ନମସ୍କାର ବନ୍ଧୁଗଣ । ପ୍ରତ୍ଯେକ ବର୍ଷ ଆମ ପାଇଁ କିଛି ନା କିଛି ଖୁସି ଖବର ନେଇ ଆସିଥାଏ । କେହି ନିଜର କ୍ଯାରିୟର କୁ ନେଇ ଉତ୍ସାହିତ ରହିଥାଏ ତ କେହି ନିଜ ପ୍ରେମକୁ ନେଇ ଉତ୍ସାହିତ ରହିଥାଏ । ଆଜି ଆମେ ଆପଣଙ୍କୁ ସେହି ରାଶି ମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କୁ ୨୦୨୧ ରେ ନିଜର ସଚ୍ଚା ପ୍ରେମ ମିଳିବାକୁ ଯାଉଛି ଆଉ ଯେଉଁମାନେ ପ୍ରେମରେ ଅଛନ୍ତି ସେମାନଙ୍କ ର ହେବ ପ୍ରେମ ବିବାହ ବା ଲଭ ମ୍ୟାରେଜ ।
ମେଷ ରାଶି – ଜ୍ଯୋତିଷ ଶାସ୍ତ୍ର ଅନୁସାରେ ମେଷ ରାଶିର ଲୋକମାନଙ୍କ ପାଇଁ ୨୦୨୧ ବର୍ଷଟି ନୂଆ ଜୋସ ଆଉ ରୋମାନ୍ସ ସହିତ ଆରମ୍ଭ ହେବ । ଏହି ରାଶିର ବ୍ୟକ୍ତି ମାନଙ୍କୁ ସଚ୍ଚା ପ୍ରେମ ମିଳିବାର ଯୋଗ ବନୁଛି । ଯେଉଁମାନେ ଏ ପର୍ଯ୍ୟନ୍ତ ଶିଂଗଲ ଅଛନ୍ତି ସେମାନଙ୍କୁ ନିଜର ପାର୍ଟନର ମିଳିବାର ବହୁତ ସମ୍ଭାବନା ରହିଛି । ଆପଣ ଚାହିଁବେ ତ ନିଜ ପ୍ରେମ ବିବାହର ପ୍ରସ୍ତାବ ନିଜ ପରିବାର ସାମ୍ନା ରେ ରଖି ପାରିବେ ।
ବୃଷ ରାଶି – ଆସନ୍ତା ବର୍ଷଟି ବୃଷ ରାଶିର ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ । ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ଓ ତାଙ୍କ ବିଷୟରେ ପରିବାର ସଦସ୍ଯଙ୍କୁ ଜଣାଇବାକୁ ଚାହୁଞ୍ଚନ୍ତି ତେବେ ଏହି ସମୟଟି ବହୁତ ଶୁଭ ରହିବ । ପ୍ରେମ ମାମଲାରେ ବୃଷ ରାଶିର ବ୍ୟକ୍ତି ଙ୍କ ପାଇଁ ଏହି ବର୍ଷ ଅତ୍ୟନ୍ତ ଶୁଭ ଅଟେ । ଏହି ବର୍ଷ ଆପଣଙ୍କ ଲଭ ମ୍ୟାରେଜ ପାଇଁ ଆପଣ ଘରେ ପ୍ରସ୍ତାବ ବି ରଖି ପାରନ୍ତି ।
କର୍କଟ ରାଶି – ଏହି ରାଶିର ବ୍ୟକ୍ତି ଙ୍କ ପାଇଁ ବର୍ଷର ଆରମ୍ଭ ଟିକେ କଷ୍ଟଦାୟକ ରହିପାରେ । କିନ୍ତୁ ଯେମିତି ଯେମିତି ସମୟ ବିତିବ ସେମିତି ପରିସ୍ଥିତି ଠିକ ହୋଇଯିବ । କର୍କଟ ରାଶିର ଯେଉଁ ବ୍ୟକ୍ତି ଙ୍କୁ ଏ ପର୍ଯ୍ୟନ୍ତ ସଚ୍ଚା ପ୍ରେମ ମିଳିପାରି ନାହିଁ ଏହି ବର୍ଷ ଆପଣଙ୍କୁ ଏଥିରେ ସଫଳତା ମିଳିବାର ଯୋଗ ବନୁଛି । ଆପଣଙ୍କ ସମ୍ପର୍କ ମଧୁର ରହିବ ।
ସିଂହ ରାଶି – ବର୍ଷ 2021 ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ରୋମାଣ୍ଟିକ ରହିବ । ଏହା ସହିତ ପ୍ରେମ ମାମଲାରେ ଏହି ବର୍ଷ ଆପଣଙ୍କ ପାଇଁ ହୁସି ନେଇ ଆସିବ । ଏହି ବର୍ଷ ଲଭ ମ୍ୟାରେଜ କରିବାକୁ ଚାହୁଁଥିବା ସିଂହ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି । ଯେଉଁ ମାନଙ୍କୁ ଏ ପର୍ଯ୍ୟନ୍ତ ସେମାନଙ୍କର ସଚ୍ଚା ପ୍ରେମ ମିଳି ପାରି ନାହିଁ ଏହି ବର୍ଷ ମିଳିବାର ସମ୍ଭାବନା ବହୁତ ଦେଖା ଯାଉଛି । କିନ୍ତୁ କାହାକୁ ବି ନିଜ ମନ କଥା କହିବା ପୂର୍ବରୁ ଭଲ ଭାବେ ଚିନ୍ତା କରି ଆଗକୁ ବଢିବା ଠିକ ରହିବ ।
ଧନୁ ରାଶି – ବର୍ଷ 2021 ରେ ପ୍ରେମ ମାମଲାରେ ଧନୁ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ରହିବେ । ହେଇପାରେ ଆପଣ ନିଜ ପ୍ରେମକୁ ନେଇ ଏକ ସ୍ଵତନ୍ତ୍ର ସ୍ଥାନ ଦେଇ ପାରନ୍ତି । ଏହି ବର୍ଷ ଆପଣ ନିଜର ଲଭ ପାର୍ଟନର ସହିତ ବୁଲିବାର ଯୋଜନା ମଧ୍ୟ କରି ପାରିବେ । କିଛି ବାଧା ଦେଖା ଯାଉ ନାହିଁ । ଦୂର ଯାତ୍ରା ବି କରି ପାରିବେ ।
ମୀନ ରାଶି – ଏହି ରାଶିର ବ୍ୟକ୍ତି ଙ୍କ ପାଇଁ 2021 ପ୍ରେମ ମାମାଲାରେ ବହୁତ ଖୁସି ନେଇ ଆସୁ ଅଛି । ଏହି ବର୍ଷ ଆପଣଙ୍କୁ ନିଜର ସଚ୍ଚା ପ୍ରେମ ମିଳିବାର ବହୁତ ସମ୍ଭାବନା ରହିଛି । ଏହି ରାଶିର ବ୍ୟକ୍ତି ଙ୍କୁ ବିବାହ ବା ଆରେଞ୍ଜ ମ୍ୟାରେଜ ହେବାର ବହୁତ ଭଲ ଯୋଗ ବନୁଅଛି । ବର୍ଷର ଆରମ୍ଭରୁ ହିଁ ଆପଣ ଖୁସି ଓ ଆନନ୍ଦରେ ରହି ପାରିବେ । ଆପଣଙ୍କୁ ଲଭ ପ୍ରପୋଜାଲ ବି ମିଳିପାରେ । ଏହି ବର୍ଷ ମୀନ ରାଶିର ବ୍ୟକ୍ତି ଙ୍କ ପାଇଁ ଲଭ କୁ ନେଇ ବହୁତ ଆନନ୍ଦରେ ବିତିବ ।
କନ୍ୟା ରାଶି-ଏହି ରାଶି ର ବ୍ୟକ୍ତି ବିଶେଷ ମାନାଙ୍କ ପାଇଁ ଏହି ନବବର୍ଷ ଟି ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ ,ଆପଣଙ୍କ ରାଶି ଅନୁସାରେ ଏହି ବର୍ଷ ଆପଣଙ୍କୁ ଆପଣଙ୍କ ଜୀବନସାଥୀ ମିଳିବାର ବହୁତ ସମ୍ଭାବନା ଅଛି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯୋଉ ମନେ ପ୍ରେମ ବିବାହ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିବାହ ନିଶ୍ଚିନ୍ତ ଭାବେ ହୋଇଯିବ କୌଣସି ବାଧା ହେବ ନାହିଁ ।
କୁମ୍ଭ ରାଶି-ଏହି ବର୍ଷ କୁମ୍ଭ ରାଶି ପାଇଁ ଅତ୍ୟନ୍ତ ଶୁଭ ରହିବ ଆପଣ ମାନଙ୍କ ରାଶି ଅନୁସାରେ ପ୍ରେମ ସମ୍ବଧ ରେ ଯୋଗ ଭଲ ରହିଛି ଯଦି ଆପଣ ମାନେ କାହାକୁ ପ୍ରେମ ପ୍ରସ୍ତାବ ପକାଇବାକୁ ଚାହୁଛନ୍ତି ସେମାନଙ୍କ ପାଈଁ ଏ ସମୟ ଅତ୍ୟନ୍ତ ପ୍ରଭାଵଶାଳୀ ରହିବ ଆପଣଙ୍କୁ ଶୁଭ ଫଳ ମିଳିବ ଯଦି ଆପଣ ଆପଣଙ୍କ ପରିବାର ରେ ପ୍ରସ୍ତାବ ପକାଇବାକୁ ଚାହୁଁଛନ୍ତି ତେବେ ଏହି ସମୟ ଟି ଆପଣଙ୍କ ପାଇଁ ଶୁଭ ଅଟେ ।