ ରହିଛି । ଏହି ଦିନ ସକାଳେ ଜଲ୍ଦି ଉଠି କୌଣସ ନଦୀରେ ପ୍ରାତ କାଳରୁ ସ୍ନାନ କରିବା ଉଚିତ । ଯଦି ଘରେ ସ୍ନାନ କରିବେ ତେବେ ପାଣିରେ ଗଙ୍ଗାଜଳ ପକାଇ କରନ୍ତୁ । ସ୍ନାନ କରିବା ପରେ ଓମ ଘୃଣୀ ସୁର୍ଜ୍ଯାୟ ନମହ ମନ୍ତ୍ର ଜପ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ । ଏହା ପରେ ବ୍ରତର ସଙ୍କଳ୍ପ ନେଇ ବିଶୁଣୁଙ୍କର ବିଧି ବିଧାନ ଅନୁଯାୟୀ ପୂଜା କରନ୍ତୁ । ଶେଷରେ ଗରିବ ଲୋକଙ୍କୁ ଦାନ ଦକ୍ଷିଣା ଦେଇ ବ୍ରତ ସମାପ୍ତ କରନ୍ତୁ ।

୪- ମାଘ ପୂର୍ଣ୍ଣିମାରେ କିଛି ଖାସ ଉପାୟ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଏହି ଦିନ ପବିତ୍ର ନଦୀରେ ସ୍ନାନ କରିବା ଉଚିତ । ଏହି ଦିନ ତାରା ର ଛାଇରେ ସ୍ନାନ କରିଲେ ବହୁତ ଶୁଭ ଫଳ ମିଳିଥାଏ । ଏହି ପୂର୍ଣ୍ଣିମାରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ତେଣୁ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସାମନାରେ ଘିଅର ଦୀପ ଜଳାଇ ପୂଜା କରିବା ସହ ଖିରୀ ଭୋଗ ଲଗାନ୍ତୁ । ଏହିପରି ଭାବେ ମାଘ ପୂର୍ଣ୍ଣିମାର ମହତ୍ଵ ଆମ ଜୀବନରେ ରହିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *