ପୃଥିବୀର ସବୁଠୁ ସୁରକ୍ଷିତ ସ୍ଥାନ, ଯଦି ପରମାଣୁ ଯୁଦ୍ଧ ହୁଏ ତେବେ ଏହି 5ଟି ସ୍ଥାନ ସଜୀବ ସୁରକ୍ଷା କବଚ

ବନ୍ଧୁଗଣ ପାଖାପାଖି ୭ ମାସ ହେବ ଋଷ ୟୁକ୍ରେନ ଯୁଦ୍ଧ ଜ୍ରୟ ରହିଛି । ୟୁକ୍ରେନେର ଅଧାରୁ ଅଧା ସହର ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଗଲାଣି । ୟୁକ୍ରେନର ୪ଟି ସହରକୁ ଋଷ ନିଜ କବଜାକୁ ନେଇଯିବା ଦାବି କରୁଛି । ଅନ୍ୟ ପକ୍ଷରେ ୟୁକ୍ରେନକୁ ସାହାଜ୍ଯ କରୁଥିବା ଆମେରିକା ଋଷକୁ ବାରମ୍ବାର ଚେତାବନୀ ଦେଇ ଆସୁଛି । ଯାହା ଫଳରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ହେବାରେ ଲାଗିଛି । ଗତ କିଛି ଦିନ ତଳେ ଋଷ ୟୁକ୍ରେନ ଉପରେ ପରମାଣୁ ବୋମା ଆକ୍ରମଣ କରିବାକୁ ଧମକ ଦେଇଥିଲା ଯଦି ସତରେ ଏମିତି ହୁଏ ତେବେ ଚୁପ ବସିବ ନାହି ଆମେରିକା ।

ଏଥିପାଇଁ ସାରା ବିଶ୍ଵ ପ୍ରଭାବିତ ହେବ । ଯଦି ସତରେ ପରମାଣୁ ବୋମା ହୁଏ ତେବେ ଲୋକେ କେଉଁ କେଉଁ ସ୍ଥାନରେ ଆଶ୍ରୟ ନେବେ ଯାହା ସୁରକ୍ଷିତ ଅଟେ । ଆସନ୍ତୁ ଜାଣିବା ପ୍ରକାଶ ପାଇଥିବା ସର୍ଭେ ରିପୋର୍ଟରୁ । ଯଦି ପରମାଣୁ ବୋମା ଯୁଦ୍ଧ ହୁଏ ତେବେ କୌଣସି ଦେଶ ବର୍ତ୍ତୀ ପାରିବ ନାହି । କିନ୍ତୁ ଏପରି କିଛି ସ୍ଥାନ ରହିଛି ଯେଉଁଠି ପରମାଣୁ ଯୁଦ୍ଧର ପ୍ରଭାବ କା ରହିବ । ପ୍ରଥମେ ରହିଛି ଆଣ୍ଟାର୍ଟିକା । ୧୯୬୧ରେ ଏକ ଚୁକ୍ତି ସ୍ଵାକ୍ଷର ହୋଇଥିଲା ଯେଉଁଥିରେ ଆଣ୍ଟାର୍ଟିକାକୁ ଗବେଷଣା ସ୍ଥାନ ଭାବେ ମାନି ନିଆଯାଇଥିଲା ।

ତେଣୁ ଏହି ଦେଶ ଉପରେ କେହି ଆକ୍ରମଣ କରିବେ ନାହି ବୋଲି ଚୁକ୍ତି ହୋଇଥିଲା । ଆଉ ଏକ ସ୍ଥାନ ହେଉଛି ଆମେରିକା କୋଲରାଡୋ ର ଚଇନି ପାହାଡ ଉପରେ ରହିଛି ଏକ ବିଶାଳ ବଙ୍କର ଯେଉଁଠି ୨୫ଟନର ବ୍ଳାଷ୍ଟ ଷ୍ଟୋର ରହିଛି । ୧୯୬୬ରେ ଋଷର ନିୟୁକ୍ଲିୟର ଆକ୍ରମଣ ଲଙ୍ଗ ରେଞ୍ଜ ମିଯାଇଜ ଆକ୍ରମଣରୁ ରକ୍ଷା ପାଇବାକୁ ଏହି ବଙ୍କର ନିର୍ମାଣ ହୋଇଥିଲା । ପରମାଣୁ ଆକ୍ରମଣରୁ ରକ୍ଷା  ପାଇବାକୁ ଆଇସଲ୍ୟାଣ୍ଡ ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇପାରେ ।

ଏଠାରେ ଜନସଂଖ୍ୟା ଖୁବ କମ ହୋଇଥିବା ବେଳେ ଏଠିକାର ସରକାର ଆନ୍ତର୍ଜାତୀୟ ରାଜନୀତି ଠାରୁ ଇଜକୁ ଦୂରେଇ ରଖିଛନ୍ତି । ଏଠାରେ ପରମାଣୁ ଆକ୍ରମଣ ହେବା ଆଶଙ୍କା ଖୁବ କମ । ଆଉ ଏକ ସ୍ଥାନ ହେଉଛି ପ୍ରଶାନ୍ତ ମହାସାଗରରେ ଥିବା ଛୋଟ ଆଇଲ୍ୟାଣ୍ଡ ଯାହାର ନାଁ ହେଉଛି ଗୁଆମା । ଏହି ଆଇଲ୍ୟାଣ୍ଡରେ ପ୍ରାୟ ଦେଢ ଲକ୍ଷରୁ ଅଧିକ ଲୋକ ବାସ କରନ୍ତି । ଏଠାରେ ୧୫୦ ଲୋକଙ୍କୁ ନେଇ ଛୋଟ ଆର୍ମୀ ଗଠନ କରାଯାଇଛି ଯେଉଁଠି ୨୮୦ ଲୋକ ଫୁଲ ଟାଇମ କାମ କରନ୍ତି ।

ତେଣୁ ଏଠାରେ ଆକ୍ରମଣ ହେବ ଖୁବ ଆଶଙ୍କା ରହିଛି । ଆଉ ଏକ ସ୍ଥାନ ହେଉଛି ଇଜରାଇଲ ଯେଉଁଠି ପରମାଣୁ ଯୁଦ୍ଧ ହେଲେ ଭାରତୀୟଙ୍କ ପାଇଁ ସବୁଠାରୁ ସୁରକ୍ଷିତ ସ୍ଥାନ ହୋଇପାରେ । କାରଣ ଦୁନିଆର ଅନେକ ଧର୍ମର ପ୍ରମୁଖ ଧାର୍ମିକ ସ୍ଥଳ ଏଠାରେ ବସ୍ଥିତ ରହିଛି । ତେଣୁ ଏଠାରେ କେହି ବି ଆକ୍ରମଣ କରିବା କଥା ଭବିବେ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *