248 ଜଣ ଯାତ୍ରୀଙ୍କୁ ନେଇ ରାତିରେ ଲଣ୍ଡନରୁ ଉଡାଣ ଭରିଥିବା ବିମାନ ସହ ଯାହା ହେଲା ତାହା ଏବେ ଇତିହାସ, ସମ୍ପୁର୍ଣ୍ଣ ଘଟଣା ଜଣାଇ ଆପଣଙ୍କ ମୁଣ୍ଡ ଘୁରେଇବ 

ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଲଣ୍ଡନରୁ ଉଡାଣ ଭରିଥିବା ବିମାନର ଇତିହାସ ବିଷୟରେ କହିବାକୁ ଯାଉଛୁ । ୧୯୪୩ ଜୁନ ୨୪ ତାରିଖ ଲଣ୍ଡନରେ ହେକ୍ଟରୋ ବିମାନ ବନ୍ଦର ଗୋଇଂ-୭୪୭ ର ଏକ ବିମାନ ବ୍ରିଟିହସ ଏୟାରବେଜ ଫ୍ଲାଇଟ-୯ ମୁମ୍ବାଇ ଦେଇ ଅଷ୍ଟ୍ରେଲିୟା ଅଭିମୁଖେ ଉଡାଣ ଭରିଥିଲା । ୨୪୮ ଯାତ୍ରୀ ଓ ୧୫ ଜଣକ କ୍ରିୟୁ ମେମ୍ବରକୁ ଧରି ବିମାନଟି ଆକାଶରେ ଉଧୁଥିଲା । ବିମାନକୁ ଉଦାଉଥିଲେ ୩୨ ବର୍ଷୀୟ ଫାଷ୍ଟ ଅଫିସର ରୋଜର ଗୃପ୍ସ ଓ ୪୧ ବର୍ଷୀୟ କ୍ଯାପଟେନ ଏରିକନେ ମୁଦିକ ।

ସନ୍ଧ୍ଯା ପରେ ବିମାନ ଉଡାଣ ଭରିବା ପରେ ସମୁଦ୍ର ଦେଇ ଭାରତୀୟ ସାମୁଦ୍ରିକ ସୀମା ଆଡକୁ ଆସୁଥିଲା । ରାତି ୮ଟା ୪୦ ସୁଧା ଏହା ଜାକର୍ତ୍ତାର ଛୋଟ ଛୋଟ ଦ୍ଵିପାଞ୍ଚାଳ ଉପର ଦେଇ ଉତଡୁଥିଲା । କ୍ଯାପଟେନ ରାତ୍ରି ଭୋଜନ ସାରି ୱାସୃମ ଯିବା ସମୟରେ ଏକ କୋଣରୁ ଧୂଆଁ ବାହାରୁଥିବାର ଦେଖିଥିଲେ । ଆଉ ଏହା ଦେଖି ସେ ବିମାନର କପ୍ଟିକ ଆଡକୁ ଚାଲିଗଲେ ଆଉ ତା ପରେ ଯାହା ଦେଖିଲେ ହୋସ ଉଡିଗଲା । ବିମାନର ୱିଣ୍ଡୋସ୍କ୍ରିନରେ ଉଜ୍ବଳ ଆଲୋକ ଚମକୁଥିଲା ।

ମାଇଲ ମାଇଲ ଦୂର ଯାଏଁ କୌଣସି ବାଦଲ ଦିଶୁ ନ ଥିଲା । ପାଗ ଶୁଖିଲା ଥିଲେ ବି ବିମାନଟି ଚମକୁଥିଲା । ପାଇଲଟମାନେ ପୂର୍ବରୁ ଏଭଳି ଦୃଶ୍ୟ କେବେ ଦେଖି ନ ଥିଲେ । ବିମାନର ଇଞ୍ଜିନ ବି ଚମକୁଥିଲା । ବିମାନର କ୍ୟାବିନ ଓ କାକପ୍ରୀଟରେ ଧୀରେ ଧୀରେ ଧୂଆଁ ଭର୍ତ୍ତି ହୋଇଥିଲା । ପାଖାପାଖି ୪ ମିନିଟ ବିତିବା ପରେ ଫ୍ଲାଇଟ ଅଫିସର ରୋଜର ଚିଲାଇଥିଲେ କି ଇଞ୍ଜିନ ନମ୍ବର-୪ ଫେଲ ହୋଇସାରିଇଛି । ସେଥିରୁ ନିଆଁ ବାହରୁଥିଲା । ଆଉ ୧ ମିନିଟରେ ବାକି ୩ଟି ଇଞ୍ଜିନରେ ନିଆଁ ଲାଗିଥିଲା ।

ଏହି ସମୟରେ ୩୭ ଫୁଟ ଉଚ୍ଚରେ ବିମାନଟି ଉଡୁଥିଲା ।ଏହା ପରେ ବିମାନର ସବୁ ସେସନାର ରଙ୍ଗ ଇଣ୍ଡିକେସନ ଦେଉଥିଲା । ଏସବୁ ଦେଖି ଯାତ୍ରୀ ମୃତ୍ୟୁ ଆଶଙ୍କାରେ ଭୟଭୀତ ହୋଇପଡିଥିଲେ । କିନ୍ତୁ ପିଅତଳ ଚେଷ୍ଟା କରିଥିଲେ ବିମାନକୁ ପର୍ବତ ଉପର ଦେଇ ଉଡାଇବାକୁ କିନ୍ତୁ ବିନା ଇଞ୍ଜିନରେ ଏହା ସମ୍ଭବ ନୁହେଁ । ଏପରି ସ୍ଥିତିରେ କୌଣସି ଚମତ୍କାର ବିମାନକୁ କ୍ରାଶ ହେବାରେ ବଞ୍ଚାଇ ପାରିବ । ପାଇଲତ ବି ନିରୂପାଯ ହୋଇପଡିଥିଲେ । ରିସ୍କ ନେବା ଛାଡ ତାଙ୍କ ପାଖରେ ରାସ୍ତା ନ ଥିଲା ।

ଯେବେ ବିମାନ ପର୍ବତ ଆଡକୁ ଯାଉଥିଲା ସେତେବେଳେ ୩୭ ହଜାର ଫୁଟରୁ ଖସି ୨୦ ହଜାର ଫୁଟ ଉଚ୍ଚତାକୁ ଆସିଯାଇଥିଲା । କ୍ଯାପଟେନ କହିଥିଲେ ୧୨ ହଜାର ଫୁଟ ଯାଏଁ ପହଞ୍ଚିବା ଯାଏଁ ଇଞ୍ଜିନ ଷ୍ଟାର୍ଟ କରିବାର ପ୍ରୟାସ ଜାରି ରଖାଯାଉ । ମାତ୍ର ଗୋଟିଏ ରାସ୍ତା ବାକିଥିଲା ବିମାନକୁ ସମୁଦ୍ରରେ ଲ୍ୟାଣ୍ଡିଙ୍ଗ କରାଇବା ନଚେତ ଏହା ପାହାଡ ସହ ଧକ୍କା ଲାଗିଯିବ ।

ଏଥିପାଇଁ ପ୍ରସ୍ତୁତ ହେଉଥିଲା ଆଉ ସେହି ସମୟରେ ଚମତ୍କାର ହେଲା ଆକି ଇଞ୍ଜିନ ନମ୍ବର-୪ ରିଷ୍ଟାର୍ଟ ହେଲା । ଆଉ କିଛି ସେକେଣ୍ଡରେ ବାକି ୩ଟି ଇଞ୍ଜିନ ଷ୍ଟାର୍ଟ ହେଲା ଆଉ ବିମାନ ଜାକର୍ତ୍ତା ବିମାନ ବନ୍ଦର ଆଡକୁ ଆଗେଇ ଯାଉଥିଲା । ଏହା ପରେ ପାଇଲତ ସୁରକ୍ଷିତ ଭାବେ ବିମାନ ଲ୍ୟାଣ୍ଡିଙ୍ଗ କରାଇଥିଲେ । ବନ୍ଧୁଗଣ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *