ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ କଣ ଅଛି, ଆଗାମୀ ସ୍ଟେପ କଣ ହେବ ?

ହେଲୋ ସାଙ୍ଗ ମାନେ । ଆପଣ କଣ କେବେ ନିଜ ଲାଇଫରେ କାହାକୁ ହୃଦୟ ଦେଇଛନ୍ତି । ଦେଇଥିବେ ନିଶ୍ଚୟ । କାରଣ ଦୁନିଆରେ ଏମିତି କେହି ମଣିଷ ନାହାନ୍ତି ଯାହା ଜୀବନରେ ସାଥିଟି ନାହି । ତେବେ ଯଦି ଆପଣ କାହାକୁ ଭଲ ପାଇଛନ୍ତି ବା ଏବେ ଭଲ ପାଉଛନ୍ତି ତେବେ ତାଙ୍କ ବିଷୟରେ ଜାଣିବାକୁ ବେଶ ଆଗ୍ରହୀ ହେଉଥିବେ ।

ତେବେ ନିଜ ସାଥିଙ୍କ ମନରେ ଆପଣଙ୍କ ପାଇଁ କଣ ବିଚାର ବା ଚିନ୍ତାଧାରା ରହିଛି ତାହା ଜାଣିବାକୁ ଚାହୁଁ ଛନ୍ତି କି ? ତେବେ ବାଛି ନିଅନ୍ତୁ ଏଥିପାଇଁ 3ଟି ଚିତ୍ର ମଧ୍ୟରୁ କୌଣସି ଗୋଟିଏ । ଆଉ ତା ପରେ ଜାଣି ନିଅନ୍ତୁ ଆପଣଙ୍କ ସବୁ ପ୍ରଶ୍ନ ର ଉତ୍ତର । 1- ଯଦି ଆପଣ ପ୍ରଥମ ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କ ପର୍ଶନଙ୍କୁ ଲାଗୁଛି କି ଆପଣ ଲାଇଫରେ ନିସ୍ପତି ନେବାକୁ ବିଳମ୍ବ କରନ୍ତି ।

ଆପଣ ଲୋଭରେ ପଡନ୍ତି । ଲୋକଙ୍କ ହିସାବ ରେ ଚାଲିଥାନ୍ତି । ଆପଣଙ୍କ ଠାରେ ନେଗେଟିଭ ଚିନ୍ତାଧାରା ରହିଛି । ଏବେ ସେ ଭାବୁଛନ୍ତି ଆପଣଙ୍କ ଉପରେ ଭରସା କରି ହେବ କି ନାହି । ଆପଣ କିଛି କରି ପାରିବେ ନାହି ଏମିତି ସେ ଭାବୁଛନ୍ତି । ଆପଣ ଲାଇଫରେ ଭ୍ରମରେ ପଡିଯିବେ । ଆପଣ ଯେମିତି ରହିଲେ ବି ଆପଣଙ୍କ ପର୍ଶନ ନିଜ ହିସାବ ରେ ଆପଣଙ୍କୁ କଣ୍ଟ୍ରୋଲ କରିବେ ।

2-ଆପଣ ନିଜ ପର୍ଶନ ଙ୍କ ପାଇଁ ଦ୍ଵିତୀୟ ଚିତ୍ରଟି ଚୁଜ କରିଥିଲେ ଏବେ ତାଙ୍କୁ ଲାଗୁଛି ଆପଣ ବହୁତ ଚିନ୍ତାରେ ଅଛନ୍ତି । ଆପଣ ନିଜ ଜୀବନରେ କଣ କରିବେ କଣ ନାହି ବୁଝିପାରୁ ନାହାନ୍ତି । ଆପଣଙ୍କ ସାମନାରେ ସବୁ କିଛି ଅଛି କିନ୍ତୁ ଲାଇଫରେ ଆଗକୁ ବଢିପାରୁ ନାହାନ୍ତି । ଆପଣ ନେଗେଟିଭ ଭାବୁଛନ୍ତି । ଆପଣଙ୍କ ଲାଇଫରେ ବହୁତ ଖରାପ ସମୟ ଚଳାଇଛି । ସେ ଆପଣଙ୍କର ଅପେକ୍ଷାରେ ଅଛନ୍ତି । ଏହା ହେଉଛି ତାଙ୍କର ଆଗାମୀ ଷ୍ଟେପ । ସେ ଜାଣିଛନ୍ତି ସମୟ ଆସିଲେ ସବୁ କିଛି ଠିକ ହୋଇଯିବ ।

3- ଆପଣ ଯଦି ତୃତୀୟ ଚିତ୍ର କୁ ଚୟନ କରିଛନ୍ତି ତେବେ ଆପଣଙ୍କ ପର୍ଶନଙ୍କୁ ଲାଗୁଛି ଆପଣ ଲାଇଫରେ ବହୁତ ଆଗକୁ ଯାଉଛନ୍ତି କିନ୍ତୁ କିଛି ନା କିଛି ବାଧା ଆସୁଛି । ଆପଣ ଭଲ ଭାବୁଥିଲେ ଖରାପ ହୋଇ ଯାଉଛି । ଯାହା ପାଇଁ ଆପଣ ନିରାଶ ହେଉଛନ୍ତି । କିନ୍ତୁ ତାଙ୍କର ବିଶ୍ଵାସ ଅଛି କି ଆପଣ ଦିନେ ନା ଦିନେ ନିଜର ସ୍ଵପ୍ନକୁ ପୁରା କରିବେ ।

ସେ ଆପଣଙ୍କର ସାଥ ଦେବାକୁ ଚାହୁଁ ଛନ୍ତି । ତାଙ୍କର ଆଗାମୀ ସ୍ଟେପ ହେଉଛି ଆପଣଙ୍କ ପାର୍ଟି ବହୁତ ସାରା ଲଭ ଅଛି । ସେ ଆପଣଙ୍କର ଲଭ ପାର୍ଟନର ହୋଇଥିବେ । ସେ ଆପଣଙ୍କୁ ଏହି ସ୍ଥିତି ରୁ ବାହାରକୁ ବାହାର କରିବାକୁ ଚେଷ୍ଟା କରୁଛନ୍ତି । ସେ ଆପଣଙ୍କର କେୟାର କରିବାକୁ ଚାହୁଁ ଛନ୍ତି । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *