ଏହି ବର୍ଷର ଭୟଙ୍କର ଚନ୍ଦ୍ରଗ୍ରହଣ, ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି କାମ ନଚେତ…

ବନ୍ଧୁଗଣ, ଚଳିତ ବର୍ଷ ୨୦୨୧ ରେ ଦୁଇଟି ଚନ୍ଦ୍ର ଗ୍ରହଣ ପଡିବାକୁ ଯାଉଅଛି । ବନ୍ଧୁଗଣ ଏହି ବର୍ଷ ଦୁଇଟି ଚନ୍ଦ୍ରଗ୍ରହଣ ତଥା ଦୁଇଟି ସୂର୍ଯ୍ୟ ଗ୍ରହଣ ପଡିବାକୁ ଯାଉଅଛି । ବନ୍ଧୁଗଣ ଆମ୍ଭେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ୨୬ ମଇ ୨୦୨୧ ରେ ଲାଗୁଥିବା ଚନ୍ଦ୍ର ଗ୍ରହଣ ସମ୍ବନ୍ଧରେ କିଛି ବିଶେଷ କଥା ।

ଆସନ୍ତୁ ତେବେ ଜାଣିବା ତାହା କଣ ଅଟେ ? ବନ୍ଧୁଗଣ, ଯେତେବେଳେ ଚନ୍ଦ୍ର ଗ୍ରହଣ ଆରମ୍ଭ ହେବାକୁ ଯାଇଥାଏ ତାହାର ଠିକ ୯ ଘଣ୍ଟା ପୂର୍ବ ରୁ ସୁତକ କାଳ ଆରମ୍ଭ ହୋଇଯାଇଥାଏ । ବନ୍ଧୁଗଣ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅନ୍ୟଦେଶରେ ଅଧିକ ପରିମାଣରେ ଦେଖାଯିବ । ବନ୍ଧୁଗଣ ଏହା ଭାରତରେ ଅଳ୍ପ କେତେକ ଜାଗାରେ ଦେଖାଯିବ । ମାତ୍ର ଏହା ବାହାର ବିଶେଷରେ ଅଧିକ ପରିମାଣରେ ଦେଖାଯିବ । ଯଥା ପ୍ରଶାନ୍ତ ମହାସାଗର, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ରୁଷ, ଜାପାନ, ବ୍ରାଜିଲ, ଅଷ୍ଟ୍ରେଲିଆ ସମସ୍ତ ସ୍ଥାନ ତଥା ଏରିଆରେ ଦେଖାଯିବା ।

ମାତ୍ର ଭାରତରେ ଏହା ଅଳ୍ପ ମାତ୍ରାରେ ଦେଖାଦେବ । ଏହା ଯେଉଁ ଜାଗା ମାନଙ୍କରେ ଦେଖାଯିବା ଆପଣ ସୁତକ କାଳ ନିଶ୍ଚିତ ରୂପେ ମାନନ୍ତୁ । ଆସନ୍ତୁ ଏବେ ଜାଣିବା ଏହି ସମୟରେ କେଉଁ କେଉଁ ସାବଧାନତା ଅବଲମ୍ବନ କରିବେ । ବନ୍ଧୁଗଣ ଚନ୍ଦ୍ରଗ୍ରହଣ ସମୟରେ ଯେଉଁ ଗର୍ବବତୀ ମହିଳା ମାନେ ରହିଥାନ୍ତି ସେମାନଙ୍କୁ ଏହି ସାବଧାନତା ଅବଲମ୍ବନ କରିବାକୁ ହେବ । ବନ୍ଧୁଗଣ ଚନ୍ଦ୍ରଗ୍ରହଣ ସମୟରେ କୌଣସି ଧାରୁଆ ଅସ୍ତ୍ର ର ପ୍ରୟୋଗ କରନ୍ତୁ ନାହିଁ ।

ବନ୍ଧୁଗଣ ଚନ୍ଦ୍ର ଗ୍ରହଣ ସମୟରେ ପାରିବା କାଟନ୍ତୁ ନାହିଁ, ନଖ ତଥା ଚୁଟି କାଟନ୍ତୁ ନାହିଁ, ଏହାଛଡା ଯେଉଁ ମାହିଳା ମାନେ ସିଲାଇ କାମ କରୁଛନ୍ତି ସେମାନେ ସିଲାଇ ମଧ୍ୟ କରନ୍ତୁ ନାହିଁ । କାରଣ ଏହିସବୁ ଜିନିଷ ଚନ୍ଦ୍ର ଗ୍ରହଣରେ ବର୍ଜନ କରାଯାଇଅଛି । ଏଣୁ ଏହିସବୁ ଜିନିଷ କରନ୍ତୁ ନାହିଁ । ବନ୍ଧୁଗଣ ଯେତେବେଳେ ଚନ୍ଦ୍ରଗ୍ରହଣ ଲାଗିବ ସେହି ସମୟରେ ଆପଣ ମାନେ ଭଗବାନ ଙ୍କ ନାମ କୁ ସ୍ମରଣ କରନ୍ତୁ । ଏହା ବ୍ୟତୀତ କୌଣସି ସୁନସାନ ଜାଗାକୁ ଜାଆନ୍ତୁ ନାହିଁ ।

ବନ୍ଧୁଗଣ ଚନ୍ଦ୍ର ଗ୍ରହଣ ସମୟରେ ଭୋଜନ କରନ୍ତୁ ନାହିଁ । ଚନ୍ଦ୍ର ଗ୍ରହଣ ସମୟରେ ଖାଦ୍ୟ ବନାନ୍ତୁ ନାହିଁ । ଯଦି ଆପଣଙ୍କର କିଛି ମାତ୍ରାରେ ଖାଦ୍ୟ ବଞ୍ଚି ଯାଇଛି ତେବେ ସେଥିରେ ତୁଲସୀ ପତ୍ର ପକାଇ ରଖନ୍ତୁ । ବନ୍ଧୁଗଣ ଚନ୍ଦ୍ରଗ୍ରହଣ ସମୟରେ ଜଳ ସେବନ କରିବା ମଧ୍ୟ ବର୍ଜନ କରାଯାଇଅଛି । ବନ୍ଧୁଗଣ ଶାସ୍ତ୍ର ରେ ମଧ୍ୟ ଏହିସବୁ କାର୍ଯ୍ୟ କରିବାକୁ ମାନାକରାଯାଇଅଛି ।

ବନ୍ଧୁଗଣ ଆସନ୍ତୁ ଏବେ ଚନ୍ଦ୍ର ଗ୍ରହଣର ସମୟ ଏବଂ ତାରିଖ ଜାଣିନେବା । ବନ୍ଧୁଗଣ ଚନ୍ଦ୍ର ଗ୍ରହଣ ୨ ଘଟିକା ୧୭ ମିନିଟ ରୁ ଆରମ୍ଭ ହେବ ଏବଂ ସନ୍ଧ୍ୟା ୭ ଘଟିକା ୧୯ ମିନିଟ ପର୍ଯ୍ୟନ୍ତ ଏହା ଲାଗି ରହିବ । ବନ୍ଧୁଗଣ ଆପଣଙ୍କୁ ଏହି ବିଶେଷ ଖବର ଟି ଭଲ ଲାଗିଥିଲେ, ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *