ବୁଧବାର 26 ମେ 2021- ଶ୍ରୀ ଗଣେଶଙ୍କ କୃପାରୁ ଆଜି ଏହି 5ଟି ରାଶିକୁ ମିଳିବ ଅନ୍ୟଙ୍କ ଠାରୁ ସହାୟତା

ରାଶିଫଳ ଆମ ଆଗାମୀ ଜୀବନ ର ଘଟଣା ସମ୍ପର୍କ ରେ ସୂଚନା ଦେଇଥାଏ । ପ୍ରତ୍ୟକ ଦିନ ଗ୍ରହ ଚଳନ ଉପରେ ଆମର ଜୀବନ ନିର୍ଭର କରୁଛି । କିଛି ବି ପରିବର୍ତ୍ତନ ହେଲେ ଏହା ଆମ ଜୀବନ ଉପରେ ବହୁତ ଗଭୀର ପ୍ରଭାବ ପକାଇଥାଏ । ସବୁଦିନ ଗ୍ରହଙ୍କ ସ୍ଥିତି ଆମ ଭବିଷ୍ୟତ କୁ ପ୍ରଭାବିତ କରିଥାଏ,

ଏହି ରାଶିଫଳ ରେ ଆପଣଙ୍କୁ ଚାକିରି, ବ୍ୟାପାର, ସ୍ୱାସ୍ଥ୍ୟ ଶିକ୍ଷା ଓ ବୈବାହିକ ଜୀବନ ର ତଥ୍ୟ ଦର୍ଶାଇଥାଏ । ସେଥିପାଇଁ କିଛି ବି କରିବା ଆଗରୁ ପ୍ରତ୍ୟକ ଦିନ ନିଜର ରାଶି ଫଳ ନିଶ୍ଚୟ ଦେଖନ୍ତୁ ଓ ଏହା ଅନୁସାରେ ସତର୍କ ରହି କାମ କରନ୍ତୁ । ଯଦି ଆପଣ ମଧ୍ୟ ଆପଣଙ୍କ ଦିନ କିପରି ଅତିବାହିତ ହେବ ଜାଣିବାକୁ ଇଛୁକ ଅଛନ୍ତି ତେବେ ନିମ୍ନ ରେ ପଢନ୍ତୁ ।

ମେଷ :- ଆଜିର ଦିନରେ ମନରେ ପ୍ରସନ୍ନତା ଅଧିକ ରହିବ । ଅସହାୟ ଲୋକଙ୍କ ସହାୟତା କରିବେ । ଦିନ ବଢିବା ଦ୍ଵାରା ବିତୀୟ ସ୍ଥିତିରେ ସୁଧାର ଆସିବ । ଭବିଷ୍ୟତରେ ଲାଭ ହେବାର ଯୋଗ ରହିଛି । ଘର ପରିବାରରେ କାହା ସହିତ ଯୁକ୍ତି ତର୍କ କରନ୍ତୁ ନହିଁ । ପ୍ରଭାବଶାଳି ଓ ମହତ୍ଵ ପୂର୍ଣ ଲୋକଙ୍କ ସହିତ ପରିଚୟ ବଢାଇବା ପାଇଁ ସାମାଜିକ ଗତି ବିଧି ଭଲ ପ୍ରମାଣିତ ହେବ ।

ବୃଷ :- ଏହିଭଳି ସ୍ଵଭାବ ପାଇଁ ଆଜି ଆପଣଙ୍କୁ ଅସୁବିଧା ହୋଇପାରେ । ପରିବାରରେ ଯଦି କାହାର ସ୍ୱାସ୍ଥ୍ୟ ବିଗିଡ ରହିଛି ତେବେ ତାକୁ ନଜର ଅନ୍ଦାଜ କରନ୍ତୁ ନହିଁ । କାର୍ଯ୍ୟ କ୍ଷେତ୍ରରେ କରାଯାଇଥିବା କାର୍ଯ୍ୟରେ ଅନୁମାନରୁ ଅଧିକ ଲାଭ ହେବ । ଯେଉଁ ଲୋକ ମେଡ଼ିସିନ ସମ୍ବନ୍ଧିତ ବ୍ୟାପାର କରୁଛନ୍ତି ସେମାନେ ସ୍ଟକ ଉପରେ ନଜର ରଖନ୍ତୁ । ସରକାରୀ କାର୍ଯ୍ୟରେ ତଥା ସରକାର ଦ୍ଵାରା ଲାଭ ହେବ । ଆପଣ ଟିକେ ବ୍ୟସ୍ତ ରହିବେ ।

ମିଥୁନ :- ବିବାହିତା ଲୋକଙ୍କୁ ତାଙ୍କର ସଂପର୍କକୁ ଆଗକୁ ବଢାଇବା ପାଇଁ ବହୁତ ସୁନ୍ଦର ସୁଯୋଗ ମିଳିବ । ପରିବାରରେ ଆପଣଙ୍କ ପଜେଟିଭ ବ୍ଯବହାର ଲୋକଙ୍କୁ ପ୍ରଭାବିତ କରିବ । ଆପଣ ବହୁତ ଭଲ ଅନୁଭବ କରିବେ । ଯୋଗ ଦ୍ଵାରା ଆପଣ ଭଲ ଆରୋଗ୍ଯ ପ୍ରାପ୍ତ କରିବେ । ପ୍ରବଳ ସମ୍ଭାବନା ରହିଚିକି ଅଫିସରେ ଆପଣଙ୍କୁ କୌଣସି ମହତ୍ଵ ପୂର୍ଣ ଦାୟିତ୍ଵ ଦିଆଯାଇପାରେ । ଧନ ଲାଭର ଯୋଗ ବନୁଛି ।

କର୍କଟ :- ଆଜି ନୂଆ ସଉଦା କାରୋବାରକୁ ମଜଭୁତ କରିବ । କିଛି ନୂଆ କାମ କରିବା ପାଇଁ ମନ ବନାଇବେ । ଚାକିରି କରିଥିବା ଲୋକଙ୍କ ପାଇଁ ଦିନ ବହୁତ ବଢିଆ ରହିବ । ଆପଣଙ୍କ କଥା ଦ୍ଵାରା ସ୍ଵଜନ ସହମତ ନହେବାର ସମ୍ଭାବନା ରହିବ । ମାର୍କେଟିଂଗ ସହିତ ଜଡିତ ଲୋକଙ୍କ ପାଇଁ ଏହି ଦିନ ବହୁତ ଭଲ ଅଟେ । ଦାଂପତ୍ଯ ଜୀବନ ବହୁତ ସୁଖମୟ ରହିବ । ଉପହାର ବା ସନମାନରେ ବୃଦ୍ଧି ହେବ ।

ସିଂହ :- ନିଜ ଜୀବନ ଶୈଳୀକୁ ବଦଳାଇଲେ ଭଲ ହେବ । ଛାତ୍ରଙ୍କ ମନ ପାଠ ପଢାରେ ଲାଗିବ । ଆପଣ ପରିବାରର ଆବଶ୍ୟକତାକୁ ପୁରା କରିବାରେ ସଫଳ ହେବେ । କୌଣସି ଖାସ ସାଙ୍ଗ ଆପଣଙ୍କୁ ଆର୍ଥିକ ସହଯୋଗ ପାଇଁ ସାହାର୍ଯ୍ୟ ମାଗିବ । ସନ୍ତାନ ପକ୍ଷରୁ ସୁଖ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ଅଧିକ ଭଲ ରହିବ ।

କନ୍ୟା :- ଆଜି ଆପଣଙ୍କୁ ସହନଶୀଳତାର ପ୍ରାଥମିକତା ଦେବାକୁ ହେବ । ପଇସା ମାମଲାରେ ପାର୍ଟନରଠୁ ସାହାର୍ଯ୍ୟ ମିଳିବ । ଘର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବାରେ ଆପଣ ସଫଳ ହେବେ । ଅଫିସ କାମକୁ ଆହୁରି ଭଲ ବନାଇବା ପାଇଁ ଅନଲାଇନ କୋର୍ସ ଆଦି କାର୍ଯ୍ୟ କରାଯାଇ ପାରିବ ।

ତୁଳା :- ଆଜି ଆପଣଙ୍କ ବ୍ୟବସାୟରେ ଲାଭ ହେବ । ଧନର କମି ରହିବ, ପୁଣି ଖରଚ ମଧ୍ୟ ଅଧିକ ହେବ । ବହୁତ ପ୍ରୟାସ କରିବାକୁ ପଡିବ । ସ୍ୱାସ୍ଥ୍ୟ ପାଇଁ ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ଅଟେ । ଆଜି ଆପଣ ଧନ କାହାରୀକୁ ଉଧାର ଦିଅନ୍ତୁ ନହିଁ । ସମ୍ଭବ ହୋଇବକି ଆଜି ଆପଣଙ୍କ ଅତୀତ ସହିତ ଜଡିତ କୌଣସି ବ୍ୟକ୍ତି ଆଜି ଆପଣଙ୍କ ସହିତ ସମ୍ପର୍କ କରିବା । ଆଜି ଲୋକ ପ୍ରିୟତାରେ ବୃଦ୍ଧି ହେବ । ଜୀବନ ସାଥି ସହିତ ସମ୍ପର୍କରେ ମଧୁରତା ଆସିବ ।

ବିଛା :- ଆଜି ଆପଣଙ୍କଉ କୌଣସି ପ୍ରେସରରେ କାମ କରିବାକୁ ପଡିପାରେ । ପରିବାରର ମାହୋଲ ବହୁତ ଭଲ ରହିବ । ଆପଣ ଯାହାକୁ ନିଜ ସମସ୍ଯା ଭାବୁଛନ୍ତି ତାହା ଅଳ୍ପ ସମୟ ପରେ ଆପଣଙ୍କ ପାଇଁ ଜୀବନରେ ପଜେଟିଭ ଚେଞ୍ଜେସ ଆଣିବାରେ ସାବିତ ହେବ । ଦେଇଥିବା ଉଧାର ଆପଣଙ୍କୁ ଶୀଘ୍ର ମିଳିବ । ଆପଣ ନିଜ ସମୟ ନିଜ ପରିବାରକୁ ଦେବେ । ପରିବାର ଲୋକଙ୍କ ନଜରରେ ସନମାନ ବଢିବ ।

ଧନୁ :- ବ୍ୟବସାୟରେ ଆଜି କାଉନସିବୀ କାର୍ଯ୍ୟ କରିବେତ ସିଧି ପ୍ରାପ୍ତ ହେବ । ମାମଲାକୁ ସମାଧାନ କରିବା ଚେଷ୍ଟାରେ ଯୋଜନା ଓ ମନୋଭାବରେ ପରିବର୍ତନ ଆସିପାରେ । ପଇସାକୁ ଆଧାର କରି ଏମିତି କିଛି କାମ କରନ୍ତୁ ନହିଁ ଯାହା ଆପଣଙ୍କୁ କ୍ଷତି ହୋଇପାରେ ।

ମକର :- ଅଫିରେ ବସ ସହିତ ଝଗଡା ହୋଇପାରେ । କିଛି ଗୁପ୍ତ ସୂଚନା ଓ ଖବର ଆପଣଙ୍କୁ ମିଳିବ । ଆର୍ଥିକ ସ୍ଥିତିରେ ଭଲ ମନ୍ଦ ଲାଗି ରହିବ । ନିଜର କୌଣସି କାମରେ ସାଙ୍ଗ ମାନଙ୍କ ସାହାର୍ଯ୍ୟ ମିଳିବ । ଉଧାର ଦେବା ନେବାରୁ ବଞ୍ଚିତ ରୁହନ୍ତୁ । ପ୍ରେମରେ ଟିକେ ନିରାଶା ଆପଣଙ୍କୁ ଦୁଖୀ କରିବ ନହିଁ । ସୁସ୍ଥ ରହିବା ପାଇଁ ବ୍ୟାୟମ ଓ ଯୋଗ କରନ୍ତୁ । ପ୍ରତି ରୋଧକ କ୍ଷମତାକୁ ବଢାଇ ରଖନ୍ତୁ ।

କୁମ୍ଭ :- ଆଜି ଭାଗ୍ୟ ଆଜି ବହୁତ ଭଲ ସୁଯୋଗ ଦେବା । ମାନସନମାନରେ ବହୁତ ତେଜିରେ ପଦୋନ୍ନତି ଆପଣଙ୍କୁ ଆସୁଥିବା ସମୟରେ ଦେଖାଯିବ । ବିରୋଧୀ ପକ୍ଷ ଆଜି ଆପଣଙ୍କ ସାମ୍ନାରେ ଝୁକିବାରେ ବାଧ୍ୟ ହେବେ । ପାରିବାରିକ ପକ୍ଷରେ ନିସ୍ପତି ନେବାର ଦିନ ଭଲ ରହିଛି । ଶାରୀରିକ କଷ୍ଟ ହୋଇପାରେ ।

ମିନା:- ପାରିବାରିକ ସହଯୋଗ ମିଳିବ । ଘର ସଦସ୍ୟଙ୍କ ସହିତ ଆପଣ ଅନାବଶ୍ୟକ ଚର୍ଚା କରିବେ । କାର୍ଯ୍ୟ କ୍ଷେତ୍ରରେ କଠିନତାର ସାମ୍ନା କରିବାକୁ ପଡିବ । ପ୍ରଣୟ ସମ୍ବନ୍ଧ ପ୍ରଗାଢ ହେବ । ବ୍ୟର୍ଥ ଟେନସନ ଆସିପାରେ । ଆଜି ଆପଣଙ୍କ ଅଧା ଇଛା ପୁରା ହେବ । ଆଉ ନିଜ ବ୍ଯବହାରରେ ଅନ୍ୟ ଲୋକଙ୍କୁ ଆକର୍ଷିତ କରିବାରେ ସଫଳ ହେବ । ଆଜି ଆପଣଙ୍କ ବୁଦ୍ଧି ଏବଂ କଳ୍ପନା ଶକ୍ତିର ବିକାଶ ହେବ । ସନ୍ତାନ ପକ୍ଷରୁ କୌଣସି ବଡ ସମାଚାର ଆପଣଙ୍କୁ ପ୍ରସନ୍ନ ରଖିବ ।

Leave a Reply

Your email address will not be published. Required fields are marked *