କେବଳ ଏହି ପତ୍ରକୁ ବାଟି ଲଗାନ୍ତୁ, ପୁରୁଣା ରୁ ପୁରୁଣା ଦାଗ ମୁଁହରୁ ଲିଭିଯିବ…

ବନ୍ଧୁଗଣ ଆପଣଙ୍କ ଚେହେରା ରେ ଯେଉଁ ଦାଗ ହୋଇଥାଏ ତାହା ସୌନ୍ଦର୍ଜ୍ୟ କୁ କମ କରି ଦିଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି କ ହୋମ ରେମେଡି ବନାଇବାକୁ ବିଷୟରେ କହିବୁ ଯାହାକୁ ପୁରୁଷ ହୁଅନ୍ତୁ କି ମହିଳା ସମସ୍ତର ବ୍ୟବହାର କରି ପାରିବେ । ଏହାର ବ୍ୟବହାର କରି ଆପଣ ନିଜ ମୁହଁ ରେ ଥିବା କୌଣସି ପ୍ରକାରର ଦାଗ କୁ ସଂପୂର୍ଣ୍ଣ ଭାବେ ଠିକ କରି ପାରିବେ ।

ତେବେ ଆସନ୍ତୁ ଜାଣିବା ଏହି ରେମେଡି କେମିତି ବନାଇବା ଓ ଏହାର କିପରି ପ୍ରୟୋଗ କରିବା । ଏହି ରେମେଡି ବନାଇବା ପାଇଁ ପ୍ରଥମ ସାମଗ୍ରୀ ର ଆବଶ୍ୟକ ହେଉଛି ତୁଳସୀ ପତ୍ର । ତୁଳସୀ ପତ୍ର ସ୍କିନର ସମସ୍ଯା ଦୂର କରିବା ପାଇଁ ସାଇନ୍ଟିଫିକାଲି ପୃଭ ଅଟେ । ଏଥିରେ କିଛି ଆଣ୍ଟି ଅକ୍ସିଡେଣ୍ଟ ମିଳିଥାଏ ଯାହା ସ୍କିନ ମଧ୍ୟରେ ଭିନ୍ନ ଭିନ୍ନ ପ୍ରକାରର ଆଲର୍ଜି କୁ ଠିକ କରିଥାଏ ।

ତୁଳସୀ ପତ୍ରର ପ୍ରୟୋଗ କରିବା ପୂର୍ବରୁ ଭଲ ଭାବବେ ଧୋଇ ନିଅନ୍ତୁ । ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ତୁଳସୀ ପତ୍ର ସହ ଗୋଲାପ ଜଳ 2ରୁ 4 ଚାମଚ ଏଥିରେ ମିଶ୍ରଣ କରନ୍ତୁ । ଏହା ସ୍କିନ ର ମଶ୍ଚର ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏବେ ତୁଳସୀ ପତ୍ର ଓ ଗୋଲାପ ଜଳର ମିଶ୍ରଣ କରି ଫାଇନ ପେଷ୍ଟ ପ୍ରସ୍ତୁତ କରନ୍ତୁ ।

ଏହା ପରେ ଏକ ରୁ 2 ଚାମଚ ବେସନ ଏଥିରେ ଆଡ କରନ୍ତୁ । ଏହା ସ୍କିନ ସମସ୍ୟାକୁ ଦୂର କରିବାରେ ସାହାର୍ଯ୍ୟ କରିଥାଏ । ଚତୁର୍ଥ ସାମଗ୍ରୀ ହେଉଛି ଲେମ୍ବୁ ରସ ଜାହ ଆପଣଙ୍କର ସ୍କିନ ରେ ଥିବା ଦାଗ କରିବାରେ ସାହାର୍ଯ୍ୟ କରିଥାଏ । ଏବେ ଆପଣ ଏହି ସବୁ ସାମଗ୍ରୀ କୁ ଭଲ ଭାବେ ମିଶ୍ର କରନ୍ତୁ ।

ଏହି ସବୁ ସାମଗ୍ରୀକୁ ମିଶାଇ ଆପଣ ଯେବେ ଏହାର ପ୍ରୟୋଗ କରିବେ ତେବେ ଆପଣଙ୍କୁ ଏଥିରୁ ଭଲ ପରିଣାମ ମିଳିବ । ଏହାର ପ୍ରୟୋଗ ଦ୍ଵାରା ମୁହଁ ରେ ଥିବା ଦାଗ, ଦାର୍କ ସର୍କଲ ତାହା ଦୂର ହୋଇଥାଏ । ଏବେ ଜାଣି ନେବା ଏହାର ପ୍ରୟୋଗ କିପରି କରିବେ । ଏହି ପେଷ୍ଟ କୁ ଆପଣ ନିଜ ଫେସ ରେ ସଂପୂର୍ଣ୍ଣ ଆପ୍ଳାଏ କରନ୍ତୁ ।

ସଂପୂର୍ଣ୍ଣ ମୁହଁ ରେ ଏହାକୁ ଲଗାଇବା ପରେ ଏହାକୁ 10ରୁ 15 ମିନିଟ ଯାଏଁ ସେମିତି ରଖନ୍ତୁ । ଏହା ସୁଖିବା ପରେ ମୁହଁ କୁ ଭଲ ଭାବେ ଧୋଇ ନିଅନ୍ତୁ । ପ୍ରତି ଦିନ ଦିନକୁ ଥରେ ଏହାର ପ୍ରୟୋଗ କରନ୍ତୁ । ମାତ୍ର 7ରୁ 10 ଦିନ ଏହାର ପ୍ରୟୋଗ କରିଲେ ଆପଣଙ୍କର ନାଲି ଦାଗ ବା ଦାର୍କ ସର୍କଲ ଦୂର ହେବାରେ ଲାଗିବ ।

ଏହା ଆପଣଙ୍କର ମୁହଁ ରେ ଥିବା ଦାଗ କୁ ଦୂର କରିବ ଆଉ ଆପଣଙ୍କର ସୌନ୍ଦର୍ଜ୍ୟ ରେ ବୃଦ୍ଧି ପାଇବ । ଏହା ସହ ଭିଟାମିନ-ଏ, ସି ଯୁକ୍ତ ଖାଦ୍ଯ ର ସେବନ କରିବାକୁ ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *