ଦୀପରେ ଏହି 2ଟି ଜିନିଷ ପକାଇ ଜାଳି ଦିଅନ୍ତୁ, ଘରକୁ ଆସିବେ ମା’ ଲକ୍ଷ୍ମୀ

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଚମତ୍କାରୀ ଉପାୟ ବିଷୟରେ କହିବୁ ଯାହା ଦ୍ଵାରା ଆପଣ ଧନବାନ ହୋଇ ପାରିବେ । ଘରେ ଯଦି ଏହି ଜିନିଷକୁ ଜାଳି ଦିଅନ୍ତି ତେବେ ଆପଣଙ୍କୁ ଧନୀ ହେବାରେ କେହି ବି ରୋକୀ ପାରିବେ ନାହି । ଜୀବନରେ କିଏ ବା ଧନୀ ହେବାକୁ ଚାହିଁ ନ ଥାଏ । ସମସ୍ତେ ଜୀବନରେ ଖୁସିରେ ରହିବାକୁ ଇଚ୍ଛା କରିଥାନ୍ତି । ବିଳାସ ବ୍ୟସନରେ ସମୟ ବ୍ଯତୀତ କରିବାକୁ ଚାହିଁ ଥାନ୍ତି । ଏଥିପାଇଁ ଟଙ୍କା ପଇସାର ଆବଶ୍ୟକ ହୋଇଥାଏ । ଆଜିର ସମୟରେ ମଣିଷ ଅକ୍ଲାନ୍ତ ପରିଶ୍ରମ କରି ଜୀବନ ବଞ୍ଚିବା ପାଇଁ ଅଳ୍ପ ଧନ କମାଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

ପ୍ରଥମେ କିଛି କର୍ପୁର ଓ ଲବଙ୍ଗ ଘରକୁ ଆଣନ୍ତୁ । ଏହି ୨ଟି ଜିନିଷ କୁ ଜଳାଇ ଆପଣଙ୍କ ଦୁର୍ଭାଗ୍ୟ କୁ ସୌଭାଗ୍ୟ ରେ ପରିଣତ କରି ପାରିବେ । କେବଳ ଏବେ ଜାଣିବାର ଅଛି ଯେ ଆପଣ ଏହାକୁ କିପରି ଜାଳିବେ । ଏହାକୁ ଜାଳିବା ଦ୍ଵାରା ଧନ ଜନିତ ସମସ୍ଯା ଦୂର ହୋଇଇବ । ଆପଣଙ୍କର କରଯ ରୁ ମୁକ୍ତି ପାଇଯିବେ । ଏହି କାର୍ଯ୍ୟ କରିବା ଦ୍ଵାରା ଆପଣଙ୍କର ସବୁ କାର୍ଯ୍ୟ ଜୋରସୋର ଚାଲିବାକୁ ଲାଗିବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବାକୁ ଲାଗିବ । ଧନ ସମସ୍ୟାକୁ ଦୂର କରିବ ଏହି ଉପାୟ ଟି ।

ଏହି ଉପାୟ ଟି ବହୁତ ଲାଭକାରି ଅଟେ । ରାତି ସମୟରେ ଗୋଟେ ମାଟି ଦୀପରେ ଗୋଟେ କର୍ପୁର ସହ ୫ଟି ଲବଙ୍ଗ ରଖି ଦିଅନ୍ତୁ । ଏହା ପର ଏ ସେହି କର୍ପୁର କୁ ନିଆଁ ଲଗାଇ ଦିଅନ୍ତୁ । ଏହି କର୍ପୁର ରେ ନିଆଁ ଲାଗିବା ଦ୍ଵାରା ସେଥିରେ ଥିବା ଲବଙ୍ଗ ଜଳିବାକୁ ଲାଗିବ । ଏହା ପରେ ୨ଟି ଯାକ ଜଳିବା ସମୟରେ ଏହାକୁ ନେଇ ଘରର ମୁଖ୍ୟ ଦ୍ବାରର ବାହାର ପଟେ ବାମ ପାଖରେ ରଖି ଦିଅନ୍ତୁ । ଏହି କର୍ପୁର ଜଳିବା ଦ୍ଵାରା ସବ ନେଗେଟିଭ ଊର୍ଜା ଠାରୁ ମୁକ୍ତି ମିଳିଥାଏ । ଘରକୁ ଧନ ଆସିବାର ସବୁ ରାସ୍ତା ଖୋଲି ଦେଇଥାଏ ।

ଧନ ଜନିତ ସମସ୍ଯା ଦୂର ହୋଇଯାଏ । ଧନ ସମ୍ପତି ଆସିବାକୁ ଲାଗିଥାଏ ଓ ଆପଣଙ୍କର ସବୁ ଅଭାବ ଦୂର ହେବାରେ ଲାଗିଥାଏ । ଆପଣଙ୍କର ଧନ ସଞ୍ଚୟ ବୃଦ୍ଧି ହେବାରେ ଲାଗିବ । ଏହା ଛଡା ଗୃହରେ ମା ଲକ୍ଷ୍ମୀ ଙ୍କର ବାସ ହୋଇଥାଏ । ମା ଲକ୍ଷ୍ମୀ ପ୍ରସନ୍ନ ହୋଇ ଗୃହକୁ ଆସିଥାନ୍ତି । ଏଣୁ ଯେଉ ଘରେ ମା ଲକ୍ଷ୍ମୀ ରୁହନ୍ତି ସେଇ ଘରେ ଟଙ୍କା ପଇସାର ଅଭାବ କେବେ ବି ହୁଏ ନାହି ।

ତେବେ ଆପଣ ମାନେ ବି ନିଶ୍ଚୟ ଏହି ଉପାୟ କୁ କରନ୍ତୁ । ଦେଖିବେ ନିଶ୍ଚୟ ଆପଣ ମାନଙ୍କର ଧନ ଜନିତ ସମସ୍ଯା ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *