ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଲଣ୍ଡନରୁ ଉଡାଣ ଭରିଥିବା ବିମାନର ଇତିହାସ ବିଷୟରେ କହିବାକୁ ଯାଉଛୁ । ୧୯୪୩ ଜୁନ ୨୪ ତାରିଖ ଲଣ୍ଡନରେ ହେକ୍ଟରୋ ବିମାନ ବନ୍ଦର ଗୋଇଂ-୭୪୭ ର ଏକ ବିମାନ ବ୍ରିଟିହସ ଏୟାରବେଜ ଫ୍ଲାଇଟ-୯ ମୁମ୍ବାଇ ଦେଇ ଅଷ୍ଟ୍ରେଲିୟା ଅଭିମୁଖେ ଉଡାଣ ଭରିଥିଲା । ୨୪୮ ଯାତ୍ରୀ ଓ ୧୫ ଜଣକ କ୍ରିୟୁ ମେମ୍ବରକୁ ଧରି ବିମାନଟି ଆକାଶରେ ଉଧୁଥିଲା । ବିମାନକୁ ଉଦାଉଥିଲେ ୩୨ ବର୍ଷୀୟ ଫାଷ୍ଟ ଅଫିସର ରୋଜର ଗୃପ୍ସ ଓ ୪୧ ବର୍ଷୀୟ କ୍ଯାପଟେନ ଏରିକନେ ମୁଦିକ ।
ସନ୍ଧ୍ଯା ପରେ ବିମାନ ଉଡାଣ ଭରିବା ପରେ ସମୁଦ୍ର ଦେଇ ଭାରତୀୟ ସାମୁଦ୍ରିକ ସୀମା ଆଡକୁ ଆସୁଥିଲା । ରାତି ୮ଟା ୪୦ ସୁଧା ଏହା ଜାକର୍ତ୍ତାର ଛୋଟ ଛୋଟ ଦ୍ଵିପାଞ୍ଚାଳ ଉପର ଦେଇ ଉତଡୁଥିଲା । କ୍ଯାପଟେନ ରାତ୍ରି ଭୋଜନ ସାରି ୱାସୃମ ଯିବା ସମୟରେ ଏକ କୋଣରୁ ଧୂଆଁ ବାହାରୁଥିବାର ଦେଖିଥିଲେ । ଆଉ ଏହା ଦେଖି ସେ ବିମାନର କପ୍ଟିକ ଆଡକୁ ଚାଲିଗଲେ ଆଉ ତା ପରେ ଯାହା ଦେଖିଲେ ହୋସ ଉଡିଗଲା । ବିମାନର ୱିଣ୍ଡୋସ୍କ୍ରିନରେ ଉଜ୍ବଳ ଆଲୋକ ଚମକୁଥିଲା ।
ମାଇଲ ମାଇଲ ଦୂର ଯାଏଁ କୌଣସି ବାଦଲ ଦିଶୁ ନ ଥିଲା । ପାଗ ଶୁଖିଲା ଥିଲେ ବି ବିମାନଟି ଚମକୁଥିଲା । ପାଇଲଟମାନେ ପୂର୍ବରୁ ଏଭଳି ଦୃଶ୍ୟ କେବେ ଦେଖି ନ ଥିଲେ । ବିମାନର ଇଞ୍ଜିନ ବି ଚମକୁଥିଲା । ବିମାନର କ୍ୟାବିନ ଓ କାକପ୍ରୀଟରେ ଧୀରେ ଧୀରେ ଧୂଆଁ ଭର୍ତ୍ତି ହୋଇଥିଲା । ପାଖାପାଖି ୪ ମିନିଟ ବିତିବା ପରେ ଫ୍ଲାଇଟ ଅଫିସର ରୋଜର ଚିଲାଇଥିଲେ କି ଇଞ୍ଜିନ ନମ୍ବର-୪ ଫେଲ ହୋଇସାରିଇଛି । ସେଥିରୁ ନିଆଁ ବାହରୁଥିଲା । ଆଉ ୧ ମିନିଟରେ ବାକି ୩ଟି ଇଞ୍ଜିନରେ ନିଆଁ ଲାଗିଥିଲା ।
ଏହି ସମୟରେ ୩୭ ଫୁଟ ଉଚ୍ଚରେ ବିମାନଟି ଉଡୁଥିଲା ।ଏହା ପରେ ବିମାନର ସବୁ ସେସନାର ରଙ୍ଗ ଇଣ୍ଡିକେସନ ଦେଉଥିଲା । ଏସବୁ ଦେଖି ଯାତ୍ରୀ ମୃତ୍ୟୁ ଆଶଙ୍କାରେ ଭୟଭୀତ ହୋଇପଡିଥିଲେ । କିନ୍ତୁ ପିଅତଳ ଚେଷ୍ଟା କରିଥିଲେ ବିମାନକୁ ପର୍ବତ ଉପର ଦେଇ ଉଡାଇବାକୁ କିନ୍ତୁ ବିନା ଇଞ୍ଜିନରେ ଏହା ସମ୍ଭବ ନୁହେଁ । ଏପରି ସ୍ଥିତିରେ କୌଣସି ଚମତ୍କାର ବିମାନକୁ କ୍ରାଶ ହେବାରେ ବଞ୍ଚାଇ ପାରିବ । ପାଇଲତ ବି ନିରୂପାଯ ହୋଇପଡିଥିଲେ । ରିସ୍କ ନେବା ଛାଡ ତାଙ୍କ ପାଖରେ ରାସ୍ତା ନ ଥିଲା ।
ଯେବେ ବିମାନ ପର୍ବତ ଆଡକୁ ଯାଉଥିଲା ସେତେବେଳେ ୩୭ ହଜାର ଫୁଟରୁ ଖସି ୨୦ ହଜାର ଫୁଟ ଉଚ୍ଚତାକୁ ଆସିଯାଇଥିଲା । କ୍ଯାପଟେନ କହିଥିଲେ ୧୨ ହଜାର ଫୁଟ ଯାଏଁ ପହଞ୍ଚିବା ଯାଏଁ ଇଞ୍ଜିନ ଷ୍ଟାର୍ଟ କରିବାର ପ୍ରୟାସ ଜାରି ରଖାଯାଉ । ମାତ୍ର ଗୋଟିଏ ରାସ୍ତା ବାକିଥିଲା ବିମାନକୁ ସମୁଦ୍ରରେ ଲ୍ୟାଣ୍ଡିଙ୍ଗ କରାଇବା ନଚେତ ଏହା ପାହାଡ ସହ ଧକ୍କା ଲାଗିଯିବ ।
ଏଥିପାଇଁ ପ୍ରସ୍ତୁତ ହେଉଥିଲା ଆଉ ସେହି ସମୟରେ ଚମତ୍କାର ହେଲା ଆକି ଇଞ୍ଜିନ ନମ୍ବର-୪ ରିଷ୍ଟାର୍ଟ ହେଲା । ଆଉ କିଛି ସେକେଣ୍ଡରେ ବାକି ୩ଟି ଇଞ୍ଜିନ ଷ୍ଟାର୍ଟ ହେଲା ଆଉ ବିମାନ ଜାକର୍ତ୍ତା ବିମାନ ବନ୍ଦର ଆଡକୁ ଆଗେଇ ଯାଉଥିଲା । ଏହା ପରେ ପାଇଲତ ସୁରକ୍ଷିତ ଭାବେ ବିମାନ ଲ୍ୟାଣ୍ଡିଙ୍ଗ କରାଇଥିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।