ନିଜ ଭଉଣୀ ସମ୍ମାନ ପାଇଁ ଗୋଟେ ଭାଇ କଲା ଏମିତି କାମ, ଦେଖିବା ଲୋକ ହେଲେ ଭୟଭୀତ

କୁହା ଯାଏ ଯେ ଭାଇ ଭଉଣୀ ପ୍ରେମ ଦୁନିଆରେ ବହୁତ ନିୟାରା ଅଟେ, ଭାଇ ଭଉଣୀ ର ଏମିତି ଗୋଟେ ସମ୍ପର୍କ ଯେଉଁଠି ଭାଇ ଭଉଣୀ ଦୁହେଁ ଦୁହିଙ୍କ ପାଇଁ ଜୀବନ ମଧ୍ୟ ଦେଇ ଥାନ୍ତି । ରକ୍ଷାବନ୍ଧନ ପର୍ବ ବିଷୟରେ ସମସ୍ତେ ଜାଣିଛନ୍ତି ଏହି ପର୍ବ ରେ ଗୋଟେ ଭଉଣୀ ନିଜ ଭାଇକୁ ରାଖି ବାନ୍ଧି ଥାଏ ଏବଂ ଭାଇ ନିଜ ଭଉଣୀ କୁ ପ୍ରତେକ ସମସ୍ୟାରୁ ଉଧାର କରିବେ ବୋଲି ବଚନ ଦେଇ ଥାନ୍ତି । ଆଜି ଆମେ ଆପଣମାନଙ୍କୁ ଏମିତି ଗୋଟେ ଭାଇ ବିଷୟରେ କହିବାକୁ ଯାଉଛୁ ଯିଏ ନିଜ ଭଉଣୀ ପାଇଁ କିଛି ଏମିତି କଲେ ଯାହା ଦେଖି ଲୋକ ଡଋ ଯାଇଛନ୍ତି ।

Image Courtesy: Google

ଭଉଣୀ ଉପରେ ଖରାପ ନଜର ପକଉଥିବା ଲୋକକୁ କଲେ ହତ୍ୟା  :

ଏହି ଘଟଣା ରାଜସ୍ଥାନ ର ଭିବାଡି ଜାଗାର ଅଟେ, ଏଠାରେ ଗୋଟେ ଭାଇ ନିଜ ଭଉଣୀ ପାଇଁ ଗୋଟେ ବ୍ୟକ୍ତି ର ହତ୍ୟା କରି ଦେଇଛି । ଖବର ଅନୁଯାଇ ଏହି ଭାଇ ଉତ୍ତର ପ୍ରଦେଶ ର ନିବାଶି ଅଟେ ଏବଂ ମୃତ ବ୍ୟକ୍ତି ପିଛା କରି ରାଜସ୍ଥାନ ପହଞ୍ଚିଲା ଏବଂ ଗୁଳି ମାରି ଲୋକର ହତ୍ୟା କଲା । ଘଟଣା ସମ୍ପୂର୍ଣ କଥା ସେତେବେଳେ ଜଣା ପଡିଲା ଯେତେବେଳେ ପୋଲିସ ଅପରାଧୀକୁ ଗିରଫତାର କଲେ ।

Image Courtesy: Google

ଏହା ପରେ ପଚରା ପଚରି କଲା ପରେ ଆରୋପି ନିଜ ବୟାନ ରେ କହିଲେ ଯେ ମୃତ ଲୋକ ଗୋଟେ ତାନ୍ତ୍ରିକ ଥିଲା । ଏହା ପରେ ଆରୋପି କହିବା ଆରମ୍ଭ କଲେ ସେହି ତାନ୍ତ୍ରିକ ଖରାପ ନଜର ଆରୋପି ଭଉଣୀ ଉପରେ ଥିଲା, ଏହି କଥା ପାଇଁ ପାଇଁ ଆରୋପି ତାନ୍ତ୍ରିକ ଉପରେ ବହୁତ ନାରାଜ ଥିଲା ଏବଂ ତାନ୍ତ୍ରିକକୁ ମାରିବା ପାଇଁ ସୁଯୋଗ ଖୋଜୁ ଥିଲା ଏବଂ ସୁଯୋଗ ପାଇବା ପରେ ଗୁଳି ମାରି ହତ୍ୟା କରି ଦେଲେ ।

Image Courtesy: Google

ସମ୍ପୂର୍ଣ ଘଟଣା :

କୁହା ଯାଉଛି ଯେ ମୃତ ତାନ୍ତ୍ରିକ ନା ଚନ୍ଦ୍ରପାଲ ଯାଦବ ଥିଲା ଯିଏ ଉତ୍ତର ପ୍ରଦେଶ ରେ ଗୋଟେ ଆଶ୍ରମ ଚଲଉଥିଲା । ସେହି ଆଶ୍ରମରେ ଗୋଟେ ଦିନ ଆରୋପି ଭଉଣୀ ତାନ୍ତ୍ରିକକୁ ଦେଖା କରିବା ପାଇଁ ଗଲେ ଏବଂ ତା ପରେ ତାନ୍ତ୍ରିକ ନଜର ଆରୋପି ଭଉଣୀ ଉପରେ ଥିଲା । କିଛି ଦିନ ପରେ ଏହି ଖବର ଆରୋପି କାନକୁ ବାଜିଲା ଯାହା ପରେ ଆରୋପି ତାନ୍ତ୍ରିକକୁ ମାରିବା ପାଇଁ ସୁଯୋଗ ଖୋଜିବା ଆରମ୍ଭ କଲେ ଏବଂ ସୁଯୋଗ ପାଇ ତାନ୍ତ୍ରିକ ଚନ୍ଦ୍ରପାଲ କୁ ଗୁଳି ମାରି ହତ୍ୟା କରି ଦେଲେ । କହିଆକୁ ଗଲେ ବର୍ତମାନ ଆରୋପି ପୋଲିସ ଗିରଫ ରେ ଅଛି ଏବଂ ତା ଉପରେ ଆଇନ ଗତ କାର୍ଯ୍ୟକାରୀ କରା ଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *