୨୦୨୧ ରୁ ୨୦୨୪ ମଧ୍ୟରେ ଘଟିବ ଏହି ସବୁ ଭୟଙ୍କର ଘଟଣା- Malika Bachana

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ପ୍ରାଚୀନ କାଳରେ କୌଣସି ଯନ୍ତ୍ରପାତି ନଥିଲା ଅଥବା ବର୍ତ୍ତମାନ ଭଳି ସୁଖ ସୁବିଧା ନଥିଲା । ସେହି ସମୟରେ ପଞ୍ଚସଖାଜ ତାଳ ପୋଥି ରେ ସ୍ୱୟଂ ଭବିଷ୍ୟ ସମ୍ବନ୍ଧରେ ବର୍ଣ୍ଣନା କରିଛନ୍ତି । ଏହି ପୋଥି ତଥା ଗ୍ରନ୍ଥ ରେ କେବଳ ଓଡ଼ିଆ ହିଁ ନୁହେଁ ବରଂ ସମଗ୍ର ବିଶ୍ୱ ର ଭବିଷ୍ୟ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଛି । ବିଗତ ୨୦୨୦ ମସିହାରେ କୋରୋନା ନାମକ ଏପରି ଏକ ଭୟଙ୍କର ମହାମାରୀ ସୃଷ୍ଟି ହୋଇଥିଲା ଯାହା ସମ୍ବନ୍ଧରେ ପୂର୍ବରୁ କୌଣସି ବ୍ୟକ୍ତି ଙ୍କ ଧାରଣା ରହି ନଥିଲା ।

ଏହି ଆକସ୍ମିକ ମହାମାରୀ ଅନେକ ବ୍ୟକ୍ତି ଙ୍କ ପ୍ରାଣ ନେଇଛି ଏବଂ ବିଭିନ୍ନ ପ୍ରକାର କ୍ଷୟ କ୍ଷତି କରିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ ଯଦିଓ ସମଗ୍ର ବିଶ୍ୱ ଏହି ଘଟଣା ସମ୍ବନ୍ଧରେ ଅଛପା ରହିଥିଲା କିନ୍ତୁ ଏହି ସମ୍ବନ୍ଧରେ ପ୍ରାଚୀନ କାଳରେ ଗ୍ରନ୍ଥ ରେ ଉଲ୍ଲେଖନୀୟ ରହିଥିଲା ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବୁ ଭବିଷ୍ୟତ ତଥା ୨୦୨୧ ରୁ ନେଇ ୨୦୨୪ ପର୍ଯ୍ୟନ୍ତ ପ୍ରାଚୀନ ଶାସ୍ତ୍ରବିତ୍ତ ଙ୍କ ଶାସ୍ତ୍ର ତଥା ଗ୍ରନ୍ଥ ଅନୁସାରେ କେଉଁ ସବୁ ଘଟଣା ଘଟିବାକୁ ଯାଉଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା । ବନ୍ଧୁଗଣ ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ଗ୍ରନ୍ଥ ଅଧ୍ୟାୟ ଅନୁସାରେ ଭବିଷ୍ୟତ ରେ ଅର୍ଥାତ ୨୦୨୩ ମସିହାରୁ ନେଇ ୨୦୨୪ ମସିହା ପର୍ଯ୍ୟନ୍ତ ପୁଣିଥରେ ଏକ ମହାମାରୀ ର ଆଗମନ ହେବାକୁ ଯାଉଛି । ଏହି ମହାମାରୀ ରେ ବ୍ୟକ୍ତି ମାନଙ୍କ ଯକୃତ ଖରାପ ହେବ ଏବଂ ଯକୃତ ରୋଗରେ ପୀଡ଼ିତ ହେବ । ଏହି ରୋଗ ବ୍ୟକ୍ତି ମାନଙ୍କୁ ଗୋଷ୍ଠୀ ସଂକ୍ରମଣ କରିବ ।

କୋରୋନା ରୋଗରେ ଯେପରି ଅନେକ କ୍ଷୟ କ୍ଷତି ର ସାମ୍ନା କରିବାକୁ ପଡ଼ିଥିଲା ସେହିପରି ଭାବରେ ଏହି ମହାମାରୀ ର ସାମ୍ନା କରିବାକୁ ପଡ଼ିବ । ଏହା ସହିତ ଭବିଷ୍ୟତ ରେ ଇନ୍ଦ୍ର ଭକ୍ତ ବର୍ଷା କରିବ ଏବଂ ପିଶାଚ ମାନଙ୍କ ଆଗମନ ହେବ ଏବଂ ଏହି ସମଗ୍ର ସଂସାର ରେ ପିଶାଚ ମାନେ ନିଜର ରାଜୁତି କରିବେ । ବର୍ତ୍ତମାନ ଆସନ୍ତୁ ଜାଣିବା ୨୦୨୧ ମସିହାରେ କଣ ସବୁ ଘଟଣା ଘଟିବାକୁ ଯାଉଛି । ମହାନ ଶାସ୍ତ୍ରବିତ୍ତ ଅଚ୍ୟୁତାନନ୍ଦ ନିଜର ଗ୍ରନ୍ଥ ରେ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି ଯେ, ଏହି ୨୦୨୧ ମସିହାରେ ଏକ ଲଞ୍ଜା ନକ୍ଷତ୍ର ର ଆଗମନ ହେବ ଏବଂ ଏହା ବିଶ୍ୱ ର କୌଣସି ଏକ ସ୍ଥାନରେ ପଡ଼ିବ ।

ଯଦି ଏହି ଲଞ୍ଜା ନକ୍ଷତ୍ର ପୃଥିବୀ ପୃଷ୍ଠ ରେ ପଡ଼ିବ ତେବେ ଦୁଇ ଶହ ରୁ ଅଧିକ ଥିବା ଦେଶ ଏହାଦ୍ବାରା ପ୍ରଭାବିତ ହେବ । ଏହି କଥାର ସତ୍ୟତା ପ୍ରମାଣ କରିବାକୁ ଯାଉ ଅଚ୍ୟୁତାନନ୍ଦ କହିଛନ୍ତି ଯେ ଏହି ଲଞ୍ଜା ନକ୍ଷତ୍ର ଲବଣ ସମୁଦ୍ର ରେ ପଡ଼ିବ । ଏହା ସହିତ ଅଚ୍ୟୁତାନନ୍ଦ ନିଜ ଗ୍ରନ୍ଥ ରେ ଉଲ୍ଲେଖ କରିଛନ୍ତି ଯେସମଗ୍ର ପୃଥିବୀ ଶତାବ୍ଦୀ, ଖ୍ରୀଷ୍ଟାବ୍ଦ, ମସିହା ଶୂନ୍ୟ ହୋଇଯିବ । ତେବେ ବନ୍ଧୁଗଣ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a Reply

Your email address will not be published. Required fields are marked *