ପ୍ରଥମ ଥର ପାଇଁ ଦେଖନ୍ତୁ କେମିତି ନିଜ ପୁଅ ସହ ମସ୍ତି କରୁଛନ୍ତି Arindam, ଦେଖନ୍ତୁ Video

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରି ର ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେମାନେ ନିଜର ଦମଦାର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ହୃଦୟ ରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଆଉ ସାରା ଓଡିଶାରେ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ତେବେ ବର୍ତ୍ତମାନ ସଋ ଯାଇଛି ଦୂର୍ଗା ପୂଜା ବା ଦଶହରା ପର୍ବ । ତେବେ ଚଳିତ ବର୍ଷ ସାରା ଦେଶରେ ଦଶହରା ପର୍ବ ଖୁବ ଧୂମ ଧାମ ରେ ପାଳନ କରା ଯାଇଛି । ଆଉ ମା ଦୂର୍ଗାଙ୍କର ନିଷ୍ଠା ସହକାରେ ପୂଜା କରା ଯାଇଛି ।

ଆଜି ଆମେ ଆପଣଙ୍କୁ ଅଭିନେତା ଅରିନ୍ଦମ ନିଜ ପୁଅଙ୍କ ସହ କିଭଳି ମସ୍ତି କରିଛନ୍ତି ଦଶହାର ରେ ସେହି ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଲୋକପ୍ରିୟ ତଥା ଜଣାଶୁଣା ଅଭିନେତା ଅରିନ୍ଦମ ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ହିଟ ଫିଲ୍ମ ଓଲିଉଡ ଜଗତକୁ ଭେଟି ଦେଇଛନ୍ତି । ତାଙ୍କର ପ୍ରତେକ ଟି ଫିଲ୍ମ ହିଟ ହୋଇଥାଏ ଆଉ ଦର୍ଶକ ମାନେ ଦେଖିବାକୁ ବେଶ ଆଗ୍ରହୀ ମଧ୍ୟ ହୋଇଥାନ୍ତି ।

ତେବେ ଆପଣ ମାନେ ଜାଣିଥିବେ ସେ ବିବାହିତା ଆଉ ତାଙ୍କର ଗତ କିଛି ପୂର୍ବେ ପୁତ୍ର ସନ୍ତାନ ମଧ୍ୟ ଜାତ ହୋଇଛି । ପ୍ରଥମ ଥର ପାଇଁ ଅରିନ୍ଦମ ନିଜ ପୁଅ ସହ ଭିଡିଓ କରି ପୋଷ୍ଟ କରିଛନ୍ତି ସୋସିଆଲ ମିଡିଆରେ । ଭାଇରାଲ ହୋଇଥିବା ଭିଡିଓ ରେ ଅରିନ୍ଦମ ଦଶହରା ରେ ନିଜର ଫ୍ୟାନ୍ସ ମାନଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ଆଉ ମା ଦୂର୍ଗାଙ୍କର ପୂଜା ମଧ୍ୟ କରୁଛନ୍ତି । ଏହା ସହ ଏହି ଭିଡିଓ ରେ ସେ ତାଙ୍କ କୁନି ପୁଅ ସହ ମସ୍ତି କରିବାର ନଜର ଆସୁଛନ୍ତି । ନିଜ ପୁଅକୁ କୋଳ ରେ ଧରି ଗେଲ କରୁଛନ୍ତି ଆଉ ତା ସହ ଖେଳୁଛନ୍ତି ମଧ୍ୟ ବାପା ଅରିନ୍ଦମ ।

ନିଜ ପୁଅକୁ ପାଖରେ ଦେଖି ବେଶ ଖୁସି ଅଛନ୍ତି ଅରିନ୍ଦମ । ନିଜ ପୁଅ ନଶହ ଅଧିକରୁ ଅଧିକ ସମୟ ବ୍ୟତିତ କରୁଛନ୍ତି ଆଉ ତାର ସବୁ ଇଚ୍ଛା ମଧ୍ୟ ପୂରଣ କରୁଛନ୍ତି । ତାଙ୍କ ପୁଅ ମଧ୍ୟ ବହୁତ ସାରା ମସ୍ତି କରୁଛି ବାପା ସହ । ନିଜ ପୁଅକୁ କୋଲ ରେ ଧରି ଅରିନ୍ଦମ ଡ୍ୟାନ୍ସ ମଧ୍ୟ କରୁଛନ୍ତି ଯାହା ଏହି ଭିଡିଓ ରେ ନଜର ଆସୁଛି । ଅନ୍ୟ ପକ୍ଷ ରେ ଖୁବ ଜାକଜକମ ରେ ଦଶହରା ପର୍ବ ସେଲିବ୍ରେସନ କରିଛନ୍ତି ହିରୋ ଅରିନ୍ଦମ ।

ନିଜ ପୁଅ ସହ ଢେର ସାରା କଥା ହେଉଛନ୍ତି ଆଉ ତାର ଖନେଇ ଖନେଇ କଥା ବୁଝିବାକୁ ଚେଷ୍ଟା କରୁଛନ୍ତି ଅରିନ୍ଦମ । ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ଅରିନ୍ଦମ ଙ୍କ ତାଙ୍କ ପୁଅ ସହ ମସ୍ତି କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *