19 May ସାବିତ୍ରୀ ବ୍ରତ, ଖାଇ ନିଅନ୍ତୁ ଏହି ଜିନିଷ… ପୁରା ବର୍ଷ ଯମେଇକି ଆସିବ ପଇସା

ବନ୍ଧୁଗଣ ସାବିତ୍ରୀ ବ୍ରତ ପ୍ରତେକ ସଧବା ନାରୀ ମାନେ ବଡ ଧୂମଧାମରେ ପାଳନ କରିଥାନ୍ତି । ମାନ୍ୟତା ଅଛି ଏହି ବ୍ରତ ରଖିବା ଦ୍ଵାରା ସ୍ବାମୀର ଆୟୁଷ ବୃଦ୍ଧି ପାଇଥାଏ । ଅଖଣ୍ଡ ସୌଭାଗ୍ୟ ଓ ସନ୍ତାନ ସୁଖ ପାଇବାକୁ କାମନା ସହ ମହିଳା ମାନେ ସାବିତ୍ରୀ ବ୍ରତ କରିଥାନ୍ତି । ଶାସ୍ତ୍ର ଅନୁଯାୟୀ ଯେଉଁ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ପ୍ରେମ ବଢାଇବାକୁ ଚାହୁଁଥିଲେ ସାବିତ୍ରୀ ବ୍ରତ କରିବା ଦ୍ଵାରା ସେମାନଙ୍କ ମଧ୍ୟରେ ଆହୁରି ଅଧିକ ପ୍ରେମ ବଢି ଯାଇଥାଏ ।

ଚଳିତ ବର୍ଷ ମେ 19 ଶୁକ୍ରବାର ଦିନ ପାଳିତ ହେବାକୁ ଯାଉଛି । ଏହି ଦିନ ଏମିତି କେଉଁ ଜିନିଷ ଖାଇବା ଦ୍ଵାରା ଶୁଭ ପରିଣାମ ମିଳିଥାଏ ଆସନ୍ତୁ ଜାଣିବା । ସାବିତ୍ରୀ ବ୍ରତରେ ଛୋଟ ଚଣା କୁ ବହୁତ ଶୁଭ ମାନାଯାଏ । ଏହାକୁ ଭୋଗରେ ନିଶ୍ଚୟ ଚଢାଇବା ଉଚିତ ହୋଇଥାଏ । ଏହା ସହ ତରଭୁଜର ଭୋଗ ଲଗାଇବା ଉଚିତ । ଏହି ଦିନ ତରଭୁଜ ନିଶ୍ଚୟ ଖାଇବା ଉଚିତ ହୋଇଥାଏ ।

ଘରର ପରିବାରର ଏହି ଦିନ ସୋଲା ବୁଟ ବା ଚଣା ଦାନ କରିବା ଉଚିତ । ଏହି ଦିନ ହାଲୱା ଭୋଗ ଲଗାଇବା ଉଚିତ ହୋଇଥାଏ । ସାବିତ୍ରୀ ବ୍ରତରେ ନାରୀ ମାନେ ଭୁଲରେ କଳା କପଡା ପିନ୍ଧନ୍ତି ନାହି । କାରଣ ସଧବା ନାରୀ ପାଇଁ ଅଶୁଭ ହୋଇଥାଏ । ଏହି ଦିନ ଶ୍ରୀଙ୍ଗାର ଆଦିର ଦାନ କରିବା ଦ୍ଵାରା ସ୍ବାମୀଙ୍କ ଉପରେ କିଛି କଷ୍ଟ ଆସିବ ନାହି ।

ନିଜେ ଜିନିଷ ସବୁ କିଣି ଦାନ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଜୀବନରେ କେବେ ବି ଧନର ଅଭାବ ହେବ ନାହି । ଏହି ଦିନ ବ୍ରତଧାରୀ ଙ୍କୁ ଲୁଣର ସେବନ କରିବା ଅନୁଚିତ । ଏହା ସଘ ଆମିଷ ଭୋଜନ କରିବା ଅନୁଚିତ । ଏହି ଦିନ ଶାରୀରିକ ସମ୍ପର୍କ ରଖିବା ଅନୁଚିତ ହୋଇଥାଏ । ସାବିତ୍ରୀ ବ୍ରତ ଦିନ ସୁହାଗିନୀ ମହିଳାଙ୍କୁ ଅଧିକ ଶୋଇବା ଦ୍ଵାରା ପାପ ଲାଗିଥାଏ ।

ଏହି ଦିନ ସକାଳ ସୂର୍ଯ୍ୟ ଉଦୟ ହେବ ପୂର୍ବରୁ ମହିଳା ମାନେ ଉଠିଯିବା ଉଚିତ । ଏହା ଦ୍ଵାରା ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି । ଶାସ୍ତ୍ର ଅନୁଯାୟୀ ଏହି ଦିନ ଯେତେ ଅଧିକ ସିନ୍ଦୁର ଲଗାଇବା ଦ୍ଵାରା ସାମିର ଆୟୁଷ ବଢିଥାଏ । ଏହି ଦିନ ନାଲି ଫୁଲ ଅର୍ପଣ କରିବା ଦ୍ଵାରା ସୁଖ ସମୃଦ୍ଧି ବଢିଥାଏ ଏବଂ ମା ସାବିତ୍ରୀ ପ୍ରସନ୍ନ ହୋଇଥାନ୍ତି ।

ଏହି ଦିନ ଘରେ ମିଠା ଖାଦ୍ୟ ନିଶ୍ଚୟ ବନାଇ ଭୋଗ ଲଗାଇବା ଉଚିତ । ମାମୁଲି ବ୍ରତ ଭାବି ଏହି ଦିନ ମହିଳା ମାନେ କେଶ କାଟିଥାନ୍ତି । ଏମିତି ହେଲେ ସ୍ବାମୀଙ୍କ ଆୟୁଷ କମ ହୋଇଥାଏ । ଏହା ସହ ମାତା ସାବିତ୍ରୀ କ୍ରୋଧିତ ହୋଇଥାନ୍ତି । କୌଣସି ବି ଜିନିଷ ଫଟା ବା ଭଙ୍ଗା ହୋଇ ନ ଥିବ ସେଥିପ୍ରତି ଧ୍ୟାନ ଦେବା ଉଚିତ । ଏହି ଦିନ ନୀଳ, କଳା ରଙ୍ଗର ଚୁଡି ପିନ୍ଧିବା ଦ୍ଵାରା ଘୋର ପାପ ଲାଗିଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *