୨୪ ଘଣ୍ଟାରେ କେବଳ ଏହି ସମୟରେ ନିଶ୍ଚିତ କରନ୍ତୁ ପ୍ରାର୍ଥନା, ପୁରା ବର୍ଷ ହେବ ଧନର ବର୍ଷା

ଆପଣ ବହୁତ ବାର ଭାବିଥାନ୍ତି କି ପ୍ରାର୍ଥନାରେ କଣ ସତରେ ଏମିତି ଶକ୍ତି ଥାଏ । ଯଦି ଆପଣ ନିଜ ମନୋକମାନ ପୂର୍ଣ କରିବାକୁ ଚାହୁଁଛନ୍ତି ତେବେ ଆସନ୍ତୁ ଜାଣିବା । ଯଦି ସତରେ ମନୋକାମନା ପୂର୍ଣ କରିବାକୁ ଚାହୁଁଛନ୍ତି ତେବେ ପ୍ରାର୍ଥନାକୁ ଠିକ ଭାବରେ କରନ୍ତୁ । ୨୪ ଘଣ୍ଟାରେ ଏମିତି ସମୟ ଥାଏ ସେଠାରେ ସବୁ ଦେବୀ ଦେବତା  ବିଚରଣ କରିଥାନ୍ତି । ଏହି ସମୟରେ ଜିଏବି ଲୋକ ମନତ ମାଗିଥାନ୍ତି ତାଙ୍କର ମନୋକାମନା ପୂର୍ଣ ହୋଇଥାଏ । ଯେତେବେଳେ ଭଗବାନଙ୍କୁ କିଛି ମାଗିବେ ନିଜ ପାଇଁ ମାଗିବେ ।


ବହୁତ ବାର ଏମିତି ହୋଇଥାଏ ଆମେ ପରିଶ୍ରମ ଓ ଦିମାଗ ଦ୍ଵାରା ଦକ୍ଷ ହୋଇଥାଉ , କେବେ ସୁଯୋଗ ଦ୍ଵାରା ଏହି ଦକ୍ଷତା କାମରେ ଆସିଥାଏ । ବହୁତ ବାର ଏମିତି ହୋଇଥାଏକି ସବୁ କରି ମଧ୍ୟ ଆମେ ହାରି ଯାଇଥାଉ । ଏହାକୁ ଆମେ କହିଥାଉକି ଏହା ଆମର ଖରାପ ସମୟ ବା ଆମର ଭାଗ୍ୟ ଖରାପ ଅଛି । ଭାଗ୍ୟ ବିଷୟରେ କେବେ ଭୁଲ କୁହନ୍ତୁ ନହିଁ ।  ଯିଏ ଭାଗ୍ୟକୁ ଦୋସ ଦେଇଥାଏ ଭାଗ୍ୟ ତାର ସାଥ ଛାଡି ଦେଇଥାଏ । ଭାଗ୍ୟ କେବେ ଖରାପ ହୋଇନଥାଏ ସମୟ ଖରାପ ହୋଇଥାଏ ।

ଭଗବାନଙ୍କୁ ଯେବେ ହୃଦୟର କଥା କହିଥାନ୍ତି ସେବେ ହିଁ ପ୍ରାର୍ଥନା କରିଥାନ୍ତି । ବ୍ୟକ୍ତି ନିଜର କି ଅନ୍ୟର ଇଛା ପୁରା କରିବା ପାଇଁ ପ୍ରାର୍ଥନା କରିଥାଏ । ସବୁବେଳେ ଲୋକ ଭାବିଥାନ୍ତି ଆମେ ସବୁବେଳେ ଭଗବାନଙ୍କୁ ମନେ ପକାଉଛୁ ଆମ ଆସୁବିଧା ଆଉ ଦୂର ହଉନି । ତେବେ ଯେବେ ଆପଣ ଭଗବାନଙ୍କୁ ପ୍ରାର୍ଥନା କରୁଛ ସେତେବେଳେ ଆପଣଙ୍କର କଣ ଅସୁବିଧା ଆପଣଙ୍କୁ କହିବାକୁ ପଡିବ । ଯାହା ଅସୁବିଧା ଅଛି ଆପଣ କହିବେ ଭଗବାନ ନିଶ୍ଚିତ ରୂପରେ ଶୁଣିବେ । ମନରେ ନୁହେଁ ଆପଣଙ୍କୁ ଯାହାବି କହିବାର ଅଛି କଥା କହି କୁହନ୍ତୁ ।

ଯେଉଁ ସାମୁହିକ ପ୍ରାର୍ଥନା ଥାଏ ଭଗବାନ ତାକୁ ଜଲ୍ଦି ସ୍ଵୀକାର କରିଥାନ୍ତି । ସାମୁହିକ ପ୍ରାର୍ଥନା କରିବା ଦ୍ଵାରା ପ୍ରକୃତିର ବହୁତ ସାରା ଚେଞ୍ଜେସ ହୋଇଥାଏ । କେବେ କେବେ ଏମିତି ହୋଇଥାଏ ଇଶ୍ଵରଙ୍କୁ ପ୍ରାର୍ଥନା ବହୁତ କରାଯାଉଛି କିନ୍ତୁ ସେ ପ୍ରାର୍ଥନା ସୂନୀ ନାହାନ୍ତି । କିନ୍ତୁ କାହିଁକି ଆପଣଙ୍କ ପ୍ରାର୍ଥନା କାହିଁକି ଅସ୍ଵୀକାର ହେଉଛି । ଯଦି ଏମିତି ଅସୁବିଧା ହେଉଛି ଆପଣଙ୍କ ପ୍ରାର୍ଥନା ଭଗବାନଙ୍କ ପାଖକୁ ପହଞ୍ଚୁ ନହିଁ ।

ବହୁତ ବାର ଏମିତି ହୋଇଥାଏ ଯଦି ଆପଣ ଦେବା ନେବା କରୁଛନ୍ତି ତେବେ ଭଗବାନ କେବେବି ଆପଣଙ୍କ କଥା ଶୁଣିବେ ନହିଁ । କାରଣ ଏହା କୌଣସି ଅଫିସ ନୁହେଁ ଆପଣ ଲାଞ୍ଚ ଦେବେ ଆଉ ଆପଣଙ୍କ କାମ ହୋଇଯିବ । ସେଥିପାଇଁ ଏହି ସବୁ ଜିନିଷ ବନ୍ଦ କରନ୍ତୁ । ଏମିତି ବ୍ୟବହାର ପାଇଁ ମଧ୍ୟ ଭଗବାନ ସୁନିନଥାନ୍ତି ।

Leave a Reply

Your email address will not be published. Required fields are marked *