ମହିଳା ମାନେ ଦେଖୁଥିବା ସ୍ଵପ୍ନର ଅର୍ଥ ଜାଣି ଆଶ୍ଚର୍ଯ୍ୟ ହେବେ, ଦେଖନ୍ତୁ ମହିଳାମାନେ ଦେଖୁଥିବା 22 ଟି ସ୍ଵପ୍ନର ଅର୍ଥ

ସାଧାରଣତ ମଣିଷ ଶୋଇବା ପରେ ସ୍ଵପ୍ନ ଦେଖିଥାଏ । କିନ୍ତୁ ବୈଜ୍ଞାନିକ ଙ୍କ ରିଶଚ ଅନୁଯାୟୀ ପୁରୁଷ ମାନଙ୍କ ତୁଳନାରେ ମହିଳା ମାନେ ଅଧିକ ସ୍ଵପ୍ନ ଦେଖିଥାନ୍ତି । କିଛି ସ୍ଵପ୍ନ ଶୁଭ ଅଶୁଭର ସୂଚନା ଦେଇଥାଏ । ଯାହା ବିଷୟରେ ମହିଳା ଆନେ ବୁଝିପାରନ୍ତି ନାହି । ଆଜି ଆମେ ଆପଣଙ୍କୁ ମହିଳା ମାନେ ଦେଖିଥିବା ୨୨ଟି ସ୍ଵପ୍ନ କଣ ଓ ଏହାର ଅର୍ଥ କଣ ହୋଇଥାଏ ସେହି ବିଷୟରେ କହିବାକୁ ଯାଉଛୁ ।

୧- ମହିଳା ମାନେ ଜିଅନ୍ତା ମାଛ ସ୍ଵପ୍ନରେ ଦେଖିଲେ ଶୁଭ ସୂଚନା ମିଳିଥାଏ ।

୨- ମହିଳାମାନେ ସନ୍ୟାସୀଙ୍କୁ ସ୍ଵପ୍ନରେ ଦେଖିଥିଲେ ତାଙ୍କର ଗର୍ଭ ନଷ୍ଟ ହୋଇଥାଏ ।

୩- ମହିଳା ମାନେ ସ୍ଵପ୍ନରେ ମୟୂର ଦେଖିଲେ ଅଚାନକ ଧନ ଲାଭ ହୋଇଥାଏ ।

୪- ମହିଳାମାନେ ସ୍ଵପ୍ନରେ ନେଉଳ ଦେଖିଲେ ବିପଦରୁ ଉଧାର ହୋଇଥାଏ ।

୫- ମହିଳାମାନେ ସ୍ଵପ୍ନରେ ବାଘ ସ୍ଵପ୍ନ ଦେଖିଲେ ଶତ୍ରୁ ବିନାଶ ହୋଇଥାଏ ।

୬- ମହିଳାମାନେ ସ୍ଵପ୍ନରେ ବିଲେଇ ସ୍ଵପ୍ନ ଦେଖିଲେ ମହିଳାଙ୍କର ସମ୍ମାନ ହାନି ହୋଇଥାଏ ।

୭- ମହିଳାମାନେ ସ୍ଵପ୍ନରେ ବାରିକ ଖିଅର କରୁଥିବାର ସ୍ଵପ୍ନ ଦେଖିଲେ ଅଶୁଭ ସୂଚନା ମିଳିଥାଏ ।

୮- ମହିଳାମାନେ ସ୍ଵପ୍ନରେ କଦଳୀ ଗଛରୁ ଭଣ୍ଡା  ବାହାରୁଥିବାର ଦେଖିଲେ ସନ୍ତାନ ଲାଭ ହୋଇଥାଏ ।

୯- ମହିଳାମାନେ ସ୍ଵପ୍ନରେ ସ୍ଵପ୍ନରେ ବାଇଗଣ ଗଛ ଦେଖିଲେ ଅଶୁଭ ହୋଇଥାଏ ।

୧୦- ମହିଳାମାନେ ସ୍ଵପ୍ନରେ ପଣ୍ଡିତଙ୍କୁ ସ୍ଵପ୍ନରେ ଦେଖିଲେ ଗ୍ରହ ଶାନ୍ତି ବ କାମନା ସିଦ୍ଧ ହୋଇଥାଏ ।

୧୧- ମହିଳାମାନେ ସ୍ଵପ୍ନରେ ସ୍ଵପ୍ନରେ ପୁଷ୍କରିଣୀ ବା ଜଳାଶୟ ଦେଖିଲେ କାମନା ପୂରଣ ହୋଇଥାଏ ।

୧୨- ମହିଳାମାନେ ସ୍ଵପ୍ନରେ ପାଚିଲା ପଣସ ସ୍ଵପ୍ନରେ ଦେଖିଲେ ପୁତ୍ର ଲାଭ ହୋଇଥାଏ ।

୧୩- ମହିଳାମାନେ ସ୍ଵପ୍ନରେ କଞ୍ଚା ପଣସ ଦେଖିଲେ କନ୍ୟା ସନ୍ତାନ ଜାତ ହୁଏ ।

୧୪- ମହିଳାମାନେ ସ୍ଵପ୍ନରେ ସ୍ଵପ୍ନରେ ଧଳା ପେଚା ଦେଖିଲେ ଧନ ଓ ସମ୍ମାନ ବୃଦ୍ଧି ହୋଇଥାଏ ।

୧୫- ମହିଳାମାନେ ସ୍ଵପ୍ନରେ ସ୍ଵପ୍ନରେ କଳା ପେଚା ଦେଖିଲେ ସମ୍ମାନ ହାନି ଓ ଶତ୍ରୁ ବୃଦ୍ଧି ହୋଇଥାଏ ।

୧୬- ମହିଳାମାନେ ସ୍ଵପ୍ନରେ ସ୍ଵପ୍ନରେ ଟଙ୍କା ପଇସା ଦେଖିବାର ଅର୍ଥ ଖର୍ଚ୍ଚ ର ପରିମାଣ ବୃଦ୍ଧି ପାଇବେ ।

୧୭- ମହିଳାମାନେ ସ୍ଵପ୍ନରେ କାଳ ଶାଢୀ ପିନ୍ଧିଥିବା ମହିଳା ଙ୍କୁ ସ୍ଵପ୍ନରେ ଦେଖିଲ ଶୁଭ ସୂଚନା ହୋଇଥାଏ ଓ ଦେବୀ ଦର୍ଶନ ହୋଇଥାଏ ।

୧୮- ମହିଳାମାନେ ସ୍ଵପ୍ନରେ ନିଜର ଇଷ୍ଟ ଦେବତାଙ୍କୁ ସ୍ଵପ୍ନରେ ଦେଖିଲେ ଅଭିଳାଷା ପୂରଣ ହୋଇଥାଏ ।

୧୯- ମହିଳାମାନେ ସ୍ଵପ୍ନରେ ଯାନବାହାନ ରୁ ଖସି ପଡିବାର ଅର୍ଥ ବିପଦ ଆସିବାର ସୂଚନା ଦେଇଥାଏ ।

୨୦- ମହିଳାମାନେ ସ୍ଵପ୍ନରେ ଅଣ୍ଡିରା ବାଛୁରି ସ୍ଵପ୍ନରେ ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

୨୧- ମହିଳାମାନେ ସ୍ଵପ୍ନରେ ଯଦି ସ୍ଵପ୍ନରେ ଆପଣ ଅଭଡା ଖାଇବାର ଦେଖିଥାନ୍ତି ତେବେ ସୌଭାଗ୍ୟ ବୃଦ୍ଧି ହୋଇଥାଏ ।

୨୨- ମହିଳାମାନେ ସ୍ଵପ୍ନରେ ସ୍ଵପ୍ନରେ ଅଁଳା ଗଛ ବା କୋଳି ଦେଖିଲେ ଶୁଭ ହେବା ସହ ରୋଗ ମୁକ୍ତ ହୋଇଥାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *