A ଓ S ନାମ ଥିବା ଲୋକ ନିଶ୍ଚୟ ଦେଖନ୍ତୁ, ଏମାନଙ୍କ ସ୍ଵଭାବ ଜାଣି ବିଶ୍ଵାସ ହେବନି

ଆପଣ ମାନେ ଜାଣିଛନ୍ତି ଯେ ପ୍ରତି ମଣିଷ ର ସ୍ଵଭାବ ବହୁତ ଭିନ୍ନ ହୋଇଥାଏ, ସମସ୍ତେ ଏକା ଭଳି ହୋଇ ନଥାନ୍ତି ତେବେ କିଛି ବ୍ୟକ୍ତି ଏମିତି ମଧ୍ୟ ହୋଇଥାନ୍ତି ଯିଏ ଅନ୍ୟ ମାନଙ୍କ ପ୍ରତି ପ୍ରେମ ଭାବନା ରଖନ୍ତି ଆଉ ଦୁଃଖ ପାଇଲେ ମଧ୍ୟ ନିଜ ଏହି ସ୍ଵଭାବ ବଦଳି ପାରନ୍ତି ନାହିଁ ଜୀବନରେ ଯେତେ ଦୁଃଖ ଆସିଲେ ମଧ୍ୟ ବ୍ୟକ୍ତିକୁ ନିଜ ମନ ଖରାପ କରିବା ଉଚିତ ନୁହ କାହିଙ୍କିନା ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ସମୟ ସବୁବେଳେ ପରିବର୍ତନ ହୋଇଥାଏ ।

ସମୟ କେବେ ଏକା ଭଳି ରୁହେ ନାହିଁ, ସମୟ କେବେ ଖରାପ କେବେ ଭଲ ରହିଥାଏ କିନ୍ତୁ ସମୟ କେବେ ଗୋଟେ ଭଳି ରହି ନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏ ଆଉ ଏସ ଆମ ବ୍ୟକ୍ତିଙ୍କୁ କଣ ନ କରିବା ଉଚିତ ତାହା ବିଷୟରେ କହିବାକୁ ଯାଉଛୁ ।

ଏ ନାମ ବ୍ୟାଙ୍କତିଙ୍କୁ ଏହା କରିବା ଉଚିତ ନୁହ :

ଏ ନାମ ବ୍ୟକ୍ତି ବହୁତ ଖୋଲା ମନର ହୋଇଥାନ୍ତି ଏହି ନାମ ବ୍ୟକ୍ତି ବହୁତ ଶୀଘ୍ର କାହା ଉପରେ ବି ଭରସା କରି ନେଇ ଥାନ୍ତି ଯାହା ଫଳ ସ୍ୱରୂପ ତାଙ୍କୁ କଷ୍ଟ ମିଳିଥାଏ ଆଉ ସେ ନିଜ ଜୀବନରେ ଆଗକୁ ବଢି ପାରନ୍ତି ନାହିଁ । ତେବେ ଜୀବନ ପାଇଁ ଭରସା ବହୁତ ଆବଶ୍ୟକ ହୋଇଥାଏ କିନ୍ତୁ କଣ ଆପଣ ଏହା ଜାଣିଛନ୍ତି ଯେ ଅତ୍ୟଧିକ ଭରସା କରିବା ଦ୍ଵାରା ଆପଣ ଅନ୍ୟ ମାନଙ୍କୁ ଏହା ଅଧିକାର ଦେଇଥାନ୍ତି ଯେ ଷେ ଆପଣଙ୍କୁ ଦୁଃଖ ଦଉ ସେଥିପାଇଁ ସବୁ ଜିନିଷ ସମାନ ରଖିବା ଉଚିତ ।

ଏହି ନାମ ବ୍ୟକ୍ତି ବହୁତ ଭାଉକ ସ୍ଵଭାବର ହୋଇଥାନ୍ତି ଯାହା ଦ୍ଵାରା ଅନ୍ୟ ମାନନେ ଯାହା କରନ୍ତି ତା ବିଷୟରେ ଭାବି ଆପଣ ଦୁଃଖୀ ହୋଇଥାନ୍ତି ସେଥିପାଇଁ ନିଜ ଭାବନା ଉପରେ ନିୟନ୍ତ୍ରଣ କରିବା ଶିଖିବା ଉଚିତ ଅଟେ ।

ଏସ ନାମ ବ୍ୟକ୍ତିଙ୍କୁ ଏହା କରିବା ଉଚିତ ନୁହ :

ଏହି ନାମ ବ୍ୟକ୍ତିଙ୍କ ଭିତରେ ବହୁତ ପରିମାଣରେ ଅଗ୍ରେସନ ହୋଇଥାଏ ଯାହା ତାଙ୍କ ଭବିଷତ ଆଉ ତାଙ୍କ ବର୍ତମାନ ପାଇଁ ବହୁତ ଖରାପ ହୋଇଥାଏ । ଏହି ଭଳି ବ୍ୟକ୍ତିଙ୍କୁ ଯାହା ପସନ୍ଦ ହୋଇଥାଏ ଷେ ତାହା କରନ୍ତି ଜୀବନରେ ଆଗକୁ ବଢିବା ପାଇଁ କେବେ କାହାକୁ ହର୍ଟ କରିବା ଆଗରୁ ଚିନ୍ତା କରନ୍ତି ନାହିଁ ।

ତେବେ କଣ ଆପଣ ଏହା ଜାଣିଛନ୍ତି ଯେ ଆପଣ ନିଜ ଅଗ୍ରେସନକୁ ନିୟନ୍ତ୍ରଣ କଲେ ବହୁତ କିଛି ପାଇ ପାରିବେ କିନ୍ତୁ ଯଦି ଆପଣ ଏମିତି ରହିବେ ତେବେ ଦିନେ ନା ଦିନେ ଆପଣ ସମସ୍ତଙ୍କୁ ହରାଇବେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *