ମାତ୍ର 2 ମିନିଟ ରେ 2 ଟି ରସୁଣ କୋଲା ଦାନ୍ତକୁ କରିଦେବ ପୁରା ଧଳା, ଦେଖିଲେ ଆଶ୍ଚର୍ଯ୍ୟ ହେବେ…

ବନ୍ଧୁଗଣ ଗୁଟଖା, ପାନ, ସିଗାରେଟ, ମଦ ଏପରି ଜିନିଷ ଅଟେ ଯାହା ଦ୍ଵାରା ଆମ ଦାନ୍ତର ସଫାପଣ ନଷ୍ଟ ହୋଇଯାଏ । ଦାନ୍ତ ହଳଦିଆ ହୋଇଯାଏ । ବ୍ୟାକ୍ଟେରିୟା ଏତେ ଜଲ୍ଦି ସଂକ୍ରମଣ ହୋଇଯାଏ କି ଦାନ୍ତ ସଢିବା ଆରମ୍ଭ ହୋଇଯାଏ ଓ ତା ପରେ ଏପରି ସମୟ ଆସିଥାଏ କି ଦାନ୍ତ କଳା ହୋଇଯାଏ । ଯଦି ଆପଣ ମାନେ ମଧ୍ୟ ଦାନ୍ତ ସମସ୍ଯା ପାଇଁ ଚିନ୍ତିତ ଅଛନ୍ତି ତେବେ ଆଜି ଆମେ ଆପଣଙ୍କ ପାଇଁ ଏମିତି ରେମେଡି ନେଇ ଆସିଛୁ ଯାହା ଦାନ୍ତକୁ ମୋତି ପରି ଚମକିବ । ଆସନ୍ତୁ ଜାଣିବା ଏହି ରେମଡି କିପରି ତିଆରି କରିବା ।

ଏହି ରେମେଡି ତିଆରି କରିବା ପାଇଁ ଆବଶ୍ୟକ ପଡିବ ରସୁଣ । ଆପଣ ମାନେ ୩ରୁ ୪ଟି ରସୁଣ ନିଅନ୍ତୁ । ଏହା ପରେ ରସୁଣ ର ଚୋପା ଚଢାଇ ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ମୋତି ପରି ଚମକଦାର ଦାନ୍ତ ପାଇଁ ରସୁଣ କୌଣସି ଚମତ୍କାର ଠାରୁ କମ ନୁହେଁ । କାରଣ ରସୁଣ ଦାନ୍ତକୁ ଚମକାଇବା ପାଇଁ ଓ ଧଳା କରିବା ପାଇଁ ବହୁତ ଉପକାରୀ ହୋଇଥାଏ । ଏହା ସହ ଦାଦନ୍ତ ରେ ଥିବା ବ୍ୟାକ୍ଟେରିୟା ଦୂର କରିବା ପାଇଁ ରସୁଣ ବେଷ୍ଟ ଉପାୟ ଅଟେ

। ରସୁଣ ପେଷ୍ଟ ରେଡି କରିବା ପରେ ଆପଣ ଯେଉଁ ପେଷ୍ଟ ବ୍ୟବହାର କରନ୍ତି ଧଳା ପେଷ୍ଟ ନେବେ । ଏହା ପରେ ଗୋଟେ ଚୁଟକି ହଳଦୀ ଗୁଣ୍ଡ ନିଅନ୍ତୁ । ଦାନ୍ତ ଉପରେ ବ୍ୟାକ୍ଟେରିୟା ଜମା ହୋଇଥିଲେ ବା ହଳଦିଆ ହୋଇଥିଲେ ହଳଦୀ ବିଶେଷ ଭାବେ ସହାୟକ ହୋଇଥାଏ ଏହାକୁ ଦୂର କରିବାରେ । ଏହା ପରେ ଲେମ୍ବୁ ରସ ଫାଳେ ନିଅନ୍ତୁ । ଖାଇବା ପରେ ପାଟି ରୁ ଦୁର୍ଗନ୍ଧ ଆସିଥାଏ କିନ୍ତୁ ଲେମ୍ବୁ ରସ ଏହା ଦୂର କରିବାରେ ବହୁତ ଭଲ କାମ କରିବ । ଏହା ପରେ ଗୋଟେ ଚୁଟକି ଖାଇବା ସୋଡା ନିଅନ୍ତୁ ।

ଏହା ପରେ ଏହି ସବୁ ସାମଗ୍ରୀକୁ ଭଲ ଭାବେ ମିଶ୍ରଣ କରନ୍ତୁ । ଏହି ପେଷ୍ଟ ଆପଣଙ୍କର ପ୍ରଥମ ପ୍ରଯୋଗରେ ଦାନ୍ତ ମୋତି ଭଳି ଚମକିବାରେ ସାହାଜ୍ଯ କରିବ । ଯଦି ଆପଣ ମାନେ ମଦ, ସିଗାରେଟ, ପାନ ଖାଉଛନ୍ତି ତେବେ ଏହାକୁ ବନ୍ଦ କରନ୍ତୁ । ଆପଣ ଏହି ପେଷ୍ଟ ରେଡି କରିବା ପରେ ଯେପରି ବ୍ରସ କରନ୍ତି ସେପରି କରନ୍ତୁ । ସପ୍ତାହ କୁ ଏହି ରେମେଡି କୁ ୨ ଥର ପ୍ରୟୋଗ କରନ୍ତୁ । ଏହାର ବ୍ୟବହାର କରିବା ପରେ ଦାନ୍ତ ପୁରା ଧଳା ହୋଇଯିବ ।

ହଳଦିଆପଣ ଦୂର ହେବ ସହ କାଳ ଦାନ୍ତ ମଧ୍ୟ ମୋତି ଭଳି ଚମକିବ । ଆପଣ ଦାନ୍ତ ଅଧିକାରୀ ଅଧିକ ଚମତ୍କାର ହୋଇଯିବ । ଏହି ରେମେଡି ଦାନ୍ତ କୁ ପ୍ରୋଟେକ୍ଟ ମଧ୍ୟ କରିବ । ଆପଣ ମାନେ ଥରେ ଏହାର ବ୍ୟବହାର ନିଶ୍ଚୟ କରନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *