2023 ରୁ 2025 ଦୁନିଆର ସବୁଠାରୁ ଭାଗ୍ୟଶାଳୀ 8ଟି ରାଶି, ଦୁନିଆ ଉପରେ କରିବେ ରାଜ

ବନ୍ଧୁଗଣ ଆପଣଙ୍କୁ ଇଂରାଜୀ ନବବର୍ଷର ଅନେକ ଅନେକ ଶୁଭକାମନା । ଆପଣ ନିରୋଗ ରୁହନ୍ତୁ, ପ୍ରତେକଟି କ୍ଷେତ୍ରରେ ବିଜୟୀ ହୁଅନ୍ତୁ । ଭଗବାନ ଶନି ଓ ଦେବଗୁରୁ ବୃହସ୍ପତିଙ୍କ କୃପାରୁ ୨୦୨୩ରୁ ୨୦୨୫ ଯାଏଁ କିଛି ରାହି ହେବାକୁ ଯାଉଛନ୍ତି ମାଲାମାଲ । ଦୀର୍ଘ ୩୦ ବର୍ଷ ପରେ ଶନିଦେବ କୁମ୍ଭ ରାଶିରେ ତ୍ରିକୋଣ ରାଶିରେ ପ୍ରବେଶ କରିବେ । ୧୭ ଜାନୁଆରୀ ୨୦୨୩ରେ ଦେବଗୁରୁ ବୃହସ୍ପତି ମୀନ ରାଶିରେ ଅଛନ୍ତି । ୨୦୨୨ ନଭେମ୍ବର ପରେ ମେଷ ରାଶିରେ ପ୍ରବେଶ କରି ସାରିଛନ୍ତି ।

ଏହି ୨ଟି ଗ୍ରହ ବହୁତ ବଡ ଚମତ୍କାର କରିବାକୁ ଯାଉଛନ୍ତି ଓ ଅନେକ ପରିବର୍ତ୍ତନ ନେଇକି ଆସୁଛନ୍ତି । ଆପଣଙ୍କର ଭବିଷ୍ୟତରେ କଣ ସବୁ ପରିବର୍ତ୍ତନ ହେବାକୁ ଯାଉଛି ଆସନ୍ତୁ ଜାଣିବା ।  ମେଷ ରାଶି : ଶନି ଆପଣଙ୍କର ରାଶିରେ ଏକାଦଶ ଘରକୁ ଗୋଚର କରିବେ । କୁମ୍ଭ ରାଶିରେ ୩୦ ବର୍ଷ ପରେ ଯେବେ ଶନି ଆପଣଙ୍କ ଏକାଦଶ ଘରକୁ ଗୋଚର କରିବେ ତେବେ ଫାଇନାନ୍ସ କ୍ଷେତ୍ରରେ ଭଲ ରହିବ । କିଛି ବଡ କରିବାକୁ ଚାହୁଁଥିଲେ ସଫଳ ହେବ ।

ମିଥୁନ ରାଶି : ଏହି ସମୟରେ ଆପଣଙ୍କର ଯେଉଁ ସବୁ ସମସ୍ଯା ଥିଲା ତାହା ଦୂର ହୋଇଯିବ । ଏହା ସହ ଶନି ଆପଣଙ୍କ ଭାଗ ସ୍ଥାନରେ ଗୋଚର କରିବେ । ଭାଗ୍ଯର ସହଯୋଗ ମିଳିବ । ୨୦୨୩ ରୁ ୨୦୨୫ ଯାଏଁ ଆପଣଙ୍କ ଭୟରେ ରାଜଯୋଗ ଘଟିବାକୁ ଯାଉଛି ।

ସିଂହ ରାଶି : ଆପଣଙ୍କ ଜୀବନରେ ୨୦୨୩ରେ ହେବାକୁ ଯାଉଛି ରାଜଯୋଗ । ଶନି ଆପଣଙ୍କର ସପ୍ତମ ଭାବରେ ଗୋଚର କରିବେ କୁମ୍ଭ ରାଶିକୁ । ଦୈନିକ ବ୍ୟାପାରରେ ଆୟରେ ବୃଦ୍ଧି ହେବ ।

ତୁଳା ରାଶି : ଆପଣଙ୍କ ପଞ୍ଚମ ଭାବରେ ଶନିଦେବ ୩୦ ବର୍ଷ ପରେ ଗୋଚର କରିବେ । ଏହି ସମୟରେ ସନ୍ତାନ ପକ୍ଷରୁ ଖୁସି ଖବର ପାଇବେ । ଶିକ୍ଷା କ୍ଷେତ୍ରରେ ବିକାଶ ହେବ । ଆର୍ଥିକ ସ୍ଥିତି ଦୃଢ ରହିବ । ଅଧିକ ସଞ୍ଚୟ କରିବେ । ଆପଣଙ୍କର ଖର୍ଚ୍ଚ କମ ହେବ ।

ବିଛା ରାଶି : ଆପଣଙ୍କର ଚତୁର୍ଥ ଘରେ ଶନିଦେବ ଗୋଚର କରିବେ ଓ ଦଶମ ଗୃହକୁ ଦ୍ରୁଷ୍ଟି ଦେବେ । ସମ୍ପତି ବ୍ୟାପାର କରୁଥିଲେ ଲାଭବାନ ହେବେ । ଫାଇନାନ୍ସ କ୍ଷେତ୍ରରେ ଫାଇଦା ପାଇବେ ।

ଧନୁ ରାଶି : ଆପଣଙ୍କର ସାଢେଷାତି ଶେଷ ହେବାରୁ ତୃତୀୟ ଘରେ ଶନି ଗୋଚର କରିବେ । ଘର ପରିବାରରେ ଥିବା ସମସ୍ଯା ଦୂର ହେବ । ଚାକିରି ଓ ବ୍ୟାପାର କ୍ଷେତ୍ରରେ ଉନ୍ନତି ହେବ । ଅଧା ରହିଥିବା କାର୍ଯ୍ୟ ପୂରଣ ହେବ ।

ମକର ରାଶି : ଆପଣ ବହୁତ କିଛି ପାଇବାକୁ ଯାଉଛନ୍ତି । ଆପଣ ମାଲାମାଲ ହେବାକୁ ଯାଉଛନ୍ତି ।  ଇନକମ ପାଇଁ ଏହି ୨ ବର୍ଷ ବହୁତ ଭଲ ସମୟ ରହିବ । ପ୍ରେମ ଜୀବନରେ ସଫଳ ହେବେ ।

କୁମ୍ଭ ରାଶି : ବିବାହ ହେବାର ସମ୍ଭାବନା ଅଛି । ବିବାହ ପରେ ଭାଗ୍ୟ ଖୋଲିଯିବ । ଆପଣଙ୍କ ପାଇଁ ଶୁଭ ସମୟ ରହିବ । କ୍ଯାରିୟରକୁ ନେଇ ଯେଉଁ ସମସ୍ଯା ଚାଲିଥିଲା ତାହା ଦୂର ହେବ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *