ପୁରୁଷଙ୍କ ସହ ସମ୍ପର୍କ ଗଢିବା ପୂର୍ବରୁ ଏହି 5ଟି ଅଭ୍ୟାସ ନୋଟିସ କରିଥାନ୍ତି ମହିଳା- Chanakya Niti

ବନ୍ଧୁଗଣ ମଣିଷର ଜୀବନ ବଞ୍ଚିବାର ଶୈଳୀ ଓ ଚାଲିଚଳନିରୀ ତାର ବ୍ୟକ୍ତିତ୍ବ ବିଷୟରେ ଜଣା ପଡିଥାଏ । ପ୍ରତେକ ଝିଅ ଚାହିଁଥାଏ ତାର ଜୀବନ ସାଥିଙ୍କ ଠାରେ ଭଲ ଗୁଣ ରହିଥାଉ । ଯାହା ଦ୍ଵାରା ତାର ଜୀବନ ସୁଖୀ ହେବ । ସ୍ତ୍ରୀ ଭଲ ପୁରୁଷର ଚିହ୍ନଟ ଖୁବ ଭଲରେ କରିଥାନ୍ତି । ତାହା ପୁଣି ପୁରୁଷ ମାନଙ୍କର କିଛି ଅଭ୍ୟସାକୁ ଦେଖି । କଣ ଆପଣ ଜାଣିଛନ୍ତି ସ୍ତ୍ରୀ ମାନେ ପୁରୁଷ ଙ୍କର କିଛି ଅଭ୍ଯାସ ସର୍ବଦା ନୋଟିସ କରିଥାନ୍ତି । ଆଜି ଆମେ ଆପଣଙ୍କୁ ସେହି ସବୁ ଅଭ୍ଯାସ ବିଷୟରେ ବିସ୍ତାର ଭାବେ କହିବାକୁ ଯାଉଛୁ ।

୧- ଇମାନନ୍ଦାର : ଆଚାର୍ଯ୍ୟ ଚାଣକ୍ୟ କହିଥାନ୍ତି ସମ୍ପର୍କରେ ବିଶ୍ଵାସ ହେବା jଜରୁରୀ ଅଟେ । ଏମିତି କରିଥିବା ବ୍ୟକ୍ତିଙ୍କ ଇଜ୍ଜତ ସବୁଆଡେ ବଢିଥାଏ । ଏଭଳି ବ୍ୟକ୍ତିଙ୍କ ଠାରେ ଭଗବାନ ସର୍ବଦା ପ୍ରସନ୍ନ ରହିଥାନ୍ତି । ସେମାନଙ୍କ କାମ ସହଜରେ ହୋଇଯାଏ । ଯେଉଁ ପୁରୁଷଙ୍କ ଆଦତ ଭଲ ହୋଇଥାଏ ସେ କେବେ ବି ନିଜ ସ୍ତ୍ରୀ ବା ପ୍ରେମିକାଙ୍କ ଧୋକା ଦେଇପାରିବେ ନାହି ।

୨- ବ୍ୟବହାର : ଅନେକ ସମୟରେ ଦେଖାଯାଏ କିଛି ପୁରୁଷ ନିଜ ଠାରୁ ଛୋଟ ବ୍ୟକ୍ତିଙ୍କ ସହ କଟୁ ଶବ୍ଦର ବ୍ୟବହାର କରିଥାନ୍ତି । ଏମିତି ବି କିଛି ପୁରୁଷ ଅଛନ୍ତି ଯିଏ ମିଠା ବାଣୀରେ ଅନ୍ୟର ହୃଦୟ ଜିଣିଥାନ୍ତି । ଏହା ସହ ନିଜର ସକ୍ଷମ ଅନୁଯାୟୀ ସାହାଜ୍ଯ କରିଥାନ୍ତି ଓ ନିଜର ବାଣୀରର ଅଲଗା ଛାପ ସୃଷ୍ଟି କରିଥାନ୍ତି । ଏହି ଶାଳୀନତା ସ୍ତ୍ରୀଙ୍କୁ ବହୁତ ପସନ୍ଦ ଆସିଥାଏ । ପୁଅଙ୍କର ଅନ୍ୟ ପ୍ରତି ଭଲ ବ୍ୟବହାର ଝିଅଙ୍କୁ ଅଧିକ ଆକର୍ଷିତ କରିଥାଏ ।

୩- ମହିଳାଙ୍କର ଶୁଣିଲା ବାଲା : ଚାଣକ୍ୟ ନୀତି ଅନୁଯାୟୀ ପ୍ରତେକ ମହିଳାଙ୍କ ଇଚ୍ଛା ଅଟେ କି ତାଙ୍କ ଜୀବନସାଥି ପ୍ରତେକ ମୂହୁର୍ତ୍ତ ରେ ଜୀବନରେ ତାଙ୍କର ସାଥ ଦିଅନ୍ତୁ । ଯେମିତିକି ଭଲ ସ୍ରୋତା ଭାବେ ତାଙ୍କର ସବୁ କଥା ଶୁଣିବେ, ତାଙ୍କ ସହ ଭୁଲ ଠିକର ନିସ୍ପତି ନେବେ । ଯେଉଁ ପୁରୁଷ ସ୍ତ୍ରୀଙ୍କର କଥାକୁ ଶୁଣିଥାନ୍ତି ସେମାନେ ଅଧିକ ପସନ୍ଦ ହୋଇଥାନ୍ତି ସ୍ତ୍ରୀଙ୍କୁ ।

୪- ଜୋର ଦେଖାଇବା : କିଛି ପୁରୁଷଙ୍କର ଅଭ୍ଯାସ ଥାଏ କି ଅନ୍ୟ ଉପରେ ନିଜର ଜୋର ଦେଖାଇବା । ପୁରୁଷ ଚାହିଁଥାଏ ସ୍ତ୍ରୀଙ୍କୁ ନିଜ ଅକ୍ତିଆରରେ ରଖିବାକୁ ଯାହାକୁ ସ୍ତ୍ରୀ ପସନ୍ଦ କରେ ନାହି । ଝିଅମାନେ ଏଭଳି ଆଦତ କୁ ନାପସନ୍ଦ କରିଥାନ୍ତି ଓ ଆକର୍ଷିତ ହୁଅନ୍ତି ନାହି ।

୪- ନିଜକୁ ସର୍ବୋଚ୍ଚ ଭାବିବା : ମହିଳାଙ୍କୁ ଏମିତି ପୁରୁଷ ଜମା ବି ପସନ୍ଦ ନୁହେଁ ଯିଏ କି ନିଜକୁ ଉଚ୍ଚା ଦେଖୁଥିବେ ଅନ୍ୟକୁ ନିଚ୍ଚା ଦେଖୁଥିବେ । ମହିଳା ମାନେ ଏମିତି ପୁରୁଷଙ୍କ ଠାରୁ ଦୂରେଇ ରହିଥାନ୍ତି ଯେଉଁ ମାନେ ଅନ୍ୟକୁ ଆଦର କରନ୍ତି ନାହି । ତେଣୁ ପ୍ରତେକ ପୁରୁଷ ଙ୍କୁ ନିଜ ସ୍ତ୍ରୀ ବା ପ୍ରେମିକ ସହ କାନ୍ଧ ରେ କାନ୍ଧ ମିଶାଇ ଚାଲିବ ଆଉଚିତ ନା କି ସେମାନଙ୍କୁ ନିଚ୍ଚା ଦେଖାଇବା । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *