2023 ରୁ 2025 କେବଳ 4ଟି ରାଶି କୋଟିପତି, ଦେଖନ୍ତୁ ଆପଣଙ୍କ ରାଶି ନାହିଁ ତ!

ସୂଚନା ଅନୁସାରେ ପ୍ରତ୍ଯେକଟି ନୂଆ ସକାଳ ପ୍ରତେକଟି ବ୍ୟକ୍ତିବିଶେଷଙ୍କ ପାଇଁ କିଛି ନୂଆ ନୂଆ ପରିବର୍ତ୍ତନ ନେଇକରି ଆସିଥାଏ । ସେହି ପରିବର୍ତ୍ତନ ସୁଖ ଅବା ଦୁଃଖ ମଧ୍ୟ ହୋଇପାରେ । କାରଣ ପ୍ରତ୍ଯେକଟି ମନୁଷ୍ୟ ଜୀବନରେ କଇନ୍ ର ୨ ଟି ପାର୍ଶ୍ଵ ଭଳି ସୁଖ ଓ ଦୁଃଖ ଲାଗିକରି ରହିଥାଏ । ଆପଣ ମାନେ ଜାଣିଥିବେ ଆମ ଜୀବନରେ ଘଟିବାକୁ ଥିବା ଘଟଣାର ମୁଖ୍ୟ କାରଣ ଗ୍ରହର ଗତି ବିଧି ହୋଇଥାଏ । ଏହି ଚଳନ କାରଣରୁ ମଣିଷ ଜୀବନରେ ସୁଖ, ଦୁଖ, ହାନି ଲାଭ ସମାନ ହୋଇଥାଏ । ୨୦୨୩ରୁ ୨୦୨୫ ବର୍ଷ ମଧ୍ୟରେ କେଉଁ ରାଶି ହେବେ ମାଲାମାଲ ଆମେ ଆପଣଙ୍କୁ କହିବାକୁ ଯାଉଛୁ ।

ମିଥୁନ ରାଶି : ରହି ସମୟରେ ଆପଣଙ୍କର ଯେଉଁ ସବୁ ଅସୁବିଧା ଥିଲା ଦୂର ହୋଇଯିବ । ଏହା ସହ ଶନିଦେବ ଆପଣଙ୍କ ଭାଗ୍ୟ ସ୍ଥାନରେ ୩୦ ବର୍ଷ ପରେ ଗୋଚର କରିବେ । ଅଟକି ରହିଥିବା କାମ ପୂର୍ଣ୍ଣ ହେବ । ଯେଉଁ କାମରେ ହାତ ଦେବେ ତାହା ସଫଳ ହେବେ । ୩୦ ବର୍ଷ ପରେ ଆପଣଙ୍କ ଭାଗ୍ୟ ରାଜଜୋଗ ହେବାକୁ ଯାଉଛି ଯାହା ୨୦୨୩ରୁ ୨୦୨୫ ପର୍ଯ୍ଯନ୍ତ ରହିବ । ବ୍ୟାପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ । ଟେକିନିକାଲ ଫିଲ୍ଡକୁ ଯିବାକୁ ଚାହୁଁଥିଲେ ୨୦୨୩ ଠାରୁ କରିପାରିବେ ।

ସିଂହ ରାଶି : ୨୦୨୩ରେ ଆପଣଙ୍କର ରାଜଯୋଗ ଘଟିବାକୁ ଯାଉଛି । ଦୀର୍ଘ ୩୦ ବର୍ଷ ଶନିଦେବ ଆପଣଙ୍କ ସପ୍ତମ ଭାଗରେ ଟ୍ରାଞ୍ଜେଡ କରିବେ । ଘର ପରିବାରରେ ଖୁଶିର ମାହୋଲ ରହିବ । ଇନକମରେ ବୃଦ୍ଧି ହେବ । ବିବାହ ହେବାର ସମ୍ଭାବନା ରହିଛି । ବିବାହ ପରେ ଭାଗ୍ୟ ଉଦୟ ହେବାକୁ ଯାଉଛି । ଆପଣଙ୍କର ଭାଗ୍ଯର ଦ୍ଵାରା ଖୋଲିଯିବ । କିଛି ଯୋଜନା ହେବାର ଅଛି ତାହା ଉପରେ ଆପଣ କାମ କରିବା ଆରମ୍ଭ କରନ୍ତୁ । ଯଦି ଆପଣ ଅନେକ ଦିନରୁ ଚାକିରି କ୍ଷେତ୍ରରେ ପ୍ରମୋଶନ ଅପେକ୍ଷାରେ ଅଛନ୍ତି ତାହା ସଫଳ ହେବ ।

କୁମ୍ଭ ରାଶି : ଶନିଦେବ ଆପଣଙ୍କ ପ୍ରଥମ ଘରେ ୩୦ ବର୍ଷ ପରେ ଟ୍ରାଞ୍ଜେଡ କରିବେ । ଆପଣ ରାଜନୀତି କ୍ଷେତ୍ରରେ ଥିଲା ସୁଫଳ ପାଇବେ । ବେପାର ବାଣିଜ୍ୟ କରୁଥିଲେ ୨୦୨୩ ବର୍ଷରେ ସମୟ ଶୁଭ ରହିବ । ଏହି ରାଜଯୋଗ କାରଣରୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ସମ୍ପତି ବା ଯାନବାହାନ କ୍ରୟ କରିବେ । ୨୦୨୩ରୁ ୨୦୨୫ ଯାଏଁ ଆପଣଙ୍କ ଭାଗ୍ୟ ବହୁତ ଭଲ ଅଛି । ଦାଂପତ୍ଯ ଜୀବନ ଭଲ ରହିବ ।

ବିଛା ରାଶି ; ଏହି ରାଶି  ୨୦୨୩ରୁ ଆରମ୍ଭ କରି ୨୦୨୫ ମଧ୍ୟରେ ରାଜ କରିବାକୁ ଯାଉଛନ୍ତି । ଆପଣ ଚତୁର୍ଥ ଘରେ ବସିବେ ଶନିଦେବ ଦୀର୍ଘ ୩୦ ବର୍ଷ ପାଏ । ଆପଣଙ୍କର ଦଶମ ଘରେ ଦ୍ରୁଷ୍ଟି ପକାଇବେ । ସମ୍ପତି କାର୍ଯ୍ୟ କରୁଥିଲେ ସମୟ ଶୁଭ ରହିବ । ଆପଣଙ୍କୁ ବଡ ଫାଇଦା ମିଳିବ । ଫାଇନାନ୍ସ କ୍ଷେତ୍ରରେ ଲାଭବାନ ହେବେ ।

ନୂଆ ଚାକିରି ମିଳିବ । ବ୍ୟାପାର କ୍ଷେତ୍ରରେ ଫାଇଦା ମିଳିବ । ମାତାଙ୍କ ସ୍ୱାସ୍ଥ୍ୟ ସମସ୍ଯା ଦୂର ହେବ । ଆପଣ ମାଲାମାଲ ହେବାକୁ ଯାଉଛନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *