ମାତ୍ର 2 ଦିନରେ ପତଳା ହେବ ଶରୀର, ଚର୍ବିକୁ ଘିଅ ଭଳି ତରଳାଇଦେବ ଏହି ଘରୋଇ ଉପଚାର

ଆପଣ ମାନେ ଆଯୀ କାଲିର ଲୋକ ମାନଙ୍କୁ ଦେଖି ଥିବେ । ଅଧିକ ରୁ ଅଧିକ ଲୋକ ମାନଙ୍କ ପାଖେ କେବଳ ଗୋଟେ ପ୍ରକାର ରୋଗ ଅଛି ଯାହା ହେଉଛି କି ମୋଟାପଣ । ଏହାକୁ କମେଇବା ପାଇଁ ଆମ ର ସବୁ ଚେଷ୍ଟା ବେଳେ ବେଳେ କିଛି କାମ ଦେଇ ନଥାଏ । ଆସନ୍ତୁ ତାହେଲେ ଜାଣିବା ଏହାର କାରଣ କଣ ଅଟେ । ଆମେ ଯେଉନ୍ନ ଭି ଖାଦ୍ଯ ଆଜି କାଲୀ ଖାଉଛୁ ସେଥିରେ ଅଧିକ ମାତ୍ରାରେ ତେଲ ମସଲା ରହୁଛି । ଯାହା ପାଇଁ ଆମେ ଖୁବ କମ ଖାଇଲେ ମଧ୍ୟ ଆମେ ଅଧିକ ମୋଟା  ହୋଇ ଯାଉଛେ ।

କିନ୍ତୁ ଏହାକୁ ଝଡେଇବା ପାଇଁ ସବୁ ଲୋକମାନେ ସାମର୍ଥ୍ୟ ନାହାନ୍ତି । ଝଡିଲେ ଭି ସେମାନେ କିଛି ମାତ୍ରା ରେ ନିଜକୁ ଝଡେଇ ପାରନ୍ତି । ଆମେ ଯେଉଁ ଭି ଏକ ଜାଗାକୁ ଝଡେଇବା ପାଇଁ ଚାହୁଁ ତାହା ଉପରେ ଆମେ ଧ୍ୟାନ ଦେଲା ବେଳେ ଅନ୍ୟ କିଛି ଅଙ୍ଗ ପୁଣି ମୋଟା ହୋଇ ଯାଇ ଥାଏ । ଯଦି ଦେଖିବା ପାଇଁ ଯିବା ତ ଏହା ଏକ ପ୍ରକାର ବେମାରି ଅଟେ  । ଏହା ପାଇଁ କିଛି ଲୋକ ମାନେ ସକାଳୁ ଉଠିକି ଲେମ୍ବୁ ପଣି  କୁ ଗରମ କରି କି ପିଉଛନ୍ତି । କିନ୍ତୁ ଏହହା ଦ୍ଵାରା ସେମାନେ ଖୁବ କମ ସମୟ ରେ ମୋଟା ପଣ କୁ କମେଇବା ସମ୍ଭବ ନୁହେଁ ।

ଆଜି ଆମେ ଏହି ଭଳି କିଛି ଉପାୟ କହିବା ପାଇଁ ଯାଉଛୁ ଯାହାକାଉ କରିବା ଦ୍ଵାରା ଆପଣ ଯେଉଁ ଜାଗାରୁ ଚାହୁଁ ଥିବେ ସେହି ଜାଗାରେ ଥିବା ଆପଣଙ୍କ ଚର୍ବି ନିଶ୍ଚିତ ଭାବେ  କମ ହେବାରେ ଲାଗିବ । ଏହା ପାଇଁ ଆମକୁ ଏକ ଉପାୟ କରିବା ପାଇଁ ପଡିବ ଯାହା ଆମକୁ ଆମ ଗହରେ ସହଜରେ ମିଳିଯିବ । ଆମେ ପ୍ରଥମେ ଏହା ପାଇଁ ଆମେ ନଡିଆ ତେଲକୁ ବ୍ୟବହାର କରିବା । କାରଣ ଏହା କେବଳ ଆମ କେଶ ପାଇଁ ଭଲ ତାହା ନୁହେଁ ଏହା ଆମ ଶରୀର ରେ ଥିବା ଚର୍ବି କୁ ମଧ୍ୟ କାଟି ଥାଏ ।

ତେବେ ଏହାକୁ ଆମେ ନେବା ଦ୍ଵାରା ଖୁବ ଭଲ ପରିଣାମ ମିଳିବ । ଦୁଇରୁ ପାଞ୍ଚ ଚାମଚ ନଡିଆ ତେଲ ନେବା ଏଥିରେ ପୂଜା ହେଉଥିବା କିଛି କର୍ପୁର କୁ ଆମେ ମିଶାଇ ଦେବା ଓ ଏହା ପରେ ଏଥିରେ କିଛି ଭିକ୍ଷସ ରୁ କିଛି ନେଇକି ଏହାକୁ ଭଲ ଭାବରେ ମିଶାଇ ଦେବା । ଏହା ପରେ ଆମେ ଏହାକୁ ଆମ ମୋଟା ହେଉଥିବା ଜାଗାରେ ସବୁ ଦିନ ମାଳିଶ କରିବା । ଆପଣ ଏହା କୁ ନିଜ ପେଟ ତଳେ ଓ ଜଙ୍ଘ ପାଖରରେ ମଧ୍ୟ ଲଗାଇ ପାରିବେ ଯଦି ଏହାର ଚର୍ବି ଆପଣଙ୍କୁ କମେଇବା ପାଇ ଅଛି ତାହେଲେ । ଏହାକୁ ସବୁ ବର୍ଗର ଲୋକମାନେ କରି ପାରିବେ ।

Leave a Reply

Your email address will not be published. Required fields are marked *