୨୦୨୦ରେ ଏହି ରାଶି ମହିଳାଙ୍କ ଭାଗ୍ୟ ଖୋଲିବ, ସାରା ବର୍ଷ ରହିବ ବହୁତ ଭଲ

ନୂଆ ବର୍ଷ ଆସି ଯାଇଛି ଏବଂ ସମସ୍ତଙ୍କୁ ନୂଆ ବର୍ଷ ବିଷୟରେ ଜାଣିବା ପାଇଁ ଇଛା ଯେ ଏହି ବର୍ଷ ତାଙ୍କ ରାଶି ପାଇଁ କିପରି ରହିବ, ବହୁତ ଲୋକ ଜ୍ୟୋତିଷ ଓ ରାଶି ଗ୍ରହ ନଖେତ୍ର ଉପରେ ବିଶ୍ଵାସ କରନ୍ତି ନାହିଁ ତେବେ ଏହା ତାଙ୍କ ଇଛା ହୋଇ ପାରେ । କିନ୍ତୁ ଯେଉଁ ଲୋକ ରାଶି ବିଷୟରେ ଜାଣିବା ପାଇଁ ଇଛୁକ ଅଛନ୍ତି ତାଙ୍କ ପାଇଁ ଆମେ ଆଜି କିଛି ବିଶେଷ ରାଶିଙ୍କ ବିଷୟରେ କହିବାକୁ ଯାଉଛୁ ।

ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶିଙ୍କ ବିଷୟରେ

ମେଷ :

ମେଷ ରାଶି ଲୋକଙ୍କ ମହିଳାଙ୍କ ଜାତକରେ ଆର୍ଥିକ ସ୍ଥିତି ଧନ ସମ୍ପତ୍ତି ଭଲ ରହିବ, ନିଜ ସ୍ୱାସ୍ଥ୍ୟ ଧ୍ୟାନ ରଖନ୍ତୁ ଖରାପ ହୋଇ ପାରେ । ଏହା ଛଡା ଆପଣଙ୍କ ସ୍ଥାନ ପରିବର୍ତନ ଯୋଗ ହେଉଛି ସେଥିପାଇଁ ମଧ୍ୟ ପ୍ରସ୍ତୁତ ରୁହନ୍ତୁ ।

ବୃଷ :

ବୃଷ ରାଶି ମହିଳାଙ୍କୁ ସମ୍ମାନ ସମାନ ରୂପରେ ପ୍ରାପ୍ତ ହବ, ଏହି ରାଶି ମହିଳାଙ୍କୁ ନିଜ ମାନସିକ ସ୍ୱାସ୍ଥ୍ୟ ଉପରେ ବିଶେଷ କରି ଧ୍ୟାନ ରଖିବା ଉଚିତ ଅଟେ । କଥା ହେଲା ବେଳେ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ବହୁତ ଆବଶ୍ୟକ ଅଟେ ଏହା ଦ୍ଵାରା ଭଲ କାମ ମଧ୍ୟ ଖରାପ ହୋଇ ପାରେ ।

ମିଥୁନ :

ଧନ ସ୍ଥିତି ସାମାନ୍ୟ ରହିବ, ଏହି ରାଶି ମହିଳାଙ୍କ ଜୀବନ ସବୁ ପ୍ରକାର ସମସ୍ଯା ଆବଶ୍ୟକତା ସହଜ ରେ ପୂର୍ଣ ହୋଇ ଥାଏ, ଦୁର୍ଘଟଣା ହବାର ଆସାର ଅଛି ସାବଧାନ ରୁହନ୍ତୁ ।

କର୍କଟ :

ଯେଉଁ ମହିଳାଙ୍କ ରାଶି କର୍କଟ ତାଙ୍କୁ ଚାକିରି ବା ବ୍ୟବସାରେ ଧନ ଲାଭ ହବ, କାରୋବାର ରେ ଉନ୍ନତି ହବ ଏବ୍ଙ୍ଗେହା ସହ ବିବାହ ଯୋଗ ମଧ୍ୟ ଭଲ ହେଉଛି କିନ୍ତୁ ନିଷ୍ପତ୍ତି କରିବାରେ ଜଲ୍ଦି କରନ୍ତୁ ନାହିଁ ।

ଏହି ରାଶି ଗୁଡିକ ୨୦୨୦ରେ ରହିବେ ଲକି :

କୁମ୍ଭ :

ଧନ ସ୍ଥିତି ମାଧ୍ୟମ ରହିବ କିନ୍ତୁ ଖର୍ଚ କମ ହବ ନାହିଁ, ମାନସିକ ଚିନ୍ତା ଠାରୁ ଦୂରେଇ ରୁହନ୍ତୁ ।

ମୀନ :

ଆର୍ଥିକ ସ୍ଥିତି ସ୍ଥିର ଏବଂ ଭଲ ରହିବ, ସମ୍ପର୍କୀୟ ଲୋକଙ୍କ ଠାରୁ ଦୂରତା ବଢି ପାରେ, ବିପି ଏବଂ ପେଟ ସମସ୍ଯା ଠାରୁ ବଞ୍ଚି ରୁହନ୍ତୁ ନିଜର ଧ୍ୟାନ ରଖନ୍ତୁ ।

କନ୍ୟା :

ଆଜି ଆପଣଙ୍କ ଆର୍ଥିକ ସ୍ଥିତି ବହୁତ ସୁଧୁରି ଜୀବ, ଏହି ରାଶି ମହିଳାଙ୍କ ପାରିବାରିକ ଜୀବନ ବହୁତ ଭଲ ହବ ।

ତୁଳା :

ତୁଳା ରାଶି ମହିଳାଙ୍କ ପାଇଁ ୨୦୨୦ ଟିକେ ପରିଶ୍ରମୀ ରହିବ କିନ୍ତୁ ଧନ ଲାଭର ଭଲ ଯୋଗ ଦେଖା ଯାଉଛି, ଏହା ଛଡା ସମ୍ପର୍କ ଭଲ ହୋଇବେ ଏବଂ ସ୍ୱାସ୍ଥ୍ୟ ଉପରେ ବିଶେଷ ଧ୍ୟାନ ଦବା ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *