ପଇସାକୁ ଚୁମ୍ବକ ପରି ଟାଣେ ଏହି ଗଛ, 24 ଘଣ୍ଟାରେ ଆପଣଙ୍କ ଭାଗ୍ୟ ବଦଳେଇ ଦେବ…

ବନ୍ଧୁଗଣ ଆଜି ଆମେ ନିମ୍ବ ଗଛର ଉପକାରିତା ବିଷୟରେ କହିବାକୁ ଯାଉଛୁ । ନିମ୍ବ ପତ୍ର ଅନେକ ଚମତ୍କାରୀ ଗୁଣରେ ଭରପୁର ରହିଛି । ଶନି, ରାହୁ, କେତୁ ଙ୍କ ଭଳି ପୀଡାରୁ ମୁକ୍ତି ମିଳିଯିବ । ନିମ୍ବ ଗଛ କୌଣସି ସାଧାରଣ ଗଛ ନୁହେଁ । ଏହା ଅନେକ ରୋଗ ଦୂର କରିଥାଏ । ଏହା ସହ ଅଚାନକ ଧନ ବୃଦ୍ଧି କରାଇଥାଏ । ନିମ୍ବ ଗଛରେ ଭରପୁର ଔଷଧୀୟ ଗୁଣ ରହିଥାଏ ।

ଜ୍ଯୋତିଷ ଉପାୟ ଦେଖାଗଲେ ଏହାର ମହତ୍ଵ ଓସ୍ତ, ବର ଗଛ ଠାରୁ ଅଧିକ ରହିଥାଏ । ଶାସ୍ତ୍ରରେ ଏହାକୁ ତ୍ରିବେଣୀ କୁହାଯାଏ । ଏବେ ଆସନ୍ତୁ ଜାଣିବା ବିସ୍ତାର ଭାବେ । ଶନିଙ୍କୁ ଶାନ୍ତ କରିବା ପାଇଁ ହୋମ ନିଆଁରେ ନିମ୍ବ ପତ୍ରକୁ ପକାଇବା ଦ୍ଵାରା ତତକାଳ ଦୂର ହୋଇଥାଏ । ନିମ୍ବ ଗଛର ଡାଳ ରେ ମାଳ ବନାଇ ଶନିବାର ଦିନ ଧାରଣ କରିଲେ ଶନିଙ୍କର କୁ-ଦ୍ରୁଷ୍ଟି ବା ସାଢେଷାତି ତତ୍କାଳ ଦୂର ହେବ ।

ଶନିବାର ଦିନ ନିମ୍ବ ଗଛର ଡାଳ ନେଇ ଆସନ୍ତୁ । ସେହି ନିମ୍ବ କାଠ ରେ ଖୋଲି କି ଶ୍ରୀଯନ୍ତ୍ର ତିଆରି କରନ୍ତୁ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କ କୃପା ଲାଭ ହୋଇଥାଏ । ଏହି ଶ୍ରୀଯନ୍ତ୍ର କୁ ଘରେ ସ୍ଥାପନ କରି ପୂଜା କରିଲେ ମ ଲକ୍ଷ୍ମୀ ଙ୍କ କୃପାରୁ ଧନ ବୈଭବରେ ପରି ପୂର୍ଣ୍ଣ ହୋଇଥାଏ । ସବୁ ଇଚ୍ଛା ପୂରଣ ହୋଇଥାଏ । ଏମିତି ଘରକୁ ମା ଲକ୍ଷ୍ମୀ କେବେ ବି ତ୍ୟାଗ କରନ୍ତି ନାହି ।

ଆପଣଙ୍କର ଆଧାତ୍ମିକ ଉନ୍ନତି ହେବ । ଘର ବାହାରେ ନିମ୍ବ ଗଛ ନିଶ୍ଚୟ ଲଗାଇବା ଉଚିତ । ଏହା ଦ୍ଵାରା ଘରେ ପଜେଟିଭ ବାତାବରଣ ଆସିଥାଏ । ନିମ୍ବ ଗଛ ମା ଦୂର୍ଗା ଙ୍କ ସ୍ୱରୂପ ହୋଇଥାଏ । ଯଦି କୁଣ୍ଡଳୀ ରେ ରାହୁ ଦୋଷ ଚାଲୁଛି ତେବେ ଗାଧୋଇବା ସମୟରେ ପାଣିରେ ନିମ୍ବ ପତ୍ର ପକାଇ ଏଥିରେ ସ୍ନାନ କରନ୍ତୁ ।

ଦେଖିବେ ରାହୁ ଦୋଷ ରୁ ତତକାଳ ମୁକ୍ତି ମିଳିଯାଏ । ଏବେ ଆସନ୍ତୁ ଜାଣିବା ନିମ୍ବ ଗଛର ତାନ୍ତ୍ରିକ ମହତ୍ଵ ବିଷୟରେ । ନିମ୍ବ ଗଛକୁ ସୋମବାର ଦିନ କୌଣସି ମନ୍ଦିର ପାଖରେ ଲଗାନ୍ତୁ । ଯେଉଁ ବ୍ୟକ୍ତି ନିମ୍ବ ଗଛ ଲଗାଇଥାଏ ତାର ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଥାଏ ସୁନା ଭଳି ଭାଗ୍ୟ ଚମକିଥାଏ ।

ଯଦି ଆପଣ ମନ୍ଦିର ର ଆଖ ପାଖରେ ନିମ୍ବ ଗଛ ଲଗାଇଥାନ୍ତି ଆଉ ଯଦି ଏହାର ଛାଇ ମନ୍ଦିର ଉପରୀ ପଡେ ସେତିକି ଉନ୍ନତି ହେବାରେ ଲାଗିବ । ଭାଗ୍ୟ ଚମକିବାକୁ ଲାଗିବା ସହ ଧନବାନ ବନିବାରେ କେହି ବି ରୋକୀ ପାରିବେ ନାହି । ନିମ୍ବ ଗଛ ମୂଳରେ କ୍ଷୀର ଢାଳିଲେ ଘରୁ କଳହ ଦୂର ହୋଇଥାଏ ।

ଏହା ସହ ବାସ୍ତୁ ଦୋଷ ଦୂର ହେବା ସହ ରାହୁ, କେତୁ ଙ୍କ ପୀଡା ରୁ ମୁକ୍ତି ମିଳିଥାଏ । ନିମ୍ବ ଗଛରେ କ୍ଷୀର ରେ ମିଶ୍ରି ପକାଇ ଅର୍ପଣ କରିଲେ ୩ଟି ସୋମବାର ଦିନ କରିଲେ ବଡରୁ ବଡ ମନୋକାମନା ପୂର୍ଣ୍ଣ ହୋଇଥାଏ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *