ଆମେ ଆପଣଙ୍କୁ ମଙ୍ଗଳବାର ଦିନ ୭ ଜାନୁୟାରୀ ରାଶିଫଳ କହୁ ଅଛୁ । ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ, ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଥିଲେ, ନିମ୍ନ ରେ ପଢନ୍ତୁ ।
ମେଷ :
ମେଷ ରାଶି ଲୋକ କାରୋବାର ବା ବ୍ୟବସାୟ ରେ ଆଜି ଶୀଘ୍ର ଉନ୍ନତି କରିବେ,କିଛି ଦିନ ଆଗରୁ ହୋଇ ଥିବା କାପ୍ତ ହୋଇବ,ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି । କିଛି ଭଲ କାମ ପାଇଁ ଦାନ ମଧ୍ୟ କରନ୍ତୁ, ବ୍ୟବସାରେ ଲାଭ ପାଇଁ ମନ ପ୍ରଶାନ ରହିବ । ଆଜି ଆପଣଙ୍କ ମନ ରେ ଆସା ନିରାଶା ମିଶ୍ରଣ ଭାବ ମନ ରେ ଆସିବ, ଆଜି ଆପଙ୍କ କିଛି ନୂଆ କାମ ଶିଖିବା ପାଇଁ ଅବସର ପ୍ରାପ୍ତ କରିବେ ।
ବୃଷ :
ଆଜି ପାରିବାରିକ ପ୍ରତିଷ୍ଠା ଓ ମାନ ସମ୍ମାନ ରେ ବୃଦ୍ଧି ହବ, ଆଜି ଆପଣ କାର୍ଯ୍ୟ କ୍ଷେତ୍ର ରେ ବହୁତ ବ୍ୟସ୍ତ ରହିବେ, ପରିବାର ରେ ଅସୁବିଧା ଆସି ପାରେ ସାବଧାନ ହୋଇ ଚଳିବେ । ଅଫିସ ଲୋକଙ୍କ ସହ ଭଲ ସମ୍ପର୍କ ବନେଇ ରଖନ୍ତୁ ଆପଣଙ୍କ ପାଇଁ ଲାଭକାରୀ ରହିବ । ଆଜି ସଂଘର୍ଷ ପରେ କୌଣସି କାର୍ଯ୍ୟ ପୂର୍ଣ ହୋଇବ, କଥା ବାରତା ଉପରେ ଆପଣଙ୍କୁ ନିୟନ୍ତ୍ରଣ କରିବା ଉଚିତ ଅଟେ ।
ମିଥୁନ :
ମିଥୁନ ରାଶି ଲୋକ ଆଜି କାହା ସାହାଜ୍ଯ ରେ କିଛି ଖୁସି ଖବର ପାଇ ପାରନ୍ତି, ଆଜି ଆପଣଙ୍କ ଉନ୍ନତି ମାର୍ଗ ପ୍ରଶସ୍ତ ହୋଇବେ, ସମ୍ପତ୍ତି କାର୍ଯ୍ୟ ଆଜି ଆପଣଙ୍କୁ ବହୁତ ଲାଭ ପ୍ରଦାନ କରିବେ । କାର୍ଯ୍ୟ ପାଇଁ ଆଜି ଆପଣଙ୍କୁ ଅତ୍ୟଧିକ କଷ୍ଟ କରିବାକୁ ପଡିବ । ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ, ଆଜି ଆପଣ ବହୁତ ଖୁସି ମନେ କରିବେ । ଆଜି ଆପଣ ନିଜକୁ ଶାନ୍ତ ରଖିବା ପାଇଁ ପ୍ରୟାଶ କରିବେ ଏବଂ ସଫଳତା ମଧ୍ୟ ପ୍ରାପ୍ତ କରିବେ ।
କର୍କଟ :
ଆପଣଙ୍କ ଦ୍ଵାରା କରା ଯାଇ ଥିବା ଚାକିରି ପାଇଁ ପ୍ରୟାସ ଫଳ ଆଜି ସମୟ ଆସି ଯାଇଛି, କାମ ପାଇଁ ଲମ୍ବା ଯାତ୍ରା କରିବାକୁ ପଡି ପାରେ, ଆଜି ସାଙ୍ଗ ଓ ସମ୍ପର୍କୀୟ ଲୋକଙ୍କ ସହ ଆପଣ ଦେଖା କରି ପାରିବେ, ଆସା ନିରାଶା କଥା ମନ ଭିତରେ ଚିନ୍ତା ଉତପନ କରି ପାରନ୍ତି । ଆଜି କ୍ରୋଧିତ ହୋଇ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ, ଯଦି ଆପଣ ଚାକିରି ବା ବ୍ୟବସାୟ ବଦଳିବା ପାଇଁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ସଫଳତା ଆଣିବ ।
ସିଂହ :
ଆଜି ଆପଣଙ୍କୁ ବହୁତ ମୂଲ୍ଯବାନ ଜିନିଷ ପ୍ରାପ୍ତ ହବ, ଏହା ସହ ବ୍ୟର୍ଥ ଖର୍ଚ ମଧ୍ୟ ସାମ୍ନାକୁ ଆସିବ, ଏହି ରାଶି ଲୋକ ଆଜି ନିଜ ଜୀବନସାଥୀ ଦ୍ଵାରା ବହୁତ ସାହାଜ୍ଯ ପ୍ରାପ୍ତ କରିବେ, କିନ୍ତୁ ଆପଣଙ୍କୁ ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଉଚିତ ଅଟେ । ଆଜି ପାରିବାରିକ ଦାଇତ୍ବ ବଢିବାକୁ ଲାଗିବ, ଜୀବନସାଥୀ ସ୍ୱାସ୍ଥ୍ୟ ଖରାପ ହୋଇ ପାରେ, ଚାକିରି ରେ କାର୍ଯ୍ୟ ବଢି ପାରେ ନଚେତ ସ୍ଥାନ ପରିବର୍ତନ ହୋଇ ପାରେ ।
କନ୍ୟା :
ଆଜି କନ୍ୟା ରାଶି ଲୋକଙ୍କୁ କିଛି ଆର୍ଥିକ ସମସ୍ୟା ସାମ୍ନା କରିବାକୁ ପଡି ପାରେ । ଆଜି ମନ କୌଣସି ପ୍ରକାର ଭୟ ପାଇଁ ଚିନ୍ତା ରେ ରହିବ, କୌଣସି ନୂଆ ଜାଗା ଟ୍ରାନ୍ସଫର ହୋଇ ପାରନ୍ତି ବା ଚାକିରି ମଧ୍ୟ ଛାଡ଼ିବା ସମୟ ଆସି ପାରେ । ଆଜି ମହିଳାଙ୍କୁ ଭାବନା ଉପରେ ବିଶେଷ ଧ୍ୟାନ ରଖିବେ, ଆଜି ପୂର୍ବ ପୁରୁଷଙ୍କ କାରୋବାର ବଢିବାକୁ ଲାଗିବ, ଚାକିରି ରେ ପରିବର୍ତନ ସମ୍ଭାବନା ହୋଇ ପାରେ ।
ତୁଳା :
ଆଜି ଆପଣ ନିଜ ସମ୍ପର୍କୀୟ ଲୋକଙ୍କ ସହ କିଛି ଭଲ ସମୟ ବିତେଇବେ, ଆଜି ଆପଣ ଉଚ୍ଚ ଅଧିକାରୀମାନଙ୍କ ସହ ଭଲ ସମ୍ପର୍କ ଗଢି ପାରିବେ । ସାମାଜିକ କାର୍ଯ୍ୟ ପାଇଁ ମନ ବହୁତ ଭଲ ରହିବ, ଅତ୍ୟଧିକ ସମୟ ଅତିଥିଙ୍କ ସହ ବିତେଇବେ । ଆର୍ଥିକ ପକ୍ଷ ମଜବୁତ ହୋଇବ, କିନ୍ତୁ ସ୍ୱାସ୍ଥ୍ୟ ପାଇଁ କିଛି ଚିନ୍ତା ହୋଇ ପାରେ । ସମ୍ପର୍କୀୟ ଲୋକଙ୍କ ଘର କାମ ରେ ଆପଣଙ୍କୁ ସପୋର୍ଟ ମିଳି ପାରେ ।
ବିଛା :
ଆଜି ଆପଣଙ୍କ ମନ ଆତ୍ୟାଧମିକତା ଆଡୁକୁ ଆକର୍ଷିତ ହବ, ବଡ ଲାଭ ପ୍ରାପ୍ତ ହୋଇ ପାରେ ଯୋଗ ଅଛି । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ । ପ୍ରେମୀ ଯୁଗଳ ଆଜି ସତର୍କ ହୋଇ ରୁହନ୍ତୁ, ଏହା ସହ ଖର୍ଚ ମଧ୍ୟ ବଢିବାକୁ ଲାଗିବ ।
ଧନୁ :
ପ୍ରତିଦିନ କାମ ରେ ବାଧା ଆସି ପରେ, ଆଜି ଆପଣ ନିଜ ସାଙ୍ଗ ବା ଶୁଭଚିନ୍ତକ ମାନଙ୍କ ସହ ବସି ଭବିଷ୍ୟ ଆଲୋଚନା କରି ପାରିବେ । ବ୍ୟବସାୟ ରେ ହାନି ହବାର ଆସାର ଦେଖା ଯାଉଛି, ଭାଗ୍ୟ ଆପଣଙ୍କ ସହ ରହିବ, ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ ।
ମକର :
ଆଜି ଶତ୍ରୁ ପକ୍ଷ ହାନି କରିବା ପାଇଁ ଚେଷ୍ଟା କରି ପାରନ୍ତି ସତର୍କ ରହିବା ଉଚିତ ଅଟେ । ଆଜି ସ୍ବାମୀଙ୍କ ସହ ପ୍ରେମ ସମ୍ପର୍କ ମଧୁର ରହିବ, ଦାଂପତ୍ଯ ଜୀବନ ସୁଖମୟ ହବ । ଆଜି ଅନ୍ୟ କାହା କଥା ମାନି ଏମିତି କିଛି କାର୍ଯ୍ୟ କରନ୍ତୁ ନାହିଁ ଯାହା ଫଳରେ ଆପଣଙ୍କୁ ଜୀବନ ସାରା କାନ୍ଦିବାକୁ ପଡି ପାରେ । ଆଜି ଆପଣଙ୍କ ସାଙ୍ଗମାନଙ୍କ ଦ୍ଵାରା ଆପଣ ଲାଭ ପ୍ରାପ୍ତ କରି ପାରନ୍ତି ଏବଂ ସରକାରୀ ଅଫସର ଆପଣଙ୍କ ସାହାଜ୍ଯ କରି ପାରନ୍ତି ।
କୁମ୍ଭ :
କଳା ଏବଂ ସଂଗୀତା ପ୍ରତି ମନ ଭଲ ରହିବ, ପରୀକ୍ଷା ବା ପ୍ରତିଯୋଗୀତା ଦ୍ଵାରା ଚାକିରି ଖୋଜୁ ଥିବା ଲୋକଙ୍କ ପାଇଁ ଶୁଭ ପରିଣାମ ପ୍ରାପ୍ତ ହବ । ଛୁଆଙ୍କୁ ଅଭ୍ୟାଶ ରେ ସଫଳତା ପ୍ରାପ୍ତି ହବ । ସ୍ୱାସ୍ଥ୍ୟ ଏବଂ ପ୍ରତିଷ୍ଠା ପ୍ରତି ସଚେତ ରୁହନ୍ତୁ । ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ, ଜୀବନ ରେ ଲୋକଙ୍କ ସାହାଜ୍ଯ ପ୍ରାପ୍ତ ହଉଥିବ । ଆପଣଙ୍କୁ ଆର୍ଥିକ ଲାଭ ପ୍ରାପ୍ତ ହୋଇବ, ପ୍ରେମ ସମ୍ବନ୍ଧ ପାଇଁ ଭଲ ସମୟ ଅଟେ ।
ମୀନ :
ଆଜି ଆପଣଙ୍କୁ ଆପଣଙ୍କ ଭାଗ୍ୟ ସାହାଜ୍ଯ ପ୍ରାପ୍ତ ହବ, ଆତ୍ମବିଶ୍ଵାସ ବଢିବାକୁ ଲାଗିବ । ଲୋକଙ୍କୁ ଆଜି ଟିକେ ମାନସିକ ଚିନ୍ତା ରହିବ, ଏହି ରାଶି ଲୋକ ଆଜି ଯେତେ ପରିଶ୍ରମ କରିବେ ତାହା ଫଳ ପ୍ରାପ୍ତ କରିବେ। ଆଜି ଆଇନ କାର୍ଯ୍ୟ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଉଚିତ ଅଟେ, ଆଜି ଦିନ ଆପଣଙ୍କ ପାଇଁ କଷ୍ଟକର ହୋଇ ପାରେ, ସେଥିପାଇଁ ସାବଧାନ ହୋଇ କାର୍ଯ୍ୟ କରିବା ଉଚିତ ଅଟେ ।